ବବିତା ଜି ଙ୍କ ଠାରୁ ବି ଆହୁରି ଅଧିକ ସୁନ୍ଦର ‘ତାରକ ମେହତା’ ର ଜେଠାଲାଲ ଙ୍କ ନିଜ ଝିଅ, ଯାହାଙ୍କୁ ଆପଣ ଆଗରୁ କେବେ ବି ଦେଖି ନଥିବେ

ତାରକ ମେହତା କା ଉଲଟା ଚଷମା ତ ଆପଣ ମାନେ ସମସ୍ତେ ଦେଖୁଥିବେ । ଏହି ସିରିଏଲ କୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଏଲ ଟି ସବ ଟିଭି ରେ ପ୍ରସାରିତ ହୋଇଥାଏ । ବହୁତ ଲାମ୍ବା ସମୟ ଧରି ଦର୍ଶକ ମାନଙ୍କର ମନୋରଞ୍ଜନ କରି ଆସୁଛି ଏହି ସିରିଏଲ । ଏହାର କାରଣ ହେଲା ଏହି ଧାରାବାହିକ ରେ ଅଭିନୟ କରୁଥବା ସମସ୍ତ କଳାକାର ମାନଙ୍କ ଆକଟିଂ ବହୁତ ଜବରଦସ୍ତ ଅଟେ । ଏହି ସିରିଏଲରେ ପାଖାପାଖି ସବୁ କଳାକାର ମୁଖ୍ୟ ଭୂମିକାରେ ଅଂଶଗ୍ରହଣ କରିଥାନ୍ତି ।

ଏହି ସିରିଏଲ ରେ ସମସ୍ତ କଳାକାର ମାନେ ନିଜର ଆକଟିଂ ପାଇଁ ଦର୍ଶକ ମାନଙ୍କର ପ୍ରିୟା ହୋଇ ପାରିଛନ୍ତି । ସେମାନଙ୍କ ସୁନ୍ଦର ଅଭିନୟ ପାଇଁ ହିଁ ଏହି ସିରିଏଲ ଟି ଟିଆରପି ମାମଲାରେ ସବୁବେଳେ ଉପରେ ରହିଥାଏ । କିନ୍ତୁ ଦୟା ଏବଂ ଜେଠାଲାଲ ଏଥିରେ ସବୁଠାରୁ ଅଧିକା ମୁଖ୍ୟ ଭୂମିକାରେ ଅଂଶଗ୍ରହଣ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଜେଠାଲାଲଙ୍କର ରିଅଲ ଲାଇଫ ବିଷୟରେ କିଛି କଥା ହେବା ।

ଏହି ସିରିଏଲ ରେ ସବୁଠୁ ଲୋକପ୍ରିୟ ଚରିତ୍ର ହେଉଛି ଜେଠାଲାଲ ଓ ଦୟା । ଏମାନଙ୍କ ଅଭିନୟ ଏତେ ସୁନ୍ଦର କି ଏମାନଙ୍କୁ ଲୋକାମାନେ ଏମାନଙ୍କ ଅସଲ ନାମରେ ନୁହେଁ ବରଂ ଦୟା ଓ ଜେଠାଲାଲ ନାମରେ ଜାଣନ୍ତି । ଯେଉଁଥି ପାଇଁ ଏମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଜେଠାଲାଲ ଙ୍କ ରିଲ ଲାଇଫ ନୁହେଁ ବରଂ ତାଙ୍କ ରିଅଲ ଲାଇଫ ବିଷୟରେ କିଛି କହିବୁ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ତାରକ ମେହତାଙ୍କ ଜେଠାଲାଲଙ୍କର ଅସଲି ନାମ ଦିଲୀପ ଜୋସୀ । ତାଙ୍କର ଜନ୍ମ ୨୬ ମଇ ୧୯୬୮ ରେ ଗୁଜରାଟର ପୋରବନ୍ଦର ରେ ହୋଇଥିଲା । ଦିଲୀପ ଜୋସୀ ସିରିଏଲରେ ଜେଠାଲାଲ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଜେଠାଲାଲ ବା ଦିଲୀପ ଜୋସୀ ସିରିଏଲ ଛଡା ବହୁତ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ।

କହିଦେଉଛୁ ଯେ ଦିଲୀପ ଜୋସୀଙ୍କର ସୁନ୍ଦରୀ ସ୍ତ୍ରୀଙ୍କ ନାମ ଜୟମାଲା ଜୋସୀ । ଜୟମାଲା ଜୋସୀ ସୋସିଆଲ ମିଡିଆରେ ବହୁତ କମ ନଜର ଆସିଥାନ୍ତି । ଦିଲୀପ ଜୋସୀ ଏବଂ ଜୟମାଲା ଜୋସୀଙ୍କର ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ଝିଅଙ୍କ ନାମ ନିୟତି ଜୋସୀ ଏବଂ ପୁଅଙ୍କ ନାମ ହ୍ରିତ୍ଵିକ ଜୋସୀ ଅଟେ ।

ଏମିତିରେ ବନ୍ଧୁଗଣ ତାରକ ମେହତାଙ୍କ ଓଲଟା ଚଷମାରେ ଆପଣଙ୍କୁ କାହାର ଅଭିନୟ ସବୁଠାରୁ ଅଧିକ ପସନ୍ଦ ଆସିଲା ଆପଣ ଆମକୁ କାମେଣ୍ଟରେ ନିଶ୍ଚୟ ଜଣେଇବେ ଓ ଟିଭି ଦୁନିଆର ସବୁ ଛୋଟ ବଡ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *