ଦୁଇ-ଦୁଇଟା ସ୍ତ୍ରୀ ଓ 6 ଟି ପିଲା ଥାଇ ବି ଏହି Actress ଙ୍କ ଉପରେ ଫିଦା ହେଇ ଯାଇଥିଲେ Dharmendra, ଆଉ ତା’ ପରେ ହେଲା କିଛି ଏମିତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଧର୍ମେନ୍ଦ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଧର୍ମେନ୍ଦ୍ର ବଲିଉଡର ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

କୌଣସି ନା କୌଣସି କାରଣ ହେତୁ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ପାଖା ପାଖି ୨ ବର୍ଷ ହେବ ଧର୍ମେନ୍ଦ୍ର ନିଜ ଫାର୍ମ ହାଉସରେ ଜୀବନ ଅତିବାହିତ କରୁଛନ୍ତି । ଗତ କିଛି ଦିନ ତଳେ ସେ ଟିଭି ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ ୧୨’କୁ ଯାଇଥିଲେ । ସେ ସମସ୍ତଙ୍କ ପାଇଁ ନିଜ ଫାର୍ମ ହାଉସରୁ ଆଳୁ ପରଠା ନେଇ ଯାଇଥିଲେ ଓ ସମସ୍ତଙ୍କ ସାହାସ ବଢାଇ ଥିଲେ । ସେହି ସୋକୁ ଧର୍ମେନ୍ଦ୍ର ଅଭିନେତ୍ରୀ ଅନିତା ରାଜଙ୍କ ସହ ଯାଇଥିଲେ ।

ଏମିତିରେ ବହୁତ କମ ଲୋକ ଜାଣିଛନ୍ତି ଯେ ଗୋଟେ ସମୟରେ ଧର୍ମେନ୍ଦ୍ରଙ୍କ ମନ ଅନିତାଙ୍କ ପାଇଁ ଆସିଥିଲା । ଦୁଇଟି ବିବାହ କରିବା ପରେ ମଧ୍ୟ ଧର୍ମେନ୍ଦ୍ରଙ୍କ ମନ ଅନିତାଙ୍କ ପାଇଁ ଆସିଥିଲା । ଗୋଟେ ସମୟରେ ଏହି ଦୁଇଜଣଙ୍କ ପ୍ରେମର ଚର୍ଚା ବହୁତ ହୋଇଥିଲା ହେଲେ ଯେତେବେଳେ ଏହି ଦୁଇଜଣଙ୍କ ପ୍ରେମର ଖବର ହେମା ଜାଣିଥିଲେ ସେତେବେଳେ ହେମା ଏକ ବଡ କାମ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଧର୍ମେନ୍ଦ୍ର ବଲିଉଡର ଏକ ଏପରି ଅଭିନେତା ଅଟନ୍ତି ଯାହାଙ୍କ ସହ ବଲିଉଡର ଅନେକ ଅଭିନେତ୍ରୀଙ୍କ ନାମ ଯୋଡା ହୋଇଛି । ବିବାହ କରିବା ପରେ ମଧ୍ୟ ସେ ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କୁ ପ୍ରେମ କରି ବିବାହ କରିଥିଲେ । ୮୦ ଦଶକରେ ଧର୍ମେନ୍ଦ୍ର ଓ ଅନିତା ଅନେକ ଫିଲ୍ମରେ କାମ କରିଛନ୍ତି ।

ସୁ-ଟି-ଙ୍ଗ ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରିଥିଲେ । ୮୦ ଦଶକରେ ଅନିତା ବହୁତ ଲୋକପ୍ରିୟତା ହାସଲ କରିଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଧର୍ମେନ୍ଦ୍ର ନିଜ ଫିଲ୍ମରେ ଅନିତାଙ୍କୁ କାଷ୍ଟ କରିବା ପାଇଁ କହୁଥିଲେ । ଅନିତା ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ବୟସର ଏକ ବଡ ଅନ୍ତର ଥିଲା । ଅନିତା ଧର୍ମେନ୍ଦ୍ରଙ୍କ ଠାରୁ ୨୭ ବର୍ଷ ସାନ ଥିଲେ ହେଲେ ପ୍ରେମ ବୟସ ଦେଖେ ନାହିଁ ।

ସେହି ସମୟରେ ଅନିତା ଓ ଧର୍ମେନ୍ଦ୍ରଙ୍କ ପ୍ରେମ ଚର୍ଚା ମିଡିଆ ସାମ୍ନାକୁ ଆସିଯାଇଥିଲା । ଯେତେବେଳେ ଏହା ବିଷୟରେ ହେମା ମାଳିନୀ ଜାଣିଲେ ସେତେବେଳେ ସେ ଭାଙ୍ଗି ପଡିଲେ । ଏହାପରେ ହେମା ଧର୍ମେନ୍ଦ୍ରଙ୍କୁ ଅନିତାଙ୍କ ଠାରୁ ଦୂରରେ ରହିବା ପାଇଁ କହିଥିଲେ ।  ଏହି ରିଲେସନ ପାଇଁ ଅନିତାଙ୍କୁ ମଧ୍ୟ ବହୁତ ବିବାଦର ସାମ୍ନା କରିବାକୁ ପଡିଥିଲା । ଯାହାଫଳରେ ଅନିତା ଓ ଧର୍ମେନ୍ଦ୍ରଙ୍କ ପ୍ରେମ ଭାଙ୍ଗି ଯାଇଥିଲା ।

ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡିକୁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନିତା ଓ ଧର୍ମେନ୍ଦ୍ରଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *