ଅନୁଭୂତି ବଖାଣିଲେ ପ୍ରତ୍ଯେକ୍ଷଦର୍ଶୀ ! କିପରି ଘଟିଗଲା ଏତେ ବଡ ଘଟଣା ? କହିଲେ ସବୁ କିଛି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରକ୍ଷକ ସାଜିଲେ ଭକ୍ଷକ । ହଁ ବନ୍ଧୁଗଣ ନିକଟରେ ଏପରି କିଛି ଘଟଣା ଘଟିଯାଇଛି । ଯେଉଁଠାରେ ସୁରକ୍ଷା ଦାୟିତ୍ଵରେ ଥିବା ଲୋକ ହିଁ ଅନ୍ୟ ଜଣଙ୍କୁ atak କରିଛି । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ରାସ୍ତା ଉପରେ guli କରାଯାଇଛି । ତେବେ ସେଠାରେ ଥିବା କିଛି ପ୍ରତେକ୍ଷଦର୍ଶୀଙ୍କର ଗଣ ମାଧ୍ୟମ ଆଗରେ କିଛି ପ୍ରତିକ୍ରିୟା ରହୁଛି । ତେବେ ସେଠାରେ ଥିବା ଲୋକଙ୍କ କହିବା ଅନୁଯାଇ ମନ୍ତ୍ରୀ ନବ ଦାସ ଗାଡିରେ ଆସି ପହଞ୍ଚିଲେ ।

ତାପରେ ମନ୍ତ୍ରୀଙ୍କ ସ୍ଵାଗତ କରିବା ପାଇଁ ସେଠାରେ ଆମେ ମାନେ ବହୁ ଲୋକ ଉପସ୍ଥିତ ରହିଥିଲୁ । ତେବେ ଯେଉଁ ସମୟରେ ମନ୍ତ୍ରୀ ଗାଡିରୁ ବାହାରିଛନ୍ତି । ସେଠାରେ ତାଙ୍କ ସୁରକ୍ଷା ଦାୟିତ୍ଵରେ ଅନେକ ପୋଲିସ ରହିଥିଲେ । ସେହି ପୋଲିସ ମାନଙ୍କ ମଧ୍ୟରୁ ଜଣେ ମନ୍ତ୍ରୀଙ୍କୁ guli mada କରିଛି । ତେବେ ମନ୍ତ୍ରୀଙ୍କ ଠାରୁ ସେହି ପୋଲିସ କର୍ମଚାରୀ ଜଣଙ୍କ ୫ ରୁ ୬ ଫୁଟ ଦୂରରେ ଥାଇ ମନ୍ତ୍ରୀ ଗାଡିରୁ ବାହାରିବା ଦେଖି guli ମ-ଆରିବା ଆରମ୍ଭ କରିଦେଇଥିଲା ।

ତେବେ ଯେତେବେଳେ ପ୍ରଥମ କରି ସେହି ପୋଲିସ ଜଣଙ୍କ guli ମ-ଆରିଥିଲା । ଆମେ ମାନେ କେହି କିଛି ଜାଣିପାରିନଥିଲୁ । ତେବେ ବାଣ ଫୁ-ଉଟିବା ବା କଣ ଆବାଜ ହେଲା ପରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ତେବେ ସେହି ସମୟରେ ହଟାତ ମନ୍ତ୍ରୀ ନବ ଦାସଙ୍କ ଛ-ଆତିରେ guli ବାଜି ଆଘାତ ହୋଇ ସେ ତଳେ ପ-ଅଡି ଯାଇଥିଲେ । ତେବେ ତାପରେ ପରେ ଦେଖୁ ଦେଖୁ ୪ ରୁ ୫ ର-ଆଉଣ୍ଡ ପାଖା ପାଖି ପୋଲିସ ଜଣଙ୍କ guli କରିବା ଆରମ୍ଭ କରିଦେଇଥିଲା ।

ତାପରେ ମନ୍ତ୍ରୀଙ୍କର ଏପରି ଅବସ୍ଥା ଦେଖି ସମସ୍ତେ ତୁରନ୍ତ ଗାଡିରେ ତାଙ୍କୁ ହସ୍ପିଟାଲ ନେଇ ଆସିଥିଲୁ । ତେବେ guli ମ-ଆରିଥିବା ପୋଲିସ ଜଣଙ୍କ ହେଉଛନ୍ତି ASI ପୋଲିସ କର୍ମଚାରୀ ଗୋପାଳକୃଷ୍ଣ ଦାସ । ତେବେ ତାଙ୍କର ମନ୍ତ୍ରୀଙ୍କ ସହ କିଛି ବ୍ୟକ୍ତିଗତ ଶତ୍ରୁତା ରହିଥିଲା କି କୌଣସି ପ୍ରକାର କହିବା ଅନୁଯାଇ ସେ ଏଭଳି ଏକ ଚରମ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ । ତାହାର ତଦନ୍ତ ଆରମ୍ଭ ହୋଇଯାଇଛି ।

ଯାହାକି ଆଗାମୀ ସମୟରେ ସ୍ପଷ୍ଠ ଭାବରେ ଜଣା ପଡିଯିବ । ତେବେ ବର୍ତ୍ତମାନ ସମୟରେ ମନ୍ତ୍ରୀ ନବ ଦାସଙ୍କ ସ୍ଵାସ୍ଥ ଅବସ୍ତା ଗୁରୁତର ଥିବାରୁ ସେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *