ଦେଖନ୍ତୁ ଭାଇରାଲ Video ! ପ୍ରେମିକର ବାହାଘର ଦିନ ପ୍ରେମିକାର ହାଇଡ୍ରାମା ! ମୋ ଵାବୁ ସୋନା କହି ଯେତେ ଚିତ୍କାର କଲେ ବି ପ୍ରେମିକ ଶୁଣିଲାନି, ଆଉ ତାପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ ଆପଣ ମାନେ ନ୍ୟୁଜ କିମ୍ବା ଖବର କାଗଜ ତଥା ସୋସିଆଲ ମିଡ଼ିଆ ରେ ଅନେକ ପ୍ରେମ କାହାଣୀ ଏବଂ ପ୍ର-ତା-ର-ଣା ର ଖବର ନିଶ୍ଚିତ ଶୁଣୁ ଥିବେ ତେବେ ବର୍ତ୍ତମାନ ସେହି ଭଳି ସେକ ପ୍ରେମ ରେ ଧୋ-କା ଖାଇ ଝିଅଟି କିପରି ନିଜ ପ୍ରେମିକ ଙ୍କ ଘର ଆଗରେ ନିଜ ପ୍ରେମିକ ଙ୍କୁ ସୋନା ବାବୁ କହି ଚି-ତ୍କା-ର କରି ଡାକୁଛି ।

କିନ୍ତୁ ସେ ପୁଅ ଆଉ କାହାକୁ ବାହା ହେବା ପାଇଁ ସଜ ହେଉଛି ଏବଂ ଝିଅ ର କୌଣସି କଥାର ଜବାବ ଦେଉ ନାହିଁ କିମ୍ବା ବାହାର କୁ ଆସୁ ନାହିଁ କିନ୍ତୁ ସେହି ଝିଅ ଟି ସେହି ଘରର ବାହାର ରେ କାନ୍ଦି କାନ୍ଦି ଚି-ତ୍କା-ର କରି ନିଜ ପ୍ରେମିକ କୁ ବାବୁ ସୋନା ବୋଲି ଡାକ ଛାଡ଼ୁଛି । ତେବେ ଅସଲ ଘ-ଟ-ଣା ଟି କଣ ଆସନ୍ତୁ ବିସ୍ତାର ରେ ଆଲୋଚନା କରି ନେବା ।

ଏହି ଘ-ଟ-ଣା ଟି ହେଉଛି ହୋସଙ୍ଗା ବାଦ ସହରର । ସେଠାରେ ଜଣେ ଯୁବତୀ ନିଜ ପ୍ରେମିକ ଅନ୍ୟ କାହାକୁ ବିବାହ କରୁଛି ବୋଲି ଖବର ଜାଣି ତାଙ୍କ ଘର ବାହାର ରେ ପହଞ୍ଚି ଯାଇଥିଲେ ଏବଂ ନିଜ ପ୍ରେମିକ ଙ୍କୁ ବହୁତ ଡାକିଥିଲେ କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ । ସେ କାନ୍ଦି କାନ୍ଦି ସୋନା ବାବୁ କହି କବାଟ କୁ ଖୁବ ଜୋରରେ ବାଡ଼ଉଥିଲେ କିନ୍ତୁ ପ୍ରେମିକ କୌଣସି ଉତ୍ତର ଦେଇ ନଥିଲା ।

ତେବେ ଏହି ଘ-ଟ-ଣା ସମ୍ପର୍କରେ ସୂଚନା ପାଇ ପୋ-ଲି-ସ ସେଠାରେ ପହଁଚି ଥିଲା ଏବଂ ସମ୍ପୂର୍ଣ୍ଣ ଘ-ଟ-ଣା ଟି ପଚାରିଲା ତେବେ ଉତ୍ତର ରେ ଝିଅ ଟି କହିଲା କି ସେମାନେ ଭୋପାଳ ର ଏକ କମ୍ପାନୀ ରେ କାମ କରୁଥିଲେ ସେଠାରେ ପରସ୍ପର ପ୍ରେମ ଆରମ୍ଭ କଲେ ଏବଂ ସେମାନେ ଦୁଇ ଜଣ ତିନି ବର୍ଷ ହେବ ସ୍ୱାମୀ ସ୍ତ୍ରୀ ଭଳି ଏକାଠି ରହି ଆସୁଥିଲେ ମଧ୍ୟ କିନ୍ତୁ କିଛି ମାସ ହେବ ଯୁବକ ଜଣକ କିଛି ନ କହି ନିଜ ଗାଁ ରେ ଆସି ଅନ୍ୟତ୍ର ବିବାହ କରୁଛନ୍ତି ।

ତେବେ ସମ୍ପୂର୍ଣ୍ଣ ଘ-ଟ-ଣା ଜାଣିବା ପରେ ପୋ-ଲି-ସ ଯୁବତୀ କୁ ଯୁବକ ବି-ରୋ-ଧ ରେ ଲିଖିତ ଅ-ଭି-ଯୋ-ଗ କରିବା ପାଇଁ କହିଲେ କିନ୍ତୁ ଝିଅ ଟି କାହା ପାଇଁ ଆଉ ଅ-ଭି-ଯୋ-ଗ କରିବି କହି ଜଣେ ପରିଚିତ ବ୍ୟକ୍ତି ଙ୍କ ସହ ଚାଲି ଯାଇଥିଲେ ।

ଯଦି ସେହି ଝିଅ ଟି ସତ କହୁଥାଏ ତେବେ ଏହି ସମାଜ ରେ ମି-ଛ ପ୍ରେ-ମ ଏବଂ ମି-ଛ ପ୍ର-ତି-ଶ୍ରୁ-ତି ବଢିବା ରେ ଲାଗିଛି ତେଣୁ ଯୁବ ପିଢିଙ୍କୁ ଟିକେ ସମ୍ଭାଳିକି ରହିବା ଆବଶ୍ୟକ କାହା ଉପରେ ଅ-ନ୍ଧ ଭଳି ବିଶ୍ୱାସ କରିବା ଉଚିତ ନୁହେଁ । ତେବେ ଏହି ସମ୍ପର୍କରେ ଆପଣ ଙ୍କ ମତ କଣ ? ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *