ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ସବୁଦିନ ପାଇଁ ଭଲ ହୋଇଯିବ, କେବଳ ଏହି ଗୋଟେ ମାତ୍ର ଘରୋଇ ଉପଚାରରେ… home remedy

ଆଣ୍ଠୁ ଗଣ୍ଠି ବିନ୍ଧା ବର୍ତ୍ତମାନ ଅନେକ ଲୋକଙ୍କର ବହୁତ କମ୍ ବର୍ଷ ବୟସରୁ ଦେଖା ଯାଉଛି । ତେବେ ଏହି ସମସ୍ଯାରେ ପୀଡିତ ବ୍ୟକ୍ତି ମାନେ ଅସହ୍ୟ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯେପରି ସେମାନେ ଚଲାବୁଲା କରିବା ଠାରୁ ନାଏକ ପ୍ରକାର ପ୍ରୋବ୍ଲେମର ସାମ୍ନା କରିଥାନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛୁ । ଯାହା ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ ବହୁତ କମ ସମୟରେ ଭଲ କରିଦେବ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ମେଥି ଗୁଣ୍ଡର ଆବଶ୍ୟକତା ପଡିବ । 50 ଗ୍ରାମ ଆପଣ ମେଥି ଦାନାକୁ ଘରକୁ ଆଣି ତାହାର ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଦିତୀୟରେ ଆପଣଙ୍କୁ 50 ଗ୍ରାମ ଶୁଣ୍ଠି ପାଉଡରର ଆବଶ୍ୟକ ପଡିବ । 50 ଗ୍ରାମ ହଳଦୀ ଗୁଣ୍ଡ ଆଣନ୍ତୁ । 50 ଗ୍ରାମର ଅଶ୍ଵଗନ୍ଧା ପାଉଡର ମଧ୍ୟ ଆଣନ୍ତୁ । ଯଦି ଅଶ୍ଵଗନ୍ଧା ପାଉଡର ମିଳିବନି । ତେବେ ଅଶ୍ଵଗନ୍ଧା ପାଉଡରକୁ ଛାଡି ଅନ୍ୟ 3 ଟି ଯାକ ସାମଗ୍ରୀ ଦ୍ଵାରା ଉପଚାରଟି ପ୍ରସ୍ତୁତ କରିପାରିବେ ।

ଏହାପରେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଆପଣଙ୍କର ଏହି ଘରୋଇ ଉପଚାରର ଚୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ତେବେ ଆପଣ 1 ଗ୍ଳାସ କ୍ଷୀର ବା 1 ଗ୍ଳାସ ଉଷୁମ ପାଣି ସହିତ ଏହାର ସେବନ କରିବେ । ଖାଇବାର 1 ଘଣ୍ଟା ପୂର୍ବରୁ ବା ଖାଇବାର 1 ଘଣ୍ଟା ପରେ କ୍ଷୀର ବା ପାଣି ସହିତ ସେହି ପାଉଡରର 1 ଚାମଚ ମିଶାଇ ତାହାକୁ ସେବନ କରନ୍ତୁ ।

ଲଗାତର କିଛି ଦିନ ଏହାର ସେବନ କରିବା ଦ୍ଵାରା ଆଣ୍ଠୁ, ଗଣ୍ଠିରେ ହେଉଥିବା ଅସହ୍ୟ ଯନ୍ତ୍ରଣାକୁ ଆପଣ ବହୁତ ଅଳ୍ପ ଦିନ ସମୟ ମଧ୍ୟରେ ଠିକ କରିପାରିବେ । ଏହା ସଂପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏହାର ସେବନ ଦ୍ଵାରା ଆପଣଙ୍କ ଶରୀର ରେ କୌଣସି ଫରାର ସାଇଡଇଫେକ୍ଟ ଦେଖାଦେବ ନାହିଁ । ତାପରେ ଅନ୍ୟ ଏକ ଉପାୟ ବିଷୟରେ କହିବୁ । ଯାହା ଆପଣ ଲଗାଇବେ ।

100 ଗ୍ରାମ ରାଶି ତେଲରେ 50 ଗ୍ରାମ ରଶୁଣକୁ ସାମାନ୍ୟ ଛେଚି ପକାଇବ ସହ ତାହାକୁ ଅଳ୍ପ ଗରମ କରି ନିଅନ୍ତୁ । ତାପରେ ଏହି ତେଲ ଥଣ୍ଡା ହୋଇଯିବା ପରେ ଦରଜ ବିନ୍ଧା ହେଉଥିବା ସ୍ଥାନରେ ଏହି ତେଲକୁ ଆଣି ଭଲ ଭାବେ 5 ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହା ଯନ୍ତ୍ରଣାରୁ ଆରାମ ଦେଇଥାଏ ।

ଏହି ତେଲକୁ ପ୍ରସ୍ତୁତ କରି ତାହାକୁ କିଛି ଦିନ ପାଇଁ ବୋତଲରେ ଷ୍ଟୋର କରି ମଧ୍ୟ ରଖିପାରିବେ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *