ଏ କି ମାନସିକତା ! ଦୋକାନ ଆଗରେ ଶୋଇଥିଲେ ବୋଲି ଅସହାୟ ବୃଦ୍ଧାଙ୍କୁ ମାରିଲେ ଗୋଇଠା, ଢାଳିଦେଲେ ପାଣି, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, ନୃ-ଶଂ-ସ-ତା-ର ସୀମା ଟପିଲା ମଣିଷ । ମଣିଷକୁ ମଣିଷ ଭଳି ନୁହେଁ ବରଂ ପଶୁଠାରୁ ମଧ୍ୟ ହିନ ବ୍ୟବହାର କରୁଛି ମଣିଷ । ଆଜି ଆମ୍ଭେ ଆପଣ ମାନଙ୍କ ନିକଟରେ ଗୋଟିଏ ନିଆରା କଥା ଉପସ୍ଥିତ କରିବାକୁ ଯାଉଅଛୁ । ସି-ସି-ଟି-ଭି ରେ ଏପରି ଏକ ଫୁଟେଜ କଏଦ ହୋଇଛି । ଏହି ଫୁଟେଜ ରେ ଜଣେ ଦୋକାନୀ ମାଲିକଙ୍କ ଦୋକାନ ବାରଣ୍ଡାରେ ଜଣେ ବୃଦ୍ଧ ଅସହାୟ ମହିଳା ଶୋଇଥିଲେ । ହଟାତ ଦୋକାନ ମାଲିକ ଆସି ସେହି ବୃଦ୍ଧ ମହିଳା ଜଣଙ୍କୁ ଉଠିବାକୁ କହିଥିଲେ । ମାତ୍ର ବୃଦ୍ଧ ମହିଳା ଜଣକଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଉଠି ପାରୁନଥିଲେ ।

କିନ୍ତୁ ଦୋକାନ ମାଲିକ ହାତରେ ଟାଣି ଉଠାଇବା ସହିତ ବୃଦ୍ଧ ମହିଳା ଜଣଙ୍କୁ ଗୋଡରେ ମଧ୍ୟ ମା-ଡ ମା-ରି-ବା-କୁ ପଛାଉନଥିଲେ । କେବଳ ଏତିକି ନୁହେଁ ବୃଦ୍ଧ ମହିଳା ଜଣଙ୍କୁ ପାଣି ମଧ୍ୟ ପକାଉଥିଲେ । ବୃଦ୍ଧ ମହିଳା ଜଣକ ଅସହାୟ ଅବସ୍ଥାରେ ଦୋକାନୀ ମାଲିକଙ୍କ ଗୋଡ ତଳେ ପଡି ବାରମ୍ବାର ମୁଣ୍ଡିଆ ମା-ରୁ-ଥି-ଲେ । ଏହିସବୁ ଘଟଣା ଯେଉଁ ସ୍ଥାନରେ ଘ-ଟୁ-ଥି-ଲା ସେଠାରେ ଜଣେ ଭାରତୀୟ ଯବାନ ଉପସ୍ଥିତ ଥିଲେ ।

ସେ ସଂପୂର୍ଣ୍ଣ ଘଟଣା ଦେଖି ସେ ଦୋକାନ ମାଲିକ ଙ୍କୁ ତାଗିତ କରୁଛନ୍ତି । ଏହାପରେ ବୃଦ୍ଧ ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଯବାନ ଜଣଙ୍କ ମହିଳା ଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ । ଏହି ସଂପୂର୍ଣ୍ଣ ଘଟଣା ସି-ସି-ଟି-ଭି କ୍ୟାମେରାରେ କଏଦ ହୋଇଥିଲା । ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଖୁବ ଭା-ଇ-ରା-ଲ ହୋଇଅଛି । ଏହି ଭି-ଡି-ଓ କୁ ଦେଖିବା ପରେ ଅନେକ ଲୋକ ଯବାନ ଙ୍କୁ ପ୍ରଶଂସା କରିଛନ୍ତି । ଏହି ଭି-ଡି-ଓ ରେ ମଣିଷ ର ଦୁଇଟି ଚରିତ୍ର ସାମ୍ନା କୁ ଆସିଅଛି ।

ତାହା ହେଉଛି ଗୋଟିଏ ମାନବିକତା ଏବଂ ଅନ୍ୟଟି ହେଉଛି ଅମାନବିକତା । ବୃଦ୍ଧ ଙ୍କ ପ୍ରତି ଏଭଳି ବ୍ୟବହାର ହେଉଥିବା ସମୟରେ ଅନେକ ଲୋକ ସେଠାରେ ଉପସ୍ଥିତ ରହି କେବଳ ସଂପୂର୍ଣ୍ଣ ଘଟଣାଟିକୁ ଦେଖିବାରେ ଲାଗିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ମାନବିକତା ଦେଖାଇ ଯବାନ ଜଣକ ବୃଦ୍ଧ ମହିଳା ଜଣକୁ ଉଦ୍ଧାର କରିଥିଲେ । ଦେଶ ମା’ ପ୍ରତି ଯବାନ ଙ୍କ ବଳିଦାନ ଙ୍କୁ ତ ଆମ୍ଭେ ଆଗରୁ ଦେଖିଥିଲେ । କିନ୍ତୁ ବର୍ତ୍ତମାନ ଜଣେ ବୃଦ୍ଧ ମା ଙ୍କ ପ୍ରତି ଦରଦ ଦେଖି ଯବାନ ଙ୍କ ନିମନ୍ତେ ଛାତି ଗର୍ବ ରେ ଫୁଲି ଉଠେ ।

ଜଣେ ବୃଦ୍ଧ ଙ୍କ ପ୍ରତି ଏଭଳି ବ୍ୟବହାର କୁ ସେ ସହିନପାରି ଆଗକୁ ଆସିଥିଲେ, ଏବଂ ତାଙ୍କୁ ସହାୟତା ର ହାତ ବଢାଇଥିଲେ । ସୋ-ସି-ଆ-ଲ ମି-ଡି-ଆ ରେ ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ ବର୍ତ୍ତମାନ ଯବାନ ଙ୍କ ନିମନ୍ତେ ପ୍ରଶଂସା ର ସୁଅ ଛୁଟୁଛି । ତେବେ ଏସବୁ ଘଟଣା ଉପରେ  ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *