Anubhav କହିଲେ ‘ମତେ ଇଂଗ୍ଲିଶ ଆସେନି, ଯାହା କହୁଛ ଓଡିଆରେ କୁହ ନହେଲେ…’

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତା ତଥା ଅଭିନେତ୍ରୀ ମାନେ ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟରେ ଘର ବନାଇ ବସିଛନ୍ତି । କିଛି ସେଲିବ୍ରେଟି ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କ ପାଖରେ ସବୁବେଳେ ସକ୍ରିୟ ଥିବାବେଳେ ଆଉ କିଛି ସେଲିବ୍ରେଟି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଓଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସମ୍ବନ୍ଧରେ ।

ତେବେ ଅନୁଭବ ମହାନ୍ତି ଙ୍କୁ କିଏ ବା ନଜାଣେ ? ଅନୁଭବ ନିଜର ଦମଦାର ଅଭିନୟ ଜରିଆରେ ଲୋକ ଙ୍କ ହୃଦୟରେ ରାଜ କରି ଆସୁଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକେ ବହୁତ ଭଲ ପାଇବା ଦେଇଛନ୍ତି । ଅନୁଭବ ମହାନ୍ତି ଙ୍କ ଚଳଚିତ୍ର “ଲଭ ଇନ ଲଣ୍ଡନ” ର ସୁ-ଟି-ଙ୍ଗ ଜୋରସେ ଚାଲିଛି । ତେବେ ସୁ-ଟି-ଙ୍ଗ ସେଟ ରେ ସୁ-ଟି-ଙ୍ଗ ଚାଲିଥିବା ସମୟରେ ଅନୁଭବ ମହାନ୍ତି କିଛି ଏଭଳି ହରକତ କରିଥିଲେ ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନୁଭବ ଇଂରାଜୀ ଭାଷାର ପ୍ରୟୋଗ କରି ଫୁଲ ବିଷୟରେ କିଛି କଥା ପଚାରୁଥିଲେ ଡ଼ିରେକ୍ଟର ଙ୍କୁ । ଏହାକୁ ନେଇ ମଜା ମସ୍ତି କରିବାରେ ଲାଗିଥିଲେ ଅନୁଭବ । ସେ କହିଥିଲେ ଯେ ମୋତେ ଆଦୌ ଇଂରାଜୀ ଆସେନାହିଁ, ମୁଁ ଓଡିଶାରେ ରହୁଛି ତଥା ଓଡିଆ ଭାଷା ହିଁ ଜାଣିଛି ।

ଅନୁଭବ କହିଥିଲେ ଯେ ମୋତେ ଏଠାରେ କହିଲେ ବୋଲି ମୁଁ ଟିକିଏ ଓଡିଆରେ କହିବାକୁ ଚାହୁଁଛି କିଏ ଏହିଭଳି ଇଂରାଜୀ ରେ କହିଲେ ମୁଁ କିଛି ବୁଝି ପାରୁନାହିଁ । ଅନୁଭବ ଙ୍କ ସହିତ ସୁ-ଟି-ଙ୍ଗ ସେଟ ରେ ଥିବା କର୍ମକର୍ତ୍ତା କହିଥିଲେ ଯେ ଭାଇଙ୍କର ଓଡିଆ ଭାଷା ପ୍ରତି ଏହିଭଳି ଭଲ ପାଇବା, ଆନ୍ତରିକତା, ଦେଖି ତାଙ୍କୁ ଲାଗୁଛି ଯେ ଆଉ ଓଡିଆ ଚଳଚିତ୍ର କରିବା ପାଇଁ ପଡିବ ।

ଆଗକୁ ସେ ନିଶ୍ଚିତ ଭାବରେ ଓଡିଆ ସିନେମା କରିବେ । ତେବେ ଏହିଭଳି ଭାବରେ ଅନୁଭବ ମହାନ୍ତି ସେଟରେ ମଜାମସ୍ତି କରିଥିଲେ । ଅନୁଭବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚିନ୍ତିତ ଥିବା ବେଳେ ବର୍ତ୍ତମାନ କ୍ୟାରିୟରକୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି ଏବଂ ଆଗକୁ ନିଜ ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ ପାଇଁ ଫିଲ୍ମ କରିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *