ଏତେ ଦିନ ପରେ ହଠାତ Live ଆସି ଏମିତି କାହିଁକି କହିଲେ ଅର୍ଚ୍ଚିତା (Archita Sahu), ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ କରୋନା ର ଦ୍ଵିତୀୟ ଲହର ବହୁତ ଭୟାନକ ରୂପ ନେବା ପରେ ଏବେ ଏକ ଆହୁରି ନୂତନ କୋଭିଡ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ଏବେ ଆସି ଗଲାଣି ।

ତେବେ ଏହି ସବୁ କାରଣ ଯୋଗୁଁ ଲକଡାଉନ କିମ୍ବା ସଟଡାଉନ କରାଯାଇଛି ଯାହା ଯୋଗୁଁ ଅନେକ ଲୋକ ଙ୍କ ରୋଜଗାର ବନ୍ଦ ହୋଇ ଯାଉଛି ଏବଂ ଏହାର ପ୍ରଭାବ ତାଙ୍କ ଜୀଵନ ଉପରେ ମଧ୍ୟ ପଡୁଛି । ତେବେ ସେହି ବିଷୟରେ ବର୍ତ୍ତମାନ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ତାଙ୍କ ଉପରେ କଣ ପ୍ରଭାବ ପଡୁଛି ସେ ବିଷୟରେ ଆଲୋଚନା କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ।

ଅଭିନେତ୍ରୀ ଅର୍ଚ୍ଚିତା ମିଡ଼ିଆ ଆଗରେ ଇଣ୍ଟରଭିଉ ରେ କହିଛନ୍ତି କି କରୋନା ର ପ୍ରଥମ ଲହରୀ ରେ କିଛି ଆଶା ଥିଲା କି ହଁ ଏହା କିଛି ମାସ ପରେ ପଳେଇବ ତେବେ କିଛି ଲୋକ କଷ୍ଟେମଷ୍ଟେ ଚଳି ଯାଉଥିଲେ ଏବଂ ନିଜର ସଞ୍ଚିତ ଧନ ଦ୍ୱାରା ବଂଚି ଯାଉଥିଲେ ।

କିନ୍ତୁ ଦ୍ଵିତୀୟ ଲହରୀ ସମସ୍ତଙ୍କ ଜୀଵନ କୁ ଖୁବ ପ୍ରଭାବିତ କରି ପାରିଛି । ଏତେ ଦିନ ଲକଡାଉନ ଏବଂ ସଟଡାଉନ ଯୋଗୁଁ କଳାକାର ମାନେ ମଧ୍ୟ ବହୁତ ଅସୁବିଧା ଭୋଗୁଛନ୍ତି ।
କାରଣ ସେମାନଙ୍କ ପାଖରେ ନା ସିନେମା ଅଛି ନା ଧାରାବାହିକ ଏବଂ ନା କୌଣସି ରିୟାଲିଟି ସୋ ବର୍ତ୍ତମାନ ସବୁ ବନ୍ଦ ହୋଇ ଯାଇଛି ଯାହା ଯୋଗୁଁ ସେମାନଙ୍କ ଘର ପରିବାର ଚଳିବା ପାଇଁ ବହୁତ କଷ୍ଟ ହେଉଛି ।

ତେବେ ନିଜ ସଞ୍ଚିତ ଧନ ରେ ସେମାନେ ଅଧିକ ରୁ ଅଧିକ ଛଅ କିମ୍ବା ସାତ ମାସ ଚଳିଯିବେ କିନ୍ତୁ ତା ପରେ ସେମାନଙ୍କ ଜୀବିକା ନିର୍ବାହ ପାଇଁ କୌଣସି ଉପାୟ ନାହିଁ । ଯେଉଁମାନେ କେବଳ ଅଭିନୟ ଉପରେ ହିଁ ନିର୍ଭରଶୀଳ ସେମାନଙ୍କ ଅବସ୍ଥା ବହୁତ ଶୋଚନୀୟ ଅଟେ ଘର ପରିବାର ଔଷଧ ପତ୍ର ଆଦି ଖର୍ଚ୍ଚ ପାଇଁ ବହୁତ ଅସୁବିଧା ର ସାମ୍ନା କରିବାକୁ ପଡୁଛି । କରୋନା ଆମ ମାନଙ୍କ ର ମେରୁଦଣ୍ଡ ଏବଂ ମନୋବଳ କୁ ଭାଙ୍ଗି ସାରିଲାଣି ।

ତେବେ ସେଥିପାଇଁ ସେ ସମସ୍ତ ଲୋକ ମାନଂକୁ ନିବେଦନ କରିଛନ୍ତି କି ଯଦି ସେମାନେ ନିଜର ଭଲ ଭାବରେ ଯତ୍ନ ନେବେ କିମ୍ବା ସରକାର ଙ୍କ ନିର୍ଦେଶ ଅନୁସାରେ କୋଭିଡ ନିୟମ ଯେପରି ମାସ୍କ ପିନ୍ଧିବା କିମ୍ବା ଦୂରତା ବଜାୟ ରଖିବା ଆଦି କରିବା ଦ୍ୱାରା ଆମେ ଏହି କରିନା ସଂକ୍ରମଣ ରୁ ସୁରକ୍ଷିତ ରହିବା ଏବଂ ସମସ୍ତ ଙ୍କ ଅସୁବିଧା ମଧ୍ୟ ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *