ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଟେଡି ବିୟର ଓ ଜାଣନ୍ତୁ କେତେ ସଚ୍ଚା ଅଟେ ଆପଣଙ୍କ ପ୍ରେମ – Personality Test

ପ୍ରତ୍ୟେକ ବ୍ୟକ୍ତିର ପସନ୍ଦ ତାଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବର ଆଇନା ଅଟେ । କାହାର ପସନ୍ଦ କୁ ଦେଖି କହିହେବ କି ସେ କେଉଁ ପ୍ରକାରର ବ୍ୟକ୍ତି ଅଟେ । ଆଜି ଆମେ ଏମିତି କିଛି ଟେଡି ଦେଖେଇବୁ ଯେଉଁଥିରୁ ଆପଣଙ୍କୁ ଆପଣଙ୍କ ପସନ୍ଦ ଟେଡି କୁ ବାଛିବାର ଅଛି, ସେଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ଦିଆଯିବ । ତା ପରେ ଆମେ ବଛା ଯାଇଥିବା ଟେଡିକୁ ଦେଖି ଆପଣଙ୍କ ଭଲ ପାଇବା ବିଷୟରେ କହିବୁ । ଚାଲନ୍ତୁ ବାଛିବା ଗୋଟିଏ ଟେଡି ଜାଣିବା ଆପଣଙ୍କ ପ୍ରେମ ବିଷୟରେ ।

ପ୍ରଥମ ଟେଡି – ଯଦି ଆପଣ ପ୍ରଥମ ଟେଡିକୁ ବାଛିଛନ୍ତି, ଆପଣ ବହୁତ୍ ରୋମାଣ୍ଟିକ ନୁହେଁ । ତାହାର ମାନେ ଏହା ନୁହେଁ ଯେ ଆପଣ ପାର୍ଟ୍ଟନର୍ କୁ ଭଲପାଆନ୍ତି ନାହିଁ, ତାହାର ଅର୍ଥ ଆପଣ ଲାଜ କରୁଥିବା ଯୋଗୁଁ ମନ ଖୋଲା କରି କିଛି କହି ପାରନ୍ତିନି । ଆପଣ ମୁହଁରେ କିଛି କହି ପାରନ୍ତିନି, କିନ୍ତୁ ଆପଣ ଇସାରାରେ ବହୁତ୍ କିଛି କହିବାକୁ ପ୍ରୟାସ କରନ୍ତି । ଆପଣ ଚାହାନ୍ତି ସେ ଏହି ଇସାରାକୁ ବୁଝିପାରି ଆପଣଙ୍କୁ ଭଲ ପାଆନ୍ତୁ ।

ଦ୍ଵିତୀୟ ଟେଡି

ବର୍ତ୍ତମାନ ଜାଣିବା ଦ୍ଵିତୀୟ ଟେଡି ବିଷୟରେ । ଯଦି ଆପଣ ଦ୍ଵିତୀୟ ଟେଡି ବାଛିଛନ୍ତି ତେବେ ଆପଣ ବହୁତ୍ ରୋମାଣ୍ଟିକ ଅଟନ୍ତି । ଆପଣଙ୍କ ପାର୍ଟନରକୁ କେବେ କେବେ ଭଲ ପାଇବାର ଅନୁଭବ କରିବା ପାଇଁ ଆପଣ ମାହିର୍ ଅଟନ୍ତି ।

 

ଆପଣଙ୍କର ଆପଣଙ୍କ ପାର୍ଟନର ସହିତ ଭଲ ସମ୍ପର୍କ ଅଛି । ଦୁଇଜଣ ରୋମାଣ୍ଟିକ ଡେଟ ପ୍ଲାନ୍ କରନ୍ତି । ଯେଉଁ କାରଣରୁ ଆପଣଙ୍କ ସମ୍ପର୍କ ବହୁତ୍ ନିବିଡ ହୋଇଯାଏ । ଆପଣ ଦୁହେଁ ଦୁହିଙ୍କୁ ବହୁତ ଭଲ ଭାବରେ ବୁଝିଥାନ୍ତି ।

ତୃତୀୟ ଟେଡି

 

ଯଦି ଆପଣ ତୃତୀୟ ଟେଡି ବାଛିଛନ୍ତି ତା ହେଲେ ଆପଣ ନିଜ ପାର୍ଟନର ଙ୍କ ଯତ୍ନ ନିଅନ୍ତି, ଯେମିତି ହେଉ ତାକୁ ପାଇବା ପାଇଁ କିଛି ବି କରନ୍ତି ଓ ସେଥିପାଇଁ ଆପଣ ନିଜର ସବୁକିଛି ସମର୍ପଣ କରି ଦିଅନ୍ତି, ଆପଣଙ୍କ ପାଇଁ ପ୍ରେମରେ ପୂର୍ଣ୍ଣ ରୂପେ ସମର୍ପିତ ହେବା ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ସେଥିପାଇଁ ଦୁଇ ଜଣଙ୍କ ଭିତରେ ବୁଝାମଣା ଠିକ୍ ରହିଥାଏ । ସେଥିପାଇଁ ଦୁଇଜଣ ଭଲ ପାଇବା ପାଇଁ କିଛି ବି କରିପାରନ୍ତି । ଆପଣଙ୍କ ସମ୍ପର୍କ ସମୁଦ୍ର ଭଳି ଗଭୀର ଅଟେ ।

ଚତୁର୍ଥ ଟେଡି

ଯଦି ଆପଣ ଚତୁର୍ଥ ଟେଡି ବାଛିଛନ୍ତି ତା ହେଲେ ଆପଣଙ୍କ ମତରେ ଭଲ ପାଇବାରେ ସ୍ଵାଧୀନତା ରହିବା ବହୁତ ଆବଶ୍ୟକ ଅଟେ, ପ୍ରେମରେ ରାଗିବା ଓ ବୁଝାଇବା ବହୁତ୍ ଭଲ ଲାଗେ । ଆପଣଙ୍କ ଅନୁସାରେ ଦୁଇ ଜଣ ଏକା ସହିତ ରହିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣଙ୍କ ଏହି ଧାରଣା ଯୋଗୁଁ ଆପଣଙ୍କ ଭଲ ପାଇବା ଜୀବନ ହସ ଖୁସିରେ ଭରପୁର ଅଟେ । ଆପଣ ଏମିତି ଗୋଟେ ବନ୍ଧନରେ ବନ୍ଧା ହୋଇଛନ୍ତି,ଯାହାକୁ କେହି ଅଲଗା କରି ପାରିବେନି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *