ବହୁତ ସୁନ୍ଦର ଅଟନ୍ତି TV ର ଏହି 3 ଫୁଟ ଲମ୍ବା Actor ଙ୍କ ପତ୍ନୀ, ଦେଖିବା ମାତ୍ରେ ପ୍ରଥମ ନଜରରେ ହିଁ ଦିୱାନା ହେଇଯିବେ

ବନ୍ଧୁଗଣ ଆପଣମାନେ ଟିଭି ରେ ଆସିଥିବା ପପୁଲାର କମେଡି ସୋ ଘୁଟର ଘୁଂ ଓ ବିକରାଲ ଗବରାଲ ଭଳି ସୋ ଦେଖିଥିବେ । ଏହି ସୋ ଗୁଡିକ ଲୋକଙ୍କ ମଧ୍ୟରେ ବହୁତ ପପୁଲାର ଥିଲା । ଏହି ସିରିଏଲ ରେ ଜଣେ ଗେଡା ଅଭିନେତା ନଜର ଆସୁଥିଲେ । ଯାହାଙ୍କ ଅଭିନୟ କୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ସେହି ଅଭିନେତାଙ୍କ ନାମ କେକେ ଗୋସ୍ଵାମୀ ଅଟେ । କେକେ ଗୋସ୍ଵାମୀଙ୍କ ଜନ୍ମ ୩ ସେପ୍ଟେମ୍ବର ୧୯୭୩ ରେ ବିହାରର ମୁଜାଫରପୁର ରେ ହୋଇଥିଲା । ଆଜି ତାଙ୍କ ବୟସ ପାଖା ପାଖି ୪୬ ବର୍ଷ ହୋଇ ସାରିଛି ଓ ସେ ତାଙ୍କ ଲାଇଫରେ ବହୁତ ଖୁସିରେ ଅଛନ୍ତି ।

କେକେ ଗୋସ୍ଵାମୀଙ୍କ ଖାସ କଥା ଏହା ହେଲା କି ସେ ସବୁଠୁ ଛୋଟ ଉଚ୍ଚତା ର ଟିଭି ଅଭିନେତା ଅଟନ୍ତି । ଏହି ଛୋଟ ଉଚ୍ଚତା ସହିତ ସେ ଟିଭି ରେ ବହୁତ ସଫଳତା ହାସଲ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ହେଲା କି ଏହି ଅଭିନେତାଙ୍କ ସ୍ତ୍ରୀ ତାଙ୍କ ଠାରୁ ପାଖା ପାଖି ଦୁଇ ଗୁଣା ଉଚ୍ଚତାର ଅଟନ୍ତି । ତାଙ୍କ ସ୍ତ୍ରୀ ଙ୍କ ନାମ ପିଙ୍କୁ ଅଟେ ।

ଯେଉଁଠି କେକେ ଗୋସ୍ଵାମୀ ମାତ୍ର ୩ ଫୁଟ ର ଅଟନ୍ତି ସେଇଠି ତାଙ୍କ ପତ୍ନୀ ପାଖା ପାଖି ୫ ଫୁଟ ର ଅଟନ୍ତି । ଆପଣଙ୍କୁ କହି ଦେଉଛୁ କି କେକେ ଗୋସ୍ଵାମୀଙ୍କୁ ପିଙ୍କୁ ଙ୍କୁ ବିବାହ କରିବା ପାଇଁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ପ୍ରକୃତରେ ପିଙ୍କୁଙ୍କ ଘର ଲୋକ ତ କେବେ ବି ଏହି ବିବାହ ପାଇଁ ରାଜି ନଥିଲେ ।

କେକେ ଗୋସ୍ଵାମୀ ଏକ ଇଣ୍ଟରଭ୍ୟୁ ରେ କହିଥିଲେ କି ଯେତେବେଳେ ସେ ପିଙ୍କୁ ଙ୍କୁ ଦେଖିବା ପାଇଁ ଯାଇଥିଲେ ତେବେ ଘରଲୋକ ତାଙ୍କୁ ନିଜ ଝିଅକୁ ଦେଖାଇବା ତ ଦୂରର କଥା ବରଂ ତାଙ୍କୁ ବାହାରୁ ହିଁ ମନା କରି ଦେଇଥିଲେ । କେକେ ଗୋସ୍ଵାମୀଙ୍କ ଭାଗ୍ୟ ଭଲ ଥିଲା କି ଘର ଲୋକ ମନା କରିବା ସତ୍ବେ ବି ପିଙ୍କୁ ତାଙ୍କୁ ବାହା ହେବା ପାଇଁ ରାଜି ହେଇଗଲେ । ପିଙ୍କୁ ଙ୍କୁ ଗୋସ୍ଵାମୀଙ୍କ ଉଚ୍ଚତାରେ କୌଣସି ଅସୁବିଧା ନଥିଲା ।

ଘର ଲୋକଙ୍କର ଲକ୍ଷେ ମନା କରିବା ସତ୍ବେ ବି ପିଙ୍କୁ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଝିଅ ରାଜି ହେବା ପରେ ବି କେକେ ଗୋସ୍ଵାମୀଙ୍କୁ ଡର ଲାଗୁଥିଲା କି ବର ଯାତ୍ରୀ ପହଞ୍ଚିବା ପରେ ଶେଷ ସମୟରେ ଝିଅ କାଳେ ମନା କରି ଦେବନି ତ । କାରଣ ଯଦି ଏମିତି ହେଲା ତ ତାଙ୍କର ବଦ୍ନାମି ହେବ । କିନ୍ତୁ ଏମିତି କିଛି ବି ହେଲା ନାହିଁ । ଶେଷରେ କେକେ ଗୋସ୍ଵାମୀଙ୍କ ବିବାହ ପିଙ୍କୁ ଙ୍କ ସହିତ ହୋଇଗଲା ।

ଆପଣଙ୍କୁ କହି ଦେଉଛୁ କି ଏହି ଅଭିନେତାଙ୍କ ପାଖରେ ଆଜି କେବଳ ସୁନ୍ଦର ସ୍ତ୍ରୀ ହିଁ ନୁହେଁ ବରଂ ଗୋଟିଏ ପୁଅ ମଧ୍ୟ ଅଛି । ଭଲ କଥା ଏହା ହେଲା କି ତାଙ୍କ ପୁଅ ତାଙ୍କ ଭଳି ଉଚ୍ଚତାରେ ଛୋଟ ନୁହେଁ । ବରଂ କେକେ ଗୋସ୍ଵାମୀ ଓ ତାଙ୍କ ପୁଅର ଉଚ୍ଚତାରେ ୧ ଫୁଟ ର ଫରକ ଅଟେ । ତେବେ ଆପଣଙ୍କୁ କେକେ ଗୋସ୍ଵାମୀଙ୍କ ଆକଟିଂ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *