Bollywood ଅଭିନେତା Anil kapoor ଙ୍କ ଦୁଇ ଝିଅ ସୁନ୍ଦରତାରେ କେହି କାହାକୁ ନୁହଁନ୍ତି କମ, ସାନ ଝିଅଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ଅନୀଲ କପୁର ଜଣେ ଭାରତୀୟ ଫିଲ୍ମର ଅଭିନେତା ଓ ନିର୍ମାତା ମଧ୍ୟ ଅଟନ୍ତି । ଯିଏ କି ବଲିଉଡ ଓ ହଲିଉଡ୍ ରେ ନିକର ଡାଇଲଗ କହିବାର ସୈଳି ପାଇଁ ଜଣା ଯାଆନ୍ତି । ସେ ସବୁ ପ୍ରକାରର ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କର ଜନ୍ମ ମୁମ୍ବାଇ ର ଚାମ୍ବୁର ରେ ହୋଇଥିଲା । ତାଙ୍କ ବାପାଙ୍କ ନାମ ସୁରେନ୍ଦ୍ର କପୁର ଓ ମାତାଙ୍କ ନାମ ନିର୍ମଳା କପୁର ଅଟେ । ସେ ଆୱାର ଲେଡି ଅଫ ପ୍ରପୀଚ୍ୟୁଲ ହାଇସ୍କୁଲ ଚାମ୍ବୁରରେ ପାଠ ପଢୁଥିଲେ । ଏହା ପରେ ସେ ସେଣ୍ଟ ଜାଭିୟର କଲେଜ ମୁମ୍ଭାଇ ରେ ପାଠ ପଢିଥିଲେ ।

ସେ ନିଜ ଫିଲ୍ମ କ୍ୟାରିୟର ହମାରେ ତୁମ୍ଭାରେ ଫିଲ୍ମର ଏକ ଛୋଟ ରୋଲରୁ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମ ବୋ ସାତ ଦିନ ରେ ସେ ମୁଖ୍ୟ ଭୂମିକାରେ ଆସିଥିଲେ । ସେଥିରେ ତାଙ୍କ ଅଭିନୟର ବହୁତ ପ୍ରଶଂସା କରା ଯାଇଥିଲା ।

ଏହା ପରେ ତାଙ୍କର ମସାଲ ଫିଲ୍ମ ଲୋକଙ୍କୁ ତାଙ୍କର ଦିୱାନା ବନେଇ ଦେଇଥିଲା । ଏହା ପରେ ସେ ବହୁତ ଫିଲ୍ମରେ ଛୋଟ ବଡ଼ ବହୁତ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କର ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ମେରି ଜଙ୍ଗ, ଚମେଲି କି ସାଦି , ଜାବାଜ, କର୍ମ, ମିଷ୍ଟର ଇଣ୍ଡିଆ , ତେଜାଵ , ରାମ ଲଖନ୍ ,ଘର ହୋ ୟେସା , ୧୯୪୨ ଲଭ ଷ୍ଟୋରି, ହମ ଆପକେ ହେ କନ ଆଦି ବହୁତ ଫିଲ୍ମରେ କାମ କରିଛନ୍ତି ।

‘ବେଟା’ ଫିଲ୍ମରେ କରିଥିବା ତାଙ୍କର ଅଭିନୟ ସମସ୍ତଙ୍କୁ ଭାବନାତ୍ମକ କରି ଦେଇଥିଲା । ସେହିପରି ଫିଲ୍ମ ନାୟକ ଭୂମିକାରେ ସେ ଗୋଟିଏ ଦିନ ପାଇଁ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ।

ଅନୀଲ କପୁରଙ୍କ ସାନ ଝିଅଙ୍କ ନାମ ରୀୟା କପୁର । ସେ ବଲିଉଡର ଜଣେ ଫିଲ୍ମ ନିର୍ମାର୍ତା ଅଟନ୍ତି । ସେ ବଲିଉଡରେ ବହୁତ ଫିଲ୍ମ ବନେଇଛନ୍ତି । ସେ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି । ଅନୀଲ କପୁର ରିୟାଙ୍କୁ ବହୁତ ଭଲ ପାଇଥାନ୍ତି ।

ସେହିପରି ଅନୀଲ କପୁରଙ୍କ ବଡ଼ ଝିଅଙ୍କ ନାମ ସୋନମ କପୁର ଅଟେ । ସେ  ବଲିଉଡରେ ଜଣେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ତାଙ୍କର ଜନ୍ମ ମୁମ୍ବାଇ ସହରରେ ୧୯୮୫ ମସିହା ଜୁନ ମାସ ୯ ତାରିଖରେ ହୋଇଥିଲା । ସେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସଂଜୟ ଲୀଲା ଭନଶାଲୀ ଙ୍କ ପାଖରେ ଏକ ସାୟାରୀ ଭାବରେ କାମ କରୁଥିଲେ । ସେ ଏହା ପରେ ସେ ପ୍ରଥମ ଫିଲ୍ମ ସାବରୀୟା ରେ ଡେବ୍ୟୁ କରିଥିଲେ । ସେ ଏହି ଫିଲ୍ମ ପାଇଁ ସିନେ ଆୱାଡ଼ ମଧ୍ୟ ପାଇଥିଲେ । ତେବେ ଆପଣଙ୍କୁ ଅନିଲ କପୂର ଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଅବଶ୍ୟ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *