20 ଲକ୍ଷର ଗହଣା ଅଟୋରେ ଭୁଲିଗଲେ ବ୍ୟକ୍ତି, ଗରିବ ଅଟୋ ଡ୍ରାଇଭର କଲେ ଏମିତି କାମ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଏହି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ହେଉଛି ଏକ ଅଟୋ ବାଲାର ଅଟୋରେ ଏକ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କାର ଗହଣା ଛାଡି ଚାଲି ଯାଇଥିଲା । ହେଲେ ତା ପରେ ଅଟୋ ବାଲା ଯାହା କରିଲା ତା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଶ୍ରବଣ କୁମାର ନାମକ ଏକ ଅଟୋ ବାଲା ଚେନାଇରେ ଅଟୋ ଚଲାଉଥିଲା । ଦିନେ ଏକ ଯାତ୍ରୀ ତାଙ୍କ ଅଟୋରେ ଗହଣା ଭରା ବ୍ୟାଗ ରଖି ଭୁଲି ଚାଲିଯାଇଥିଲା ।

ହେଲେ ଏତେ ସବୁ ଗହଣା ଦେଖି ଅଟୋ ବାଲାଟି ମନରେ କୌଣସି ଲୋଭ ଆସି ନଥିଲା । ଅଟୋ ବାଲାଟି ସେହି ବ୍ୟାଗକୁ ନେଇ ପୋ-ଲି-ସ ଷ୍ଟେ-ସ-ନ-ରେ ଜମା କରାଇଥିଲା । ସେହି ବ୍ୟାଗରେ ପାଖା ପାଖି 20 ଲକ୍ଷ ଟଙ୍କାର ଗହଣା ଥିଲା ।


ସେହି ବ୍ୟାଗଟି ପାଲ ବ୍ରାଇଟ ନାମକ ଏକ ବ୍ୟକ୍ତିଙ୍କର ଥିଲା । ସେ ନିଜ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବା ପାଇଆନ ଯାଉଥିଲେ । ସେ ଅଟୋରେ ଯାଉଥିବା ସମୟରେ ଲଗାତାର ଫୋନରେ କଥା ହେଉଥିଲେ । ଯାହାଫଳରେ ସେ ନିଜ ବ୍ୟାଗକୁ ଅଟୋ ମଧ୍ୟରେ ଭୁଲି ଚାଲି ଯାଇଥିଲେ । ହେଲେ କିଛି ସମୟ ପରେ ଯେତେବେଳେ ତାଙ୍କୁ ତାଙ୍କ ବ୍ୟାଗ କଥା ମନେ ପଡିଥିଲା ସେତେବେଳେ ସେ ପୋ-ଲି-ସ ଷ୍ଟେ-ସ-ନ-ରେ ଅ-ଭି-ଯୋ-ଗ କରିଥିଲେ ।


ପୋ-ଲି-ସ ମଧ୍ୟ କହିଥିଲା ସିସି ଟିଭି କ୍ୟାମେରା ଦ୍ଵାରା ଅଟୋ ବାଲା ବିଷୟରେ ଜଣା ପଡିଯିବ । ହେଲେ ପରେ ଜଣା ପଡିଥିଲା ଯେ, ଅଟୋ ବାଲା ଆଗରୁ ହିଁ ତାଙ୍କ ବ୍ୟାଗ ପୋ-ଲି-ସ ଷ୍ଟେ-ସ-ନ-ରେ ଜମା କରେଇ ଦେଇଛନ୍ତି । ଏହା ବିଷୟରେ ଜାଣି ବ୍ୟକ୍ତି ଜଣକ ବହୁତ ଖୁସି ହୋଇଯାଇଥିଲା ଓ ଅଟୋ ବାଲାକୁ ଧନ୍ୟବାଦ ଜଣାଇଥିଲା । ଅନ୍ୟ ପକ୍ଷରେ ଅଟୋ ବାଲାର ଏହି ସ୍ଵଭାବକୁ ଦେଖି ଚେନାଇ ପୋ-ଲି-ସ ଷ୍ଟେ-ସ-ନ ଅଟୋ ବାଲାକୁ ଏକ ଫୁଲର ଗୁଲଦସ୍ତା ଦେଲା ।

ଯେତେବେଳେ ସୋସିଆଲ ମିଡିଆରେ ଏହି ଘଟଣାଟି ଭାଇରାଲ ହେଲା ସେତେବେଳେ ସମସ୍ତ ଲୋକ ଅଟୋ ବାଲା ଉପରେ ଖୁସି ହୋଇଗଲେ । ଅଟୋ ବାଲାର ସ୍ଵଭାବ ଦେଖି ସମସ୍ତ ଲୋକ ତାର ପ୍ରଶଂସା ମଧ୍ୟ କରିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯଦି ଆପଣଙ୍କୁ ଏହି ପୋସ୍ଟ ଇ ଭଲ ଲାଗିଥାଏ ନିଶ୍ଚୟ ଗୋଟିଏ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *