ଆମେରିକାର କଲେଜ ଦେଖିବା ପାଇଁ କିପରି ? କଲେଜ ଝିଅ ମାନେ ଦେଖିବାକୁ କେମିତି ? ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶଏ ଥିବା ସମସ୍ତ ଘଟଣା ଓ ଖବର ବିଷୟରେ ବହୁତ ସହଜରେ ଜାଣିପାରନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତ ଦେଶରେ ଥିବା ସମସ୍ତ ସ୍କୁଲ ୟୁନିଭର୍ସିଟି ଗୁଡିକୁ ନିଶ୍ଚୟ ଦେଖିଥିବେ ହେଲେ ଆପଣ ମାନେ କଣ ଆମେରିକାର ୟୁନିଭର୍ସିଟି ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଆମେରିକା ଦେଶର ନିଉୱାର୍କରେ ଥିବା ଏକ ସରକରାଇ ୟୁନିଭର୍ସିଟି ବିଷୟରେ କହିବାକୁ ଯାଉଛୁ ।

ସେଠାକାର ୟୁନିଭର୍ସିଟି କିପରି ହୋଇଥାଏ ଓ ସେହି କଲେଜରେ କଣ ସବୁ ସୁବିଧା ରହିଥାଏ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଆମେରିକାର ସରକାରୀ ୟୁନିଭର୍ସିଟି ବିଷୟରେ କହିବାକୁ ଯାଉଛୁ ତାହା କମ ସେ କମ ୩୦୦ ଏକରର ହେବ । ସାଧାରଣ ଭାଷାରେ କହିବାକୁ ହେଲେ ଏହି କଲେଜଟି ବହୁତ ଅଧିକ ବଡ ଅଛି ।

ଏହି କଲେଜରେ କାର, ବାଇକ ଓ ସାଇକେଲ ଆଦି ପାର୍କିଙ୍ଗ କରିବା ପାଇଁ ସେପାରେଟ ଜାଗା ରହିଛି । ଅର୍ଥାତ କାର ରହିବା ପାଇଁ ଅଲଗା ଜାଗା, ବାଇକ ରଖିବା ପାଇଁ ଅଲଗା ଜାଗା ଏବଂ ସାଇକେଲ ରଖିବା ପାଇଁ ଅଲଗା ଜାଗା ଅଛି । ଏହି କଲେଜର ସମସ୍ତ ଅନ୍ୟାନ୍ୟ ଡିପାର୍ଟମେଣ୍ଟ ପାଇଁ ଅଲଗା ଅଲଗା ପାର୍କିଙ୍ଗ ରହିଥାଏ । ୟୁନିଭର୍ସିଟି ଭିତରେ ଥିବା ରାସ୍ତା ବହୁତ ଚଉଡା ଓ ସୁନ୍ଦର ହୋଇଥାଏ ଏବଂ ରାସ୍ତା ସାଇଡରେ ଗଛ ରହିଥାଏ । ୟୁନିଭର୍ସିଟି ମଧ୍ୟରେ ଏକ ବଡ ଷ୍ଟାଡିୟମ ଅଛି ଯେଉଁଠି ଅନେକ ପ୍ରକାରର କ୍ରିଡା ଓ ପ୍ରତିଯୋଗୀତା ଆଦି ହୋଇଥାଏ ।

ବନ୍ଧୁଗଣ ଏହି ୟୁନିଭର୍ସିଟିର ସମସ୍ତ ଡିପାର୍ଟମେଣ୍ଟ ଓ ହଷ୍ଟେଲ ଆଦି ବହୁତ ସଫା ଓ ସୁନ୍ଦର ରହିଥାଏ । ଏହି ୟୁନିଭର୍ସିଟିଟି ବହୁତ ବଡ ଯଦି ଆମେ ଏହି ୟୁନିଭର୍ସିଟିକୁ ସଂପୂର୍ଣ୍ଣ ଦେଖିବା ତା ହେଲେ ଆମକୁ କମ ସେ କମ ୪ ରୁ ୫ ଦିନ ଲାଗିଯିବ । ବନ୍ଧୁଗଣ ଏହି କଲେଜରେ ସମସ୍ତ ସୁବିଧା ପାଇଁ ସ୍ଵତନ୍ତ୍ର ସ୍ଥାନ ରହିଛି । ଆପଣ ମାନଙ୍କୁ ଏହି ୟୁନିଭର୍ସିଟିରେ ସମସ୍ତ ପରକାରର ସୁଖ ସୁବିଧା ମିଳିଯିବ ଯାହା ଆମ ସାଧାରଣ ୟୁନିଭର୍ସିଟିରେ ନଥାଏ ।

ଏହି ୟୁନିଭର୍ସିଟିରେ ସମସ୍ତ ଛୁଆ ଶୃଙ୍ଖଳାର ସହ ପାଠ ପଢିଥାନ୍ତି । ୟୁନିଭର୍ସିଟିରେ ଥିବା କ୍ଯାଣ୍ଟିନ ମଧ୍ୟ ବହୁତ ଭଲ ଅଟେ ଓ ଏହି ୟୁନିଭର୍ସିଟିରେ ଥିବା ହଷ୍ଟେଲ ଗୁଡିକ ବହୁତ ସଫା ସୁତୁରା ଥାଏ । ତା ହେଲେ ବନ୍ଧୁଗଣ ସିଧା ଭାଷାରେ କହିବାକୁ ଗଲେ ଆପଣ ମାନେ ଆମେରିକାର ୟୁନିଭର୍ସିଟିରେ ସମସ୍ତ ପ୍ରକାରର ସୁଖ ସୁବିଧା ଓ ବେଷ୍ଟ ପାଠ ପଢା ପାଇପାରିବେ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମେରିକାର ୟୁନିଭର୍ସିଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *