ଶାଶୁଘରେ ବଡ ଜା’ଙ୍କ ସହ Archita ଙ୍କ ହଟ ଡ୍ୟାନ୍ସ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ , ଯିଏ କି ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଚୁଲବୁଲି ନାୟିକା ଭାବେ ବେଶ ପରଚିତ । ତାହେଲେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ଅନେକ ଭିଡିଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି । ତାହେଲେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟ ରେ ଜାଣିବା ।

ତେବେ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଅର୍ଚିତା ସାହୁ ସବ୍ୟସଚି ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ତାଙ୍କ ଶାଶୁ ଘରେ ବେଶ ଖୁସି ରେ ଅଛନ୍ତି । ହଁ ବନ୍ଧୁ ଏହି ଲୋକ ପ୍ରିୟ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ଥିଲେ ଓ ଗତ କିଛି ମାସ ତଳେ ଏହି ଦୁଇ ଯୋଡି ସାତ ଜନମ ର ସାଥି ହୋଇଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ କରୋନା ସମୟ ରେ ସବ୍ୟସଚି ବହୁ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ଓ ବିବାହ ପରେ ସବ୍ୟସଚି ଓ ଅର୍ଚିତା ବହୁ ଗରିବ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଛନ୍ତି ।

ତାଙ୍କ ସାହାର୍ଯ୍ୟ ଆଜି ତାକୁ ବେଶ ଲୋକ ପ୍ରିୟତା କରି ପାରିଛି ଓ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ହିରୋ ବା ହିରୋଇନ ହୋଇଛନ୍ତି ବା ଦେବଦୂତ କହିଲେ ମଧ୍ୟ କମ ହବ ।ସବ୍ୟସଚି ଓ ଅର୍ଚିତା ଙ୍କ ସାହାର୍ଯ୍ୟ ଲୋକ ମାନେ ଓ ଓଡ଼ିଶା ବାସୀ ର ଲୋକ ମାନେ କେବେ ଭୁଲି ପାରିବେନାହିଁ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା କମିଥିଲେ ମଧ୍ୟ ଏହି ଦୁଇ ଯୋଡି ଙ୍କ ସାହାର୍ଯ୍ୟ ବର୍ତ୍ତମାନ ସମୟ ରେ ଜାରି ରହିଛି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ତାଙ୍କ ନଣନ୍ଦ ଙ୍କ ସହିତ ଏବଂ ନିଜ ଭଉଣୀ ଙ୍କ ସହିତ ଅନେକ ଡାନ୍ସ ଭିଡିଓ ବନେଇ ସୋସିଆଲ ମିଡ଼ିଆ ରେ ଛାଡ଼ୁଛନ୍ତି ଏବଂ ବହୁ ସାରା ମଜା ମସ୍ତି ଓ ନାଚ କରିଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି । ତେବେ ଅର୍ଚ୍ଚିତା ଙ୍କ ର ଏହି ନୃତ୍ୟ କୁ ଲୋକମାନେ ମାନେ ମଧ୍ୟ ବେଶ ଭଲ ପାଉଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି ।

ତେବେ ଅର୍ଚ୍ଚିତା ଙ୍କୁ ଆପଣ ଅନେକ ସିନେମା ରେ ଅଭିନୟ କରିଥିବାର ଦେଖିଥିବେ ଯେପରି ବାବୁ ଆଇ ଲଭ ୟୁ, ମୋତେ ଆଣି ଦେଲ ଲକ୍ଷେ ଫଗୁଣ, ମୁଁ ଏକା ତୁମର, ଆକାଶେ କି ରଙ୍ଗ ଲାଗିଲା ଆଦି ଅନେକ ହିଟ ସିନେମା ରେ ସେ କାମ କରିଛନ୍ତି ଏବଂ ନିଜର ଅଭିନୟ ର ପ୍ରତିଭା ରେ ଲୋକ ମାନଙ୍କ ର ପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ତେବେ ଏହି ଲେଖା ଆପଣ ଙ୍କୁ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *