ବହୁତ ମୋଟି ହେଇ ଯାଇଛନ୍ତି Vidya Balan, ବହୁତ ହିଁ ଡୀପ ହଟ ଡ୍ରେସରେ କରାଇଲେ ହଟ ଫୋଟୋସୁଟ, ଭାଇରାଲ ହେଉଛି ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡର ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ନିଜର ହଟ୍ ଲୁକ୍ ପାଇଁ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ବିଦ୍ୟାବାଲନ । ଆପଣ ମାନେ ସମସ୍ତେ ବିଦ୍ୟାବାଲନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।


ସେ ନିଜର ସୁନ୍ଦର ଅଭିନୟ ଓ ନିଜର ହଟ୍ ଲୁକ୍ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଏହି କିଛି ଦିନ ହେବ ବିଦ୍ୟାବାଲନଙ୍କର କିଛି ହଟ୍ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବିଦ୍ୟା ନିଜର ଏହି ସବୁ ଫଟୋ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବହୁତ ଲମ୍ବା ସମୟ ପରେ ବିଦ୍ୟା ଏକ ଶିମ୍ରି ଗାଉନ ପିନ୍ଧି ଫଟୋସୁଟ କରିଥିଲେ । ବିଦ୍ୟା ନିଜର ଏହି ଫଟୋ ଗୁଡିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ବିଦ୍ୟାଙ୍କର ଏହି ସବୁ ଫଟୋ ଗୁଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଅନ୍ୟ ପକ୍ଷରେ କିଛି ଲୋକ ବିଦ୍ୟାଙ୍କୁ ତାଙ୍କର ଫଟୋ ପାଇଁ ବହୁତ ଟ୍ରୋଲ କରୁଛନ୍ତି । ବନ୍ଧୁଗଣ ବିଦ୍ୟା ଅଧିକାଂଶ ଭାରତୀୟ ଆଉଟଫିଟରେ ଫଟୋସୁଟ କରନ୍ତି । ହେଲେ ବିଦ୍ୟା ଏହି ଫଟୋ ଗୁଡିକୁ ଛାଡି ସେହି ସବୁ ଲୋକ ମାନଙ୍କର ମୁହଁକୁ ଚୁପ କରିଦେଇଛନ୍ତି, ଯେଉଁ ଲୋକ ମାନଙ୍କୁ ଲାଗୁଛି ଯେ, ବିଦ୍ୟା କେବଳ ଭାରତୀୟ ଡ୍ରେସରେ ଭଲ ଲାଗନ୍ତି ।

ବନ୍ଧୁଗଣ ବିଦ୍ୟା ଏହି କିଛି ଦିନ ତଳେ ଏକ ୱେସ୍ଟର୍ନ ଗାଉନ ପିନ୍ଧି ଫଟୋସୁଟ କରିଥିଲେ । ଏହି ଗାଉନଟିକୁ ପିନ୍ଧିବା ପରେ ବିଦ୍ୟା ବହୁତ ହଟ୍ ଓ ସୁନ୍ଦର ନଜର ଆସୁଥିଲେ । ବିଦ୍ୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ବିଦ୍ୟା ପ୍ରଥମେ ଏକ ଭାରତୀୟ ଡ୍ରେସରେ ନଜର ଆସୁଛନ୍ତି ଓ କିଛି ସେକେଣ୍ଡ ପରେ ବିଦ୍ୟା ଏକ ଚୁଟିକି ମାରୁଛନ୍ତି ଯାହାଫଳରେ ତାଙ୍କର ସଂପୂର୍ଣ୍ଣ ଲୁକ୍ ବଦଳି ଯାଉଛି । ଚୁଟକି ମାରିବା ପରେ ବିଦ୍ୟା ଏକ ଗ୍ରୀନ କଲରର ଶିମ୍ରି ଗାଉନରେ ନଜର ଆସୁଛନ୍ତି ।

ଏହି ଗାଉନରେ ବିଦ୍ୟାଙ୍କର ଫିଗର ଓ ତାଙ୍କ କ୍ଲିଭେଜେସ କ୍ଲିଅର ନଜର ଆସୁଛି । ବିଦ୍ୟା ଏହି ଗାଉନରେ ବହୁତ ବୋଲ୍ଡ ଓ ଷ୍ଟାଇଲିସ ନଜର ଆସୁଛନ୍ତି । ବନ୍ଧୁଗଣ ବିଦ୍ୟାଙ୍କର ଏହି ବୋଲ୍ଡ ଫଟୋ ଓ ଭିଡିଓ ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହା ସହିତ ବିଦ୍ୟା ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *