ଆସିଲା ବଡ ଖବର ! କଣ ମେୟର ବନିବେ Sonu Sood ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ କି ଆଗକୁ ନିର୍ବାଚନ ଅଛି ଏବଂ ସେଥିପାଇଁ ବର୍ତ୍ତମାନ ସବୁ ଦଳ ବହୁତ ବ୍ୟସ୍ତ ବିବ୍ରତ ହୋଇ ରହୁଛନ୍ତି । ନିଜର ନିଜର ପାର୍ଥି କୁ ମଧ୍ୟ ଚୟନ କରିବାରେ ଲାଗିଛନ୍ତି । ତେବେ ସବୁ ଦଳ ରେ ନିଜର ବହୁତ ଭଲ ଭଲ ସଦସ୍ୟ ବାଛିବାରେ ଲାଗିପଡିଛନ୍ତି । କାରଣ ନିଜ ଦଳ ରେ ଯେତେ ଭଲ ସଦସ୍ୟ ରହିବେ ଜନତା ଙ୍କ ଭୋଟ ସେହି ଦଳ କୁ ଅଧିକ ମିଳି ପାରେ ।

ଏହା ଛଡା ବେଳେ ବେଳେ ଏଭଳି ସଦସ୍ୟ କୁ ମନୋନୀତ କରାଯାଇ ଥାଏ ଯାହା ଦ୍ୱାରା ଲୋକମାନେ ଆକର୍ଷିତ ହୋଇ ଥାଆନ୍ତି ଏବଂ ସେହି ଦଳ କୁ ଭୋଟ ଦେବା ପାଇଁ ଆଗକୁ ବଢି ଆସି ଥାଆନ୍ତି । ଏଥି ପାଇଁ ଦଳ ଅଧିକାଂଶ ଅଭିନେତା କିମ୍ବା ଅନ୍ୟ କୌଣସି ସେଲିବ୍ରେଟି ମାନଂକୁ ବାଛି ଥାଆନ୍ତି । ତେବେ ସେହି ଭଳି କିଛି ଯୋଜନା ରହିଛି କଂଗ୍ରେସ ଦଳ ର ତେବେ ଆସନ୍ତୁ ଜାଣିନେବା ଏହି ଯୋଜନା ଟି କଣ ।

ମୁମ୍ବାଇ ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇ ଯାଇଛି ଜୋରଦାର ପ୍ରସ୍ତୁତି । ଦଳ ଆଗରୁ ଯାହା ହରାଇଛି ତାହାକୁ ବର୍ତ୍ତମାନ ହାତେଇବା ପାଇଁ ଜୋରଦାର ଯୋଜନା ଏବଂ ପ୍ରସ୍ତୁତି କରୁଛି । ନିର୍ବାଚନ ପୂର୍ବରୁ ମେୟର ପଦ ପାଇଁ ପାର୍ଥି ଘୋଷଣା କରାଯିବା ଉଚିତ ବୋଲି ହାଇ କମାଣ୍ଡ ଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଜନତା ଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଭଲ ଭଲ ପାର୍ଥି ଙ୍କୁ ଚୟନ କରାଯିବା ଉଚିତ ବୋଲି ଚିନ୍ତା କରାଯାଇଛି ।

ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପୁଅ ତଥା ଅଭିନେତା ରିତେଶ ଦେଶ ମୁଖ ଯାହାଙ୍କୁ ଲୋକମାନେ ଖୁବ ଭଲ ପାଇବା ଦେଇଥାନ୍ତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପୁଅ ହୋଇଥିବାରୁ ମଧ୍ୟ ଜନତାଙ୍କ ଭୋଟ ଅଧିକ ମିଳିପାରେ ବୋଲି ଆଶା ମଧ୍ୟ କରାଯାଉଛି । ତେଣୁ ତାଙ୍କୁ ପାର୍ଥି ଭାବେ ନେବା ପାଇଁ ଚୟନ କରାଯାଇଛି । ଏହା ଛଡା ବଲିଉଡ ର ଅଭିନେତା ତଥା ମଡ଼ଲେର ମିଲିନ୍ଦ ସୋମନ ଯାହାଙ୍କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ଏବଂ ସିଏ ଦଳ ରେ ରହିଲେ ଜନତା ମଧ୍ୟ ଆକର୍ଷିତ ହୋଇ ଭୋଟ ପ୍ରଦାନ କରିବେ ବୋଲି ମଧ୍ୟ ଚିନ୍ତା କରାଯାଇଛି ।

ଏହା ସହିତ ଅଭିନେତା ସୋନୁ ସୁଦ ଯିଏ କି ଏହି କରୋନା ସମୟରେ ଲୋକ ମାନଙ୍କୁ ଖୁବ ସାହାଯ୍ୟ କରିଛନ୍ତି ସେ ତାଙ୍କ ପାଇଁ ଭଗବାନ ମଧ୍ୟ ପାଲଟି ହୋଇ ଯାଇଛି । ତେବେ ତାଙ୍କୁ ଯଦି ଦଳ ରେ ରଖାଯିବ ତେବେ ଲୋକମାନେ ମଧ୍ୟ ତାଙ୍କୁ ଅଧୁକ ଭୋଟ ଦେବେ ଏବଂ ଦଳ ପ୍ରତି ଅଧିକ ଆକୃଷ୍ଟ ମଧ୍ୟ ହେବେ । ତେବେ ଏହି ସବୁ ଚିନ୍ତା କରି କଂଗ୍ରେସ ଏହି ମାନଂକୁ ପାର୍ଥି ଭାବେ ଚୟନ କରିପାରେ ତେବେ ଏହି ତିନିଜଣ କେହି କଂଗ୍ରେସ ସଦସ୍ୟ ନୁହଁନ୍ତି । ତେବେ ଦେଖିବାର ଅଛି ମୁମ୍ବାଇ ର ମେୟର ରେ କଂଗ୍ରେସ ଅଧିକାର କରି ପାରୁଛି କିମ୍ବା ନାହିଁ । ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *