ବ୍ୟବସାୟୀଙ୍କ ଘରେ ବିଡା ବିଡା ଟଙ୍କା, 8 ଟି ମେସିନ ଲାଗି ଚାଲିଛି ଟଙ୍କା ଗଣା, ରାତି ପାହି ସକାଳ ହେଇଗଲା ତଥାପି ସରୁନି ଟଙ୍କା, Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ମଣିଷ ସବୁବେଳେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଚାହିଁ ଥାନ୍ତି ଓ ସବୁରି ମୂଳରେ ଟଙ୍କାର ଆବଶ୍ୟକତା ରହିଥାଏ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତା ହେଲେ ଆପଣ ଦୁନିଆର ସମସ୍ତ ସୁଖ ସୁବିଧା ପାଇପାରିବେ । ତେବେ ବନ୍ଧୁଗଣ ଟଙ୍କା ଅର୍ଜନ କରିବା ପାଇଁ ଲୋକମାନେ ଦିନ ରାତି କଷ୍ଟ କରନ୍ତି ।

ହେଲେ ଅନ୍ୟ ଦେଶ ଅପେକ୍ଷା ଆମ ଭାରତରେ ଦରିଦ୍ରତା ସଂଖ୍ୟା ବହୁତ ଅଧିକ ରହିଛି । ବନ୍ଧୁଗଣ ଆମ ଦେଶରେ ଅଧିକାଂଶ ଲୋକ ଟେକ୍ସ ଦିଅନ୍ତି ନାହିଁ ନିଜ ପାଖରେ କଳା ଧନ ରଖିଥାନ୍ତି । ଏମିତିରେ ପ୍ରଶାସନ ଅନେକ ସରକାରୀ ଓ ବେସରକାରୀ ଅଧିକାରୀଙ୍କ ଘରେ ଚଢାଉ କରି କଳାଧନ ଜବତ କରିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏଭଳି ଘଟଣାର ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ବିଷୟରେ ଆପଣ ମାନେ କେବେବି କଳ୍ପନା କରିପାରିବେ ନାହିଁ ।

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସମସ୍ତ ସ୍ଥାନରେ ଏହି ଘଟଣାର ଚର୍ଚା ଜୋର ସୋର ଚାଲିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଗୋଟେ ଘର ଭିତରେ କୋଟି କୋଟି ଟଙ୍କା ରଖା ଯାଇଛି ।

କିଛି ଲୋକ ସେହି ଘରେ ବସି ଟଙ୍କା ଗଣୁ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଏଭଳି ଏକ ଅଭାବନୀୟ ଘଟଣା କାନପୁରରୁ ଆସିଛି । ମିଡିଆ ରିପୋର୍ଟସ ଅନୁସାରେ କାନପୁରର ଜଣେ ବିଜନେସ ମ୍ୟାନଙ୍କ ଘରେ ଆୟକର ବିଭାଗ ଅଧିକାରୀ ମାନେ ଚଢାଉ କରିଥିଲେ । ଚଢାଉ କରିବା ପରେ ତାଙ୍କୁ ଏତେ ଟଙ୍କା ମିଳିଥିଲା ଯେ, ସେମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


ଟଙ୍କା ଗଣିବା ପାଇଁ ୮ଟି ମେସିନ ଅଣା ଯାଇଥିଲା ୨୪ ଘଣ୍ଟା ହୋଇଗଲାଣି ହେଲେ ଟଙ୍କା ଗଣିବା ଶେଷ ହେଉ ନାହିଁ । ସୂଚନା ମୁତାବକ ୧୫୦ କୋଟି ଟଙ୍କା ରିକୋଭର ହୋଇଛି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *