ବିନା ବିବାହରେ ହିଁ Arjun Kapoor ଙ୍କ ସହିତ ହନି -ମୁନ ମନାଉଛନ୍ତି Malaika Arora, ବିକିନୀ ଫୋଟୋ ହେଉଛି ଭାଇରାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରା କିପରି ନିଜର ସମୟ ଅତିବାହିତ କରୁଛନ୍ତି ସେହି ସମ୍ବନ୍ଧରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ଯୋଡି ନବବର୍ଷରେ କିପରି ନିଜର ସମୟ ଅତିବାହିତ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ତ ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ମଲାଇକା ଏବଂ ଅର୍ବାଜ ଙ୍କ ଛାଡପତ୍ର ହେବା ପରେ ଏହି ଦୁଇ ଯୋଡି ଲିଭ ଇନ ରିଲେସନ ରେ ରହିଛନ୍ତି ବୋଲି ଶୁଣିବାକୁ ମିଳିଥିଲା।

ଏହି ନବବର୍ଷ ରେ ଏହି ଦୁଇ ଯୋଡି ଗୋଆ ରେ ହନିମୁନ ମନାଇବା ନିମନ୍ତେ ଯାଇଛନ୍ତି। ଏହି ଦୁହିଁଙ୍କ ସହ ମଲାଇକା ଙ୍କ ପୁଅ ଅରହାନ, ଭଉଣୀ ଅମୃତା ଆରୋରା ଏବଂ ତାଙ୍କ ପତି ସକୀଲ ମଧ୍ୟ ଯାଇଛନ୍ତି।ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଗୋଆ ରେ ସମସ୍ତେ ଷ୍ଟେ ଅଜାରା ବିଚ ହାଉସ ରେ ରହିଛନ୍ତି, ଯାହା ସକିଲ ଏବଂ ଅମୃତା ଙ୍କ ହଲି ଡେ ହୋମ ଅଟେ। ଦୁହେଁ ଯେବେ ବି ଛୁଟି କଟାଇବା ନିମନ୍ତେ ଗୋଆ ଆସନ୍ତି ଏଠାରେ ରୁହନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ମଲାଇକା ଏହି ଗୋଆ ଟ୍ରିପ କୁ ବହୁତ ହିଁ ମଜା ମସ୍ତି କରୁଛନ୍ତି ଏବଂ ସୋସିଆଲ ମିଡିଆରେ ସେ ନିଜର ଫଟୋ ମଧ୍ୟ ସେୟାର କରୁଛନ୍ତି ଏବଂ ତାଙ୍କ ଫଟୋରୁ ହିଁ ଜଣାପଡୁଛି ଯେ, ତାଙ୍କ ଟ୍ରିପ ବହୁତ ହିଁ ଆନନ୍ଦ ଦାୟକ ଚାଲୁଛି। ସେ ନିଜର ଵୋଲଡ଼ ପୋଜ ରେ ଗୋଆ ବିଚ ରେ ନିଜର ଫଟୋ କୁ ସୋସିଆଲ ମିଡିଆରେ ସେୟାର କରୁଥିବାର ଦେଖିବାକୁ ମିଳୁଛି। ଏହି ଟ୍ରିପ ରେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ନିଜର କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି ଏବଂ ପରସ୍ପର ଙ୍କ ଯୋଡି କୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ପସନ୍ଦ କରାଯାଉଛି।

ମଲାଇକା ନିଜର ହଟ ଏବଂ ଵୋଲଡ଼ ପୋଜରେ ନିଜର ସମସ୍ତ ଫଟୋ କୁ ସୋସିଆଲ ମିଡିଆ ତଥା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରୁଥିବାର ଦେଖିବାକୁ ମିଳୁଛି ଏବଂ ତାଙ୍କ ସମସ୍ତ ଫଟୋ ର କ୍ରେଡିଟ ଅର୍ଜୁନ କପୁର ଙ୍କୁ ଯାଉଛି। ଅର୍ଜୁନ କପୁର ହିଁ ମଲାଇକା ଙ୍କ ସମସ୍ତ ଫଟୋକୁ କ୍ଲିକ କରିଛନ୍ତି ଏବଂ ସେହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳୁଛି। ୪୭ ବର୍ଷ ବୟସରେ ମଧ୍ୟ ମଲାଇକା ନିଜ ଵୋଲଡ଼ ଅଦାକାରୀ କୁ ବଜାୟ ରଖିଛନ୍ତି।

ସୁଇମିଙ୍ଗ ପୁଲ ରେ ବିକିନି ପିନ୍ଧି ଥିବାର ଫଟୋ କୁ ମଲାଇକା ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରୁଛନ୍ତି। ମଲାଇକା ଙ୍କ ଭଉଣୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ମଲାଇକା ଙ୍କ ସମସ୍ତ ଫଟୋ ତଥା ଭିଡିଓ ଅର୍ଜୁନ କପୁର କ୍ୟାପଚର କରୁଛନ୍ତି। ଏହାଛଡା ଅର୍ଜୁନ କପୁର ଏବଂ ମଲାଇକା ଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ସେୟାର କରାଯାଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଏହି ଦୁହିଁ ଯୋଡି ପରସ୍ପର ସହ ବହୁତ ହିଁ ଖୁସି ରେ ଅଛନ୍ତି ଏବଂ ତାଙ୍କ ଫାନ୍ସମାନେ ଏହା ମଧ୍ୟ କହିଛନ୍ତି ଯେ, ଅର୍ଜୁନ ଏବଂ ମଲାଇକା ଵିଵାହ ନକରି ମଧ୍ୟ ହନିମୁନ ମନାଉଛନ୍ତି।

ବନ୍ଧୁଗଣ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଏହି ଦୁଇ ଯୋଡି ଲକଡାଉନ ସମୟରେ ପରସ୍ପର ଏକାଠି ରହୁଥିଲେ ଯାହାକୁ ଲିଭ ଇନ ରିଲେସନ ମଧ୍ୟ କୁହାଯାଇପାରିବ ଏବଂ ଏହି କଥା କୁ ଅଭିନେତ୍ରୀ ମଲାଇକା ଆରୋରା ସ୍ୱୟଂ ମିଡିଆ ସାମ୍ନା ଏଇ ସ୍ୱୀକାର ମଧ୍ୟ କରିଥିଲେ। ବର୍ତ୍ତମାନ ସମୟରେ ତ ଏହି ଦୁଇ ଯୋଡି ଙ୍କୁ ଗୋଆରେ ଏକାଠି ନିଜର ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳୁଛି ଏବଂ ଶୁଣିବାକୁ ମିଳୁଛି ଯେ, ଖୁବ ଶୀଘ୍ର ଏହି ଦୁଇ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *