Vastu Tips- କେବଳ ରବିବାର ଦିନ କରନ୍ତୁ ଏହି ଉପାୟ, ସୂର୍ଯ୍ୟଦେବଙ୍କ କୃପାରୁ ଘରେ ବଢି ଚାଲିବ ଧନ ଓ ସୁଖ ସମୃଦ୍ଧି

ବନ୍ଧୁଗଣ ଆମେ ପ୍ରାୟତଃ ବହୁତ ପରିଶ୍ରମ କରି ଟଙ୍କା କମାଇଥାଉ କିନ୍ତୁ ଏହି ଟଙ୍କା ଅଧିକ ଦିନ ପର୍ଯ୍ୟନ୍ତ ଆମ ପାଖରେ ରୁହେ ନାହିଁ । ଟଙ୍କା ଆସିଥାଏ ଓ ଚାଲି ଯାଇଥାଏ । ଟଙ୍କା କମାଇବା ପାଇଁ ଆମେ ଦିନ ରାତି ପରିଶ୍ରମ କରିଥାଉ ଯାହା ଦ୍ଵାରା ଆମେ ନିଜର ଓ ଅନ୍ଯମାନଙ୍କର ଆବଶ୍ୟକତାକୁ ପୂରଣ କରି ପାରିବୁ । କିନ୍ତୁ ଯଦି ମନ ଇଚ୍ଛା ଟଙ୍କା କମାଇବା ପରେ ମଧ୍ୟ ତାହା ଆପଣଙ୍କ ପାଖରେ ରୁହେ ନାହିଁ ତେବେ ଆପଣ ଭାବି ନେବେ କି କେଉଁଠି କିଛି ତ ଅଶୁଭ ହେଉଛି ।

ଏମିତିରେ ଆପଣ ବୁଝି ଯାଆନ୍ତୁ କି ଆପଣଙ୍କୁ ପରିଶ୍ରମ ସହିତ କିଛି ଉପାୟ କରିବାର ଆବଶ୍ୟକତା ରହିଛି । ଆଜି ଆମେ ଆପଣଙ୍କୁ କହିବୁ କି ରବିବାର ଦିନ ଆପଣଙ୍କୁ କଣ ଉପାୟ କରିବାର ଅଛି ଯାହା ଦ୍ଵାରା ଆପଣଙ୍କ ଘରେ ଉନ୍ନତି ହେବ ଓ ଟଙ୍କା ଆପଣଙ୍କ ପାଖରେ ରହିବ ।

ଯଦି ଆପଣ ଏତେ ଟଙ୍କା କମାଇବା ସତ୍ଵେ ତାହା ଅନ୍ଟୁ ନାହିଁ ଓ ଆପଣ ସବୁବେଳେ ଚିନ୍ତାରେ ରହୁଛନ୍ତି କି କିପରି ଘରର ଖର୍ଚ୍ଚ ଉଠାଇବେ ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା କମାଇବା ସହିତ କିଛି ଉପାୟ କରିବାକୁ ପଡିବ ଯାହା ଦ୍ଵାରା ଆପଣ ନିଜ ଘରର ବଜେଟ କୁ ସମ୍ଭାଳି ପାରିବେ ଓ ଆସନ୍ତା ସମୟ ପାଇଁ କିଛି ଟଙ୍କା ବି ବଞ୍ଚାଇ ପାରିବେ । ଧନ ପ୍ରାପ୍ତିର ବହୁତ ଉପାୟ ରହିଛି ।

କିନ୍ତୁ ଆପଣଙ୍କୁ ଉନ୍ନତି ପାଇଁ କିଛି ଉପାୟ କରିବାକୁ ହେବ ଯାହା ଦ୍ଵାରା ଘରେ ଧନ ଆସିବା ସହିତ ତାହା ଆପଣଙ୍କ ପାଖରେ ମଧ୍ୟ ରହିବ । ଆଜି ଆମେ ଆପଣଙ୍କୁ ରବିବାର ର ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ଦ୍ଵାରା କେବଳ ଆପଣଙ୍କ ପାଖରେ ଧନ ରହିବନି ବରଂ ସୂର୍ଯ୍ୟ ଦେବତାଙ୍କ କୃପା ବି ଆପଣଙ୍କ ଉପରେ ରହିବ ।

ଆପଣ ତ ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଥିବେ, ଯଦି କରୁ ନାହାଁନ୍ତି ତ ଏହାକୁ ଏବେ ଠାରୁ ଅଭ୍ୟାସରେ ପକାନ୍ତୁ ଓ ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟ ଦେବଙ୍କ କୃପା ପାଇବାର ଏହା ସବୁଠୁ ସହଜ ଉପାୟ ଅଟେ । ବହୁତ ଲୋକ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାନ୍ତି କିନ୍ତୁ ରବିବାର ଦିନ ଏକ ଖାସ ଉପାୟରେ ଆପଣଙ୍କୁ ଏହାକୁ କରିବାର ଅଛି ।

ଆଜ୍ଞା ହଁ, ପ୍ରତିଦିନ ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ କିନ୍ତୁ ରବିବାର ଦିନ ଅର୍ପଣ କରୁଥିବା ଜଳରେ ଅଳ୍ପ ଅକ୍ଷତ ବା ଚାଉଳ, ଲାଲ ଫୁଲ ଓ ଚନ୍ଦନ ପକାଇବେ ତେବେ ଏହା ଦ୍ଵାରା ଆପଣଙ୍କୁ ପୂଜାର ଦୁଇ ଗୁଣା ଲାଭ ମିଳିବ ଓ ସୂର୍ଯ୍ୟ ଦେବଙ୍କ କୃପାରୁ ଆପଣଙ୍କ ଘରେ ଉନ୍ନତି ହିଁ ଉନ୍ନତି ହେବ । ଆଉ ଏକ କଥାର ମଧ୍ୟ ଧ୍ୟାନ ରଖିବେ କି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ସବୁବେଳେ ନିଜ ମୁହଁ ପୂର୍ବ ଦିଗ ଆଡକୁ ରଖିବେ ।

ଏମିତି କରିବା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହେବେ ଓ ଘରେ ଏତେ ଉନ୍ନତି ହେବ କି ଆପଣ କଳ୍ପନା ବି କରି ପାରିବେ ନାହିଁ ଓ ଆପଣଙ୍କ ଘରେ ଧନ ବଢି ବଢି ଚାଲିବ ବା ମା’ ଲକ୍ଷ୍ମୀ ସ୍ଥାୟୀ ରୂପରେ ବାସ କରିବେ । ଆପଣ ଆଉ ଏକ ଉପାୟ ମଧ୍ୟ କରି ପାରିବେ । ରବିବାର ଦିନ ଶୋଇବା ପୂର୍ବରୁ ଆପଣ ଏକ ଗ୍ଳାସ କ୍ଷୀରରେ ଅଳ୍ପ କ୍ଷୀର ପକାଇ ରଖନ୍ତୁ ଓ ସୋମବାର ଦିନ ସକାଳୁ ଉଠି ତାହାକୁ ବବ୍ଲୁ ଗଛର ମୂଳରେ ଢାଳି ଦିଅନ୍ତୁ ।

ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ଧନ ବଢିବାକୁ ଲାଗିବ ଓ ଆପଣଙ୍କ ପୁରା ପରିବାରକୁ ସୁଖ ସମୃଦ୍ଧି ମିଳିବ । ଯଦି ବବ୍ଲୁ ଗଛ ନାହିଁ ତ ଓସ୍ଥ ଗଛ ମୂଳରେ ଢାଳି ପାରିବେ । ଏହା ବ୍ଯତୀତ ରବିବାର ଦିନ ଓସ୍ଥ ଗଛ ମୂଳରେ ଚାରି ମୁଖା ଦୀପ ଜଳାନ୍ତୁ । ଏହା ଦ୍ଵାରା ବ୍ୟାପାରରେ ବୃଦ୍ଧି ହୋଇଥାଏ ଓ ଏହା ସହିତ ଘରେ ଧନ ଆସିବାର ଅନେକ ବାଟ ଖୋଲିଯାଏ । କେବଳ ଏତିକି ନୁହେଁ ଘରେ ସବୁ ପ୍ରକାରର ସମସ୍ଯା ବି ଦୂର ହୋଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *