ଆଉ ସମ୍ଭାଳି ହେଉନି, ବାଧ୍ୟ ହୋଇ ହୀରାକୁଦ ଗେଟ୍ ଖୋଲୁଛୁ ଆମକୁ ଦୋଷ ଦବନି, କହିଲେ ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ ।

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ହୀରାକୁଦରେ ବଢିବାରେ ଲାଗିଛି ଜଳର ସ୍ତର ତେଣୁ ପାଣିକୁ ସମ୍ଭାଳି ପାରୁନି ଡ୍ୟାମ ତେଣୁ ଶେଷ କହୁଛି । ଖୋଲିଦେବ ସବୁ ଗେଟ୍ କିନ୍ତୁ ଏଥିରେ ଆମକୁ  କିଛି ଦୋଷ ଦବନି । କାରଣ ହୀରାକୁଦ ପାଣିକୁ ଅଟକି ରଖି  ପାରୁନି ତେଣୁ ଗେଟ୍ ଖୋଲିବାର ନିଷ୍ପତି ନେଇଛନ୍ତି ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ ଏବଂ ଏହା ମଧ୍ୟ କହିଛନ୍ତି ଏଥିରେ ଆମକୁ ଦାୟୀ କରିବେ ନାହିଁ ।

ଆପଣମାନେ ଜାଣିଛନ୍ତି କି ଛତିଶଗଡ ଜାଣିଥିଲା କି ଆଗକୁ ମୌସୁମୀ ଆସୁଛି ଯାହା ଦ୍ଵାରା ଓଡିଶାର ହୀରାକୁଦରେ ଜଳସ୍ତର ବଢିବ । ମାତ୍ର ସେ ତାହାର କଲମା ବ୍ରିଜର ସବୁ ଗେଟ୍ ଖୋଲିଦେଇଥିଲେ । ଯାହା ଫଳରେ ସେହି ପାଣି ଗୁଡାକ ମହାନଦୀ ବାଟେ ହୀରାକୁଦକୁ ଆସିଯାଇଥିଲା । ଏବେ ସହିତ ଲଗାତର ବୃଷ୍ଟିପାତ ହେବା ଯୋଗୁଁ ତଳିଆ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଓଡିଶାର ନାଳ, ନର୍ଦମା ଓ ନଦୀ ଯେଉଁଠି ଭରିହୋଇ ଗଲାଣି ।

ସେଇଠି ହୀରାକୁଦ ଗେଟ୍ ଖୋଲିବାକୁ ଚିନ୍ତାରେ ପଡିଥିଲା । ମାତ୍ର ଉପର ମୁଣ୍ଡରେ ଲଗାତାର ବର୍ଷା ହେବାକୁ ହେତୁ ସେହିସବୁ ପାଣି ହୀରାକୁଦରେ ବର୍ତ୍ତୀ ହୋଇ ପାଣିରସ୍ତର ଦିନକୁ ଦିନ ବୃଦ୍ଧି ହେବାକୁ ଲାଗିଥିଲା । ତେଣୁ ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ ଏବେ ନିଷ୍ପତି ନେଇଛନ୍ତି ସବୁ ଗେଟ୍ ଗୁଡାକୁ ଖୋଲିଦେବେ । ଆପଣମାନେ ଜାଣିଛନ୍ତି କି ହେବେ ଉପରମୁଣ୍ଡରେ ବର୍ଷା ହୋଇଥିଲା ତେବେ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିଲା ।

ସମ୍ବଲପୁରର ରାସ୍ତା ଓ ଗାଁମାନଙ୍କରେ ଅଣ୍ଟା ଯାଏ ପାଣି ପଶିଥିଲା । ବୋଧେ ସେଥିପାଇ ହୀରାକୁଦ କର୍ତ୍ତୁପକ୍ଷ ଏଭଳି ନିଷ୍ପତି ନେଇଛନ୍ତି କିନ୍ତୁ ଗେଟ୍ ଖୋଲିଲା ପରେ ଯାହା ବି ପରିଣାମ ଘଟିବ , ସେଥିପାଇ ଆମେ ଦାୟୀ ହବୁନୁ ବୋଲି ସ୍ପଷ୍ଟ ରୂପେ କହିଛି । ଏକ ଲିଖିତ ସୂଚନା ଦେଇ କର୍ତ୍ତୁପକ୍ଷ କହିଥିବା ଚିଠିରେ କୋଣସି ବି ଦୁର୍ଘଟଣା ଘଟେ ତେବେ ହୀରାକୁଦ ନଦୀବନ୍ଧ ଦାୟୀ ରହିବେ ନାହିଁ ଏବଂ 23 ତାରିଖ ସକାଳ 9 ବେଳକୁ ଗେଟ୍ ଖୋଲାଯିବ ବୋଲି ଲିଖିତ ରୂପେ କହିଛନ୍ତି ।

ତେଣୁ ଜଣସାଧାରଣ ଏହା ପ୍ରତି ପୂର୍ବରୁ ସଚେତନତା ଅବଲମ୍ବନ କରିବା ଉଚିତ୍ ବୋଲି ସୂଚନା ମିଳିଛି । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *