Somalin ଙ୍କ ଛୋଟ ଡ୍ରେସ ପିନ୍ଧାକୁ ନେଇ କିଛି ଏମିତି କହିଲେ ସ୍ଵାମୀ, ଦେଖିଲେ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କଳାକାର ସୋମାଲିନ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ରଜ କୁଇନ ସୋ ବିଜେତା ଜ୍ୟାଙ୍କଲିନ ଙ୍କ ସାନ ଭଉଣୀ ଅଟନ୍ତି । ସୋମାଲିନ ଜଣେ ସୁଦକ୍ଷ ଅଭିନେତ୍ରୀ ଅଟନ୍ତି । ସୋସିଆଲ ମିଡିଆ ରେ ତାଙ୍କର ଫଲୋର୍ସ ସଂଖ୍ୟା ଲକ୍ଷାଧିକ ଅଟେ । ତାଙ୍କର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି । ଆପଣ ମାନେ ତ ଜାଣିଥିବେ ଯେ ଗତ କିଛି ମାସ ହେବ ସୋମାଲିନ ନିଷିଥ ନାୟକ ଙ୍କୁ ବିବାହ କରିଛନ୍ତି ।

ସେ ଅଧିକାଂଶ ସମୟ ସୋସିଆଲ ମିଡିଆ ରେ ଲାଇଭ ଆସନ୍ତି ଏବଂ ନିଜ ଫାନ୍ସ ମାନଙ୍କ ସହିତ କଥା ହୁଅନ୍ତି । ବିବାହ ପରେ ମଧ୍ୟ ସେ ଇଂଷ୍ଟାଗ୍ରାମ ରେ ଲାଇଭ ପ୍ରାୟ ସମୟ ଲାଇଭ ଆସନ୍ତି । ତେବେ ନିକଟରେ ସେ ଇଂଷ୍ଟାଗ୍ରାମ ରେ ଲାଇଭ ଆସିଥିଲେ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ସୋମାଲିନ ଲାଇଭ ଆସି ନିଜ ଫାନ୍ସ ମାନଙ୍କ ସହିତ କଣ କଥାବାର୍ତ୍ତା ହୋଇଥିଲେ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ନିକଟରେ ସୋମାଲୀନ ପରିଡ଼ା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସିଥିଲେ ଏବଂ ନିଜ ଫାନ୍ସ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ । ତେବେ ସୋମାଲୀନ ଙ୍କୁ ତାଙ୍କର ଜଣେ ଫାନ୍ ପ୍ରଶ୍ନ ରେ ଏହା ପଚାରିଥିଲେ ଯେ, ବିବାହ ପରେ ତାଙ୍କ ସ୍ବାମୀ ନିଷିଥ ଓ ଶାଶୂଘର ସଦସ୍ୟ ତାଙ୍କୁ ସର୍ଟ ଡ୍ରେସ ପିନ୍ଧିବାକୁ ଅନୁମତି ଦେଇଛନ୍ତି ଅଥବା ନୁହେଁ ।

ତେବେ ଏହାର ଉତ୍ତର ରେ ସୋମାଲିନ କହିଥିଲେ ଯେ, ତାଙ୍କ ସ୍ବାମୀ ଓ ତାଙ୍କ ଶାଶୂଘର ସଦସ୍ୟ ଙ୍କୁ ତାଙ୍କ ସର୍ଟ ଡ୍ରେସ ପିନ୍ଧିବାରେ କୌଣସି ବି ଆପତ୍ତି ନାହିଁ । ଏହି ସମ୍ବନ୍ଧରେ ତାଙ୍କ ସ୍ୱାମୀ ନିଷିଥ ମଧ୍ୟ ସ୍ୱୟଂ କହିଥିଲେ । ଏହା ସହିତ ସୋମାଲିନ କହିଥିଲେ ଯେ, ତାଙ୍କ ଡ୍ରେସ ପିନ୍ଧିବା ଶୈଳୀ ତାଙ୍କ ଉପରେ ନିର୍ଭରଶୀଳ । କାରଣ ନିଜ ଶରୀର ରେ ସେ କଣ ପିନ୍ଧିବେ ତାହା ସେ ସ୍ୱୟଂ ସ୍ଥିର କରନ୍ତି ଏବଂ ଏଥିପାଇଁ ତାଙ୍କୁ କୌଣସି ବି ବ୍ୟକ୍ତି ର ଅନୁମତି ର ଆବଶ୍ୟକତା ନାହିଁ ।

ଏହିପରି ଭାବରେ ସୋମାଲିନ ନିଜ ଫାନ୍ ଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ଏବଂ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *