ନିଜ ଝିଅ ବୟସର ଝିଅ ମାନଙ୍କ ସହିତ ବୁଢାପାରେ ବି ଜବାନି ର ମଜା ନେଉଛନ୍ତି Bollywood ର ଏହି 5 ଜଣ Actor, ନମ୍ବର 1 ଙ୍କ ବିଷୟରେ ଜାଣିଲେ ତ ଆପଣ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଇଛୁ କିଛି ଏଭଳି ଅଭିନେତା ଙ୍କ ବିଷୟରେ ଯିଏ ନିଜ ଝିଅ ବୟସ ର ଝିଅ ମାନଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ବିବାହ କରିଛନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତା ଅଛନ୍ତି ଯିଏ ନିଜର ପ୍ରେମିକା ଙ୍କୁ ବିବାହ କରିଛନ୍ତି ଏବଂ ନିଜ ବିବାହିତ ଜୀବନ କୁ ଆରମ୍ଭ କରିଛନ୍ତି । କିନ୍ତୁ ଫିଲ୍ମ ଜଗତର କିଛି ଏଭଳି ଅଭିନେତା ଅଛନ୍ତି ଯିଏ ନିଜ ଝିଅକୁ ବୟସ ସହ ସମାନ ଝିଅ ଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତା ମାନଙ୍କ ବିଷୟରେ ।

୧. ପ୍ରଥମେ ଆମେ ଆପଣଙ୍କୁ କହିବୁ ଅଭିନେତା ‘ମିଲନ ସୋମନ’ଙ୍କ ବିଷୟରେ । ମିଲନ ସୋମନଙ୍କ ନାଁ ସେବେ ହିଁ ଚର୍ଚ୍ଚା ରେ ଆସିଥିଲା ଯେବେ ସେ ୨୬ ବର୍ଷ ଛୋଟ ଝିଅ ‘ଅଙ୍କିତା କୋଂବର’ ଙ୍କ ସହ ବିବାହ କରିଥିଲେ । ଏହି ଯୋଡି ଙ୍କ ବିବାହ ୨୨ ଏପ୍ରିଲ ୨୦୧୮ ମସିହା ରେ ହୋଇଥିଲା ।

ଏହି ଯୋଡି ସବୁ ବିଧିବିଧାନ ର ସହ ବିବାହ କରିଥିଲେ । ଏମାନଙ୍କ ଵିଵାହ ଅଲ୍ଲିବାଗ ର ଏକ ଫାର୍ମ ହାଉସ ରେ ହୋଇଥିଲା । ଵିଵାହ ର ଏକ ବର୍ଷ ପରେ ଏହି ଯୋଡି ନିଜ ଵିଵାହ ବାର୍ଷିକି ପାଳନ କରିଥିଲେ। ମିଲନଙ୍କ ବୟସ ୫୩ ଏବଂ ଅଙ୍କିତା ଙ୍କୁ ମାତ୍ର ୨୭ ବର୍ଷ । ଏହି ହିସାବ ରେ ଦେଖିବାକୁ ଗଲେ ଅଙ୍କିତା ମିଲନ ଙ୍କ ଝିଅ ବୟସ ସହ ସମାନ ହେବେ ।

୨. ବଲିଉଡ ଇଣ୍ଡଷ୍ଟ୍ରୀ ର ଶ୍ରେଷ୍ଠ କଳାକାର ‘ରାଜେଶ ଖାନ୍ନା’ଙ୍କ ଜନ୍ମ ୧୯ ସେପ୍ଟେମ୍ବର ୧୯୪୧ ମସିହାରେ ହୋଇଥିଲା ଏବଂ ଅଭିନେତ୍ରୀ ‘ଡ଼ିମ୍ପଲ କପାଡ଼ିଆ’ ୧୯୫୭ ମସିହାରେ ଜନ୍ମ ହୋଇଥିଲେ । ଵିଵାହ ସମୟରେ ଡ଼ିମ୍ପଲ ଙ୍କୁ ମାତ୍ର ୧୬ ବର୍ଷ ହୋଇଥିବା ସମୟରେ ରାଜେଶ ଙ୍କୁ ୩୨ ବର୍ଷ ହୋଇଥିଲା । ଏହି ଦୃଷ୍ଟି ରୁ ଏହି ଯୋଡି ଙ୍କ ବୟସ ମଧ୍ୟରେ ବହୁତ ତଫାତ ରହିଛି ।

୩. ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରମୁଖ ଅଭିନେତା ‘ସଞ୍ଜୟ ଦତ୍ତ’ ୩ ଥର ଵିଵାହ କରିଛନ୍ତି । ପ୍ରଥମ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ଦ୍ବିତୀୟ ଵିଵାହ ସେ କରିଥିଲେ। କିନ୍ତୁ ଦ୍ବିତୀୟ ଵିଵାହରେ ତାଙ୍କର ଛାଡପତ୍ର ହୋଇଥିଲା । ତେବେ ସେ ତୃତୀୟ ଵିଵାହ କରିଥିଲେ ‘ମାନ୍ୟତା ଦତ୍ତ’ ଙ୍କୁ । ସଞ୍ଜୟ ଏବଂ ମାନ୍ୟତା ଙ୍କ ବୟସ ଭିତରେ ୨୦ ବର୍ଷ ର ତଫାତ ରହିଛି । ଦେଖିବାକୁ ଗଲେ ମାନ୍ୟତା ସଞ୍ଜୟ ଙ୍କ ଝିଅ ବୟସ ସହ ସମାନ ।

୪.ବଲିଉଡ ଇଣ୍ଡଷ୍ଟ୍ରୀର ନାମୀ ଅଭିନେତା ‘ସୈଫ ଅଲ୍ଲୀ ଖାଁ’ ପ୍ରଥମ ଵିଵାହ ‘ଅମୃତା ସିଂ’ ଙ୍କ ସହ ହୋଇଥିଲା । ପରେ ସୈଫ ଦ୍ଵିତୀୟ ଵିଵାହ କରିଥିଲେ ‘କରିନା କପୁର’ ଙ୍କ ସହ । ଶୁଣିବା କୁ ମିଳେ ଯେ, ସୈଫ ଙ୍କ ପ୍ରଥମ ଵିଵାହ ରେ କରିନା ଅତିଥି ହୋଇ ଆସିଥିଲେ ଏବଂ ସେହି ସମୟ ରେ କରିନା ମାତ୍ର ୧୦ ବର୍ଷ ର ଥିଲେ । କରିନା ଏବଂ ସୈଫ ଙ୍କ ମଧ୍ୟରେ ୧୦ ବର୍ଷ ର ତଫାତ ରହିଛି । ଦେଖିବାକୁ ଗଲେ କରିନା ସୈଫଙ୍କ ଝିଅ ବୟସ ସହ ସମାନ ଅଟନ୍ତି ।

୫.’କବିର ବେଦୀ’ ଚାରି ଥର ଵିଵାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । ଚତୁର୍ଥ ଥର ସେ ‘ପରବିନ’ ଙ୍କ ସହ କରିଥିଲେ । ପରବିନ କବିର ଙ୍କ ଠାରୁ ୨୩ ବର୍ଷ ସାନ ଅଟନ୍ତି । ଦେଖିବା କୁ ଗଲେ ପରବିନ କବିର ଙ୍କ ଝିଅ ବୟସ ସହ ସମାନ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *