ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଟାଇଗର ସ୍ରଫ ଏବଂ ତାଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ କେବଳ ଗୋଟିଏ ଅଭିନେତା ହିଁ ଚର୍ଚ୍ଚା ରେ ଅଛନ୍ତି ଏବଂ ସେହି ଅଭିନେତା ଜଣକ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ‘ଟାଇଗର ସ୍ରଫ’। ଏହି ଅଭିନେତା ଜଣକ ନିଜ ଦମଦାର ଅଭିନୟ ଏବଂ ଷ୍ଟନିଙ୍ଗ ଆକ୍ସନ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବହୁତ ହିଁ କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।
ଏହି କାରଣ ରୁ ଦର୍ଶକ ମାନେ ଟାଇଗର ସ୍ରଫ ଙ୍କ ଫିଲ୍ମ କୁ ବହୁତ ହିଁ ଉତ୍ସାହ ର ସହିତ ଅପେକ୍ଷା କରିଥାନ୍ତି। ବନ୍ଧୁଗଣ ସମସ୍ତ ଦର୍ଶକ ତ ଜାଣିଛନ୍ତି ଯେ ଅଭିନେତା ଟାଇଗର ସ୍ରଫ ନିଜ ବ୍ୟକ୍ତିତ୍ବ ଏବଂ ଲୁକ୍ସ କୁ ନେଇ ପ୍ରାୟତଃ ଚର୍ଚ୍ଚା ରେ ରୁହନ୍ତି।
କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଏହି ଅଭିନେତା ଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ବଲିଉଡ ଅଭିନେତା ଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଜାଣିବା ବଲିଉଡ ଅଭିନେତା ଟାଇଗର ସ୍ରଫ ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ।
ବନ୍ଧୁଗଣ ବଲିଉଡ ଅଭିନେତା ଟାଇଗର ସ୍ରଫ ଙ୍କ ରିଅଲ ଲାଇଫ ଭଉଣୀ ଙ୍କ ନାମ ହେଉଛି, ‘କୃଷ୍ନା ସ୍ରଫ’ ଅଟେ। କୃଷ୍ନା ଟାଇଗର ଙ୍କ ଠାରୁ ବୟସରେ ୩ବର୍ଷ ସାନ ଅଟନ୍ତି। କୃଷ୍ନା ସ୍ରଫ ଙ୍କ ଜନ୍ମ ୧୯୯୩ ମସିହାରେ ଜାନୁଆରୀ ମାସରେ ମୁମ୍ବାଇ ରେ ହୋଇଥିଲା।
କୃଷ୍ନା ନିଜ ହଁଟ୍ ଏବଂ ବୋଲ୍ଡ ଫଟୋ କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରନ୍ତି ଏବଂ ନିଜର ଏହି ଫଟୋ ପାଇଁ କୃଷ୍ନା ପ୍ରାୟ ସମୟ ଚର୍ଚ୍ଚା ର ପାତ୍ର ହୋଇଥାନ୍ତି। କୃଷ୍ନା ୨୦୦୫ ମସିହାରେ ଡକ୍ୟୁମେଣ୍ଟାରୀ ଫିଲ୍ମ ଫ୍ଲାଗସିପ ର ନିର୍ମାଣ କରିଥିଲେ।
କୃଷ୍ନା ସ୍ରଫ ଙ୍କୁ ଟ୍ରାଭେଲିଙ୍ଗ ଏବଂ ଫଟୋଗ୍ରାଫି ର ବହୁତ ମାତ୍ରା ରେ ରୁଚି ରହିଛି। କୃଷ୍ନା ନିଜର ପାଠପଢ଼ା ‘ଆମେରିକାନ ସ୍କୁଲ ଅଫ ବମ୍ବେ’ ରେ ପୂର୍ଣ୍ଣ କରିଥିଲେ। କୃଷ୍ନା ସ୍ରଫ ଙ୍କୁ ଅଭିନୟ ରେ କୌଣସି ପ୍ରକାର ରୁଚି ନାହିଁ ବରଂ ତାଙ୍କୁ ଫିଲ୍ମ ନିଃଦର୍ଶନ ରେ ବହୁତ ମାତ୍ରା ରେ ରୁଚି ରହିଛି। ବଲିଉଡ ଅଭିନେତା ଟାଇଗର ସ୍ରଫ ଙ୍କ ଭଉଣୀ କୃଷ୍ନା ସ୍ରଫ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ସୁନ୍ଦରତା ରେ କୌଣସି ବଲିଉଡ ଅଭିନେତ୍ରୀ ଙ୍କ ଠାରୁ ମଧ୍ୟ କମ ନୁହେଁ।
ତେବେ ବନ୍ଧୁଗଣ ଏହାଥିଲା ଅଭିନେତା ଟାଇଗର ସ୍ରଫ ଙ୍କ ରିଅଲ ଲାଇଫ ଭଉଣୀ କୃଷ୍ନା ସ୍ରଫ ଙ୍କ ସମ୍ବନ୍ଧରେ। ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ