ବାହାଘର ସମୟରେ ଘଟିଲା କିଛି ଏମିତି ହୋସ୍ ଉଡେଇଦେଲା ଭଳି ଘଟଣା, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ତା’ର ବାହାଘର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ନିଜ ବିବାହ ଦିନ ହିଁ ନିଜର ଇଜ୍ଜତ ହରାଇ ବସିଲେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ମଜାଦାର ବିବାହ ର କ୍ଲିପ ସ-ମ୍ବ-ନ୍ଧ-ରେ କହିବୁ ଯାହା ଜାଣିଲେ ଆପଣ ନିଜ ହସ କୁ ରୋକି ପାରିବେ ନାହିଁ । ଏହି ଭି-ଡି-ଓ ସବୁ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ମଧ୍ୟ ହେଉଛି ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା ।

୧- ପ୍ରଥମ ଭି-ଡି-ଓ ଟି ରେ ଏକ ବିବାହ ରେ ଜଣେ ପୁଅ ଏଭଳି ନାଚୁଥିଲା ଯେମିତି ତା ଦେହ ରେ କରେଣ୍ଟ ଲାଗି ଯାଇଛି । ତେବେ ସେହି ବ୍ୟକ୍ତି ର ନୃତ୍ୟ କୁ ଦେଖି ସେଠାରେ ଲୋକମାନେ ଖୁବ ହସିଥିଲେ ଏହା ଛଡା ଏହି ଭି-ଡି-ଓ ଭା-ଇ-ରା-ଲ ହେଲା ପରେ ଲୋକମାନେ ମଧ୍ୟ ଖୁବ ହସି ଥିଲେ ।

୨- ଦ୍ଵିତୀୟ ଭି-ଡି-ଓ ରେ ଦୁଇ ଜଣ ବର କନ୍ୟା ନିଜର ପୋଷାକ କୁ ସବୁଜ ରଙ୍ଗ ର ସହିତ ମ୍ୟାଚିଂ କରାଇ ଥିଲେ ଯାହାକୁ ଟୁଇନିଂ ମଧ୍ୟ କୁହାଯାଏ । ତେବେ ବର ନିଜକୁ ଆଉ ନିୟନ୍ତ୍ରଣ ରେ ନ ରଖି ପାରି ବରମାଳ କୁ କନ୍ୟା ବେକ କୁ ପକାଇବା ବଦଳରେ ତଳେ ପକାଇ ଦେଲେ ଏବଂ ସେଠାରେ ଥିବା ସମସ୍ତେ ଏହାକୁ ଦେଖି ନିଜ ହସରେ ନିୟନ୍ତ୍ରଣ ରହିବ ନାହିଁ ।

୩- ତୃତୀୟ ଭି-ଡି-ଓ ରେ ଦୁଇ ଜଣ ଯୋଡ଼ା ଙ୍କର ବର ମାଳ ଆଦାନ ପ୍ରଦାନ ହେଉଥିଲା ତେବେ ଝିଅ ପୁଅ କୁ ହାର ପିନ୍ଧେଇବା ପରେ ଯେତେବେଳେ ପୁଅ ଝିଅ କୁ ହାର ପିନ୍ଧେଇବାର ଥିଲା ସେତେବେଳେ ଝିଅ ଟିକେ ମଜାକ ରେ ପଛକୁ ଘୁଂଚି ଗଲା ତେବେ ଏଥିରେ ବର ରାଗି ଯାଇ ପାଖରେ ଥିବା ଆଉ ଏକ ମହିଳା କୁ ବର ମାଳ ପିନ୍ଧେଇ ଦେଲା ତେବେ ଏହା ଖୁବ ଭା-ଇ-ରା-ଲ ମଧ୍ୟ ହୋଇଥିଲା ।

୪- ଚତୁର୍ଥ ରେ ହେଉଛି ସମସ୍ତ ଙ୍କ ର ଇଛା ଥାଏ କି ନିଜ ବିବାହ ଦିନ ତାଙ୍କର ଏକ ଧମାକାଦାର ଏଣ୍ଟ୍ରି ହେଉ ବୋଲି । ତେବେ ସେହି ସ୍ୱପ୍ନ କୁ ପୁରା କରିବା ପାଇଁ ଜଣେ କନ୍ୟା ନିଜ ବିବାହ ଦିନ ଏକ ଗାଡି ଉପରେ ବସି ସେ ଫୁଣି ବିନା ମାସ୍କ ରେ ଏଣ୍ଟ୍ରି କରୁଥିଲେ ତେବେ କରୋନା ନିୟମ କୁ ଭାଙ୍ଗିବା ଦୋ-ଷ-ରେ ତାଙ୍କୁ ପୋ-ଲି-ସ ଗି-ର-ଫ ମଧ୍ୟ କରି ଥିଲା ।

୫- ପଞ୍ଚମ ଭି-ଡି-ଓ ରେ କନ୍ୟା ଏବଂ ବର ଙ୍କ ଭିତରେ କିଛି କର୍ମ ହେଉଥିଲା ସେଥିରେ ଝିଅ ବା କନ୍ୟା ଲାଜ ଲାଜ ହୋଇ ବର କୁ ଗୋଟିଏ ଲଡୁ ଖୁଆଇ ଦେଲା ତେବେ ଏହା ପରେ ବର ଜଣକ ଝିଅ ର ମନା କରିବା ସତ୍ୱେ ମଧ୍ୟ ତା ଚୁଟି କୁ ଧ-ରି ତାକୁ ଜ-ବ-ର-ଦ-ସ୍ତ ଲଡୁ ଖୁଆଇଲେ । ତେବେ ଏହି ଭି-ଡି-ଓ ଦେଖି ଆପଣ ହସିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯିବେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *