ଅଭିନେତା Arabinda sarangi କହିଲେ ‘ସ୍ତ୍ରୀ ମରିଗଲା ପରେ ମୋ ପୁଅ ମତେ ଭାଉଜ ସହ ଦ୍ଵିତୀୟ ବିବାହ କରେଇଲା, ସେତେବେଳେ ମୁଁ ତା’କୁ’

ବନ୍ଧୁଗଣ, ସାଧାରଣତଃ ମଣିଷ ଜୀବନରେ ଦୁଃଖ ନିହାତି ଭାବରେ ରହିଥାଏ, ଜଣେ ହାସ୍ୟ ଅଭିନେତା ଙ୍କ ଜୀବନରେ ମଧ୍ୟ ନିହାତି ବାହାବରେ ଦୁଃଖ ଲୁଚି ରହିଥାଏ କିନ୍ତୁ ସମସ୍ତ ଦୁଃଖ ବହନ କରି ମଧ୍ୟ ସେ ଲୋକ ମାନଙ୍କୁ ହସାଇବା ପାଇଁ ଯାଇଥାନ୍ତି । ସେହିଭଳି ଓଡିଆ ଇଣ୍ଡଷ୍ଟ୍ରୀର ହାସ୍ୟ ଅଭିନେତା ଅରବିନ୍ଦ ଷଡଙ୍ଗୀ ଙ୍କ ଜୀବନରେ ମଧ୍ୟ ଦୁଃଖ ଆସିଛି । ଆସନ୍ତୁ ତାଙ୍କ ଜୀବନ କାହାଣୀ ର କିଛି କଥା ସମ୍ବନ୍ଧରେ ଅବଗତ ହେବା ।

ଅଭିନେତା ଅରବିନ୍ଦ ଷଡଙ୍ଗୀ କହିଛନ୍ତି ଯେ ପ୍ରତ୍ୟକ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । କିନ୍ତୁ ବର୍ତମାନ ସେ ଯେଉଁ ସୁଖ ପାଇଛନ୍ତି ଆଗର ଦୁଃଖ କୁ ସଂପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି । ଅରବିନ୍ଦ ଷଡଙ୍ଗୀ କହିଲେ ଯେ ସେ ବିବାହ କରିଲେ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ୩୦ ବର୍ଷ ବୟସ ହୋଇଥିଲା, ଏବଂ ତାଙ୍କ ପୁଅ ସେତେବେଳେ ୮ମ ଶ୍ରେଣୀରେ ପାଠ ପଢୁଥିଲେ ।

ସେତେ ବେଳେ ତାଙ୍କ ସ୍ତ୍ରୀ ଙ୍କର ଦୁଇଟି କିଡନୀ ଡାମେଜ ହୋଇଗଲା । ୧୨ ବର୍ଷ କାଳ ଡାୟୋଲେସିସ ତାଙ୍କ ସ୍ତ୍ରୀ ଙ୍କୁ ବଞ୍ଚାଇଥିଲେ । ସେହି ସମୟରେ ଅରବିନ୍ଦ ଷଡଙ୍ଗୀ ବହୁତ ଦୁଃଖ ପାଇଥିଲେ ଏହାପରେ ପୁଅ ପାଠପଢୀ ଚାକିରି କରିବା ପରେ ତାଙ୍କ ସ୍ତ୍ରୀ ଆର ପାରିକୁବ ଚାଲିଗଲେ । ଏହା ବହୁତ ବଡ ଦୁଃଖ ଥିଲା ତାଙ୍କ ଜୀବନରେ । ସୁଖ କଥା କହିବାକୁ ଯାଇ ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଯିଏ ଲିପି ତାଙ୍କୁ ସେ ଶ୍ରଦ୍ଧାରେ ଡାକନ୍ତି ଭାଉଜ ଶୁଣିବ କି ?

ଅରବିନ୍ଦ ଷଡଙ୍ଗୀ ଙ୍କର ଦ୍ଵିତୀୟ ସ୍ତ୍ରୀ ଙ୍କର ତାଙ୍କ ଘର ପ୍ରତି ବହୁତ ଆଟାଜମେଣ୍ଟ ଥିଲା । ଷ୍ଟୁଡେଣ୍ଟ ହିସାବରେ ସେ ଜଣେ ଭଲ ଷ୍ଟୁଡେଣ୍ଟ, ମାତ୍ର ଉଭୟ ଯେତେବେଳେ କଥାବାର୍ତ୍ତା କରୁଥିଲେ ସେତେବେଳେ ସେମାନେ ଭାବି ନଥିଲେ ଯେ ସେମାନେ ବିବାହ କରିବେ ବୋଲି । ଅରବିନ୍ଦ ଷଡଙ୍ଗୀ ଙ୍କ ପୁଅ ତାଙ୍କ ମା’ ଙ୍କ ଦେହାନ୍ତ ପରେ ଅନୁତପ୍ତ କରିଲେ ଯେ ତାଙ୍କ ବାପା ନିଜ ଜୀବନରେ ବହୁତ ଦୁଃଖ କରିଛନ୍ତି ।

ଏଣୁ ସେ ଘର ପରିବାର ସମସ୍ତଙ୍କୁ ଜଣାଇ ଲିପି ଙ୍କ ସହିତ ତାଙ୍କ ବାପା ଙ୍କ ବିବାହ କରାଇବେ ବୋଲି ଜଣାଇଲେ । ସେତେବେଳେ ଅରବିନ୍ଦ ଷଡଙ୍ଗୀ ଙ୍କ ପୁଅ ବମ୍ବେରେ ଥିଲେ ଏବଂ ବହୁତ ବ୍ରଡ ମାଇଣ୍ଡ ର ଅଟନ୍ତି । ଏଣୁ ସେ ନିଜ ବାପା ଙ୍କର ଦ୍ଵିତୀୟ ବିବାହ କରାଇଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *