ନିଜର ସୁନ୍ଦର ସ୍ତ୍ରୀ କୁ ହିଁ ଅନ୍ୟ ନେତା ମାନଙ୍କ ସହ ଶୋଇବାକୁ କହୁଥିଲା ଏହି ନେତା, ବଡ ପଦ ପାଇବାର ଥିଲା ଲାଳସା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଉନ୍ନତି ସମସ୍ତ ବ୍ୟକ୍ତି ଙ୍କୁ ପସନ୍ଦ । କିନ୍ତୁ କିଛି ବ୍ୟକ୍ତି ଉନ୍ନତି ହାସଲ କରିବା ନିମନ୍ତେ ଏଭଳି ରାସ୍ତା କୁ ଆପଣାଇ ଥାଆନ୍ତି ଯାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଏହିଭଳି ଅନେକ ଖବର ସାମ୍ନା କୁ ଆସିଥାଏ ଏବଂ ଶୁଣିବାକୁ ମିଳିଥାଏ ।

ସେହିପରି ଏକ ଖବର ବର୍ତ୍ତମାନ ରାଜନୀତି କ୍ଷେତ୍ର ରୁ ଆସିଛି । ଯାହା ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଖବର ଅନୁସାରେ ଜଣେ ନେତା ବଡ଼ ପଦବୀ ର ଲା-ଳ-ସା ରେ ନିଜର ହିଁ ପତ୍ନୀ କୁ ଅନ୍ୟ ନେତା ମାନଙ୍କ ବିଛଣା କୁ ପଠାଇଥାଏ । ଏକ ପ୍ରସିଦ୍ଧ ନ୍ୟୁଜ ୱେବ୍ସାଇଟ ରେ ଛପି ଥିବା ଖବର ଅନୁଯାୟୀ ଏହି ମା-ମ-ଲା ୟୁପି ର ଗାଜିୟାବାଦ ଅଞ୍ଚଳ ର ବୋଲି କୁହାଯାଉଛି । ଯେଉଁଠାରେ ଜଣେ କଂଗ୍ରେସ ଦଳ ର ନେତା ଏଭଳି କୁ-କ-ର୍ମ କରିଛି ।

ଯାହାକୁ ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଶାନ ମହମ୍ମଦ ନାମକ ଜଣେ ନେତା ଉତ୍ତରପ୍ରଦେଶ ର କଂଗ୍ରେସ ର କାର୍ଯ୍ୟକାରୀ ସଦସ୍ୟ ଅଟେ । ଏହି ନେତା ଙ୍କ ସ୍ତ୍ରୀ ଯେତେ ବେଳେ ଖୋଲିକରି ଲୋକ ମାନଙ୍କୁ ନେତା ଙ୍କ କାମ ବିଷୟ ରେ କହିଲେ ସେତେବେଳେ ସମସ୍ତେ ଆଚମ୍ବିତ ହୋଇଗଲେ ।

ଶାନ ମହମ୍ମଦ ଙ୍କ ସ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ତାଙ୍କ ପତି କେବଳ ନେତା ମାନଙ୍କ ସହିତ ତାଙ୍କୁ ଶୋ-ଇ-ବା-କୁ ପଠାଉ ନଥିଲେ, ଯଦି ସେ ଆପତ୍ତି କରୁଥିଲେ ତେବେ ତାଙ୍କୁ ସେ ମା-ରୁ-ଥି-ଲେ ମଧ୍ୟ । କେବଳ ଏତିକି ହିଁ ନୁହେଁ ନିଜ ସ୍ତ୍ରୀ ଙ୍କୁ ନେତା ମାନଙ୍କ ବି-ଛ-ଣା କୁ ପ-ଠା-ଇ-ବା ପାଇଁ ସେ ଭିନ୍ନ ଭିନ୍ନ ପ୍ରକାର ପ୍ର-ତା-ଡି-ତ କରି ତାଙ୍କୁ ମଜବୁର କରୁଥିଲେ । ସେହି ନେତା ଜଣକ ପ୍ରତିଦିନ କୌଣସି ନା କୌଣସି ନେତା କୁ ଘରକୁ ଆଣି ତାଙ୍କ ସହିତ ସ-ମ୍ଭ-ନ୍ଧ ବନାଇବା ନିମନ୍ତେ ନିଜ ପତ୍ନୀ ଙ୍କୁ ବାଧ୍ୟ କରୁଥିଲେ ।

ସେହି ନେତା ଙ୍କ ପତ୍ନୀ ଆଗକୁ କହିଲେ ଯେ, ଏହି ସବୁ ଅ-ତ୍ୟା-ଚା-ର ସେ ଏବେ ନୁହେଁ ଦୀର୍ଘ ୪ ବର୍ଷ ହେବ ସ-ହି ଆ-ସୁଛନ୍ତି । ଯେତେବେଳେ ସେ ଏହି ସବୁ ଅ-ତ୍ୟା-ଚା-ର କୁ ସ-ହି ପାରିଲେ ନାହିଁ ସେତେବେଳେ ସେ ନିଜ ମାଆ ଙ୍କ ସହିତ ଯାଇ ପୋ-ଲି-ସ ରେ ରି-ପୋ-ର୍ଟ ଲେଖାଇଥିଲେ ଏବଂ ନିଜ ସୁ-ର-କ୍ଷା ମାଗିଥିଲେ ।

ନେତା ଙ୍କ ସ୍ତ୍ରୀ ଆଗକୁ କହିଥିଲେ ଯେ ନିଜ ସ୍ୱାମୀ ଙ୍କ ବି-ରୁ-ଦ୍ଧ-ରେ ରି-ପୋ-ର୍ଟ ଲେଖାଇବା ତାଙ୍କ ଜୀବନ ପ୍ରତି ଖ-ତ-ରା ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ସୂଚନା ଅନୁସାରେ ପୋ-ଲି-ସ ସେହି ନେ-ତା ଙ୍କ ସ୍ତ୍ରୀ ଙ୍କ ପ୍ରାର୍ଥନା ପତ୍ର ନେଇଛନ୍ତି ଏବଂ ଏହି ମା-ମ-ଲା କୁ ତଦାରଖ କରୁଛନ୍ତି ।

Leave a Reply

Your email address will not be published. Required fields are marked *