ଯିଏବି କରିଲା ଆଲୁମିନିୟମ ଫଏଲ ର ଏହି ଉପାୟ, ସେ କହିଲା – ଇଏ ତ ଚମତ୍କାର

ଆଲୁମିନିୟମ ଫଏଲର ବ୍ୟବହାର ପ୍ରାୟତଃ ଆମେ ରୋଷେଇ ଘରେ କରିଥାଉ । ଖାଦ୍ୟ ପ୍ୟାକ କରିବା ପାଇଁ ‘ଆଲୁମିନିୟମ ଫଏଲ’ର ବ୍ୟବହାର କରାଯାଇଥାଏ । ଯେଉଁ ଭଳି ଭାବରେ ଏହା ଆପଣଙ୍କ ଖାଦ୍ୟକୁ ସୁରକ୍ଷିତ ରଖିଥାଏ ସେହିଭଳି ଏହା ଆପଣଙ୍କ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ବି ମୁକ୍ତି ଦେଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯେଉଁ ଆଲୁମିନିୟମ ଫଏଲର ବ୍ୟବହାର ଆପଣ ଖାଦ୍ୟକୁ ପ୍ୟାକ କରିବା ପାଇଁ କରୁଛନ୍ତି, ତାହାର ବ୍ୟବହାର ଆପଣ ଶରୀର ସହ ଜଡିତ ସମସ୍ୟା ଯେମିତି ଅଣ୍ଟା, ବେକ, ଗୋଡ ଓ ଗଣ୍ଠି ବିନ୍ଧାରୁ ମୁକ୍ତି ପାଇବା ପାଇଁ ବି କରି ପାରିବେ ।

ଏତିକି ନୁହେଁ ଶରୀରର କୌଣସି ଅଙ୍ଗ ଯଦି ପୋଡିଯାଏ  ତେବେ ତାହା ଉପରେ ଆପଣ ଆଲୁମିନିୟମ ଫଏଲ ରୈପ କରି ପାରିବେ । ଆପଣଙ୍କୁ କହିଦେଉଛୁ କି ବିଦେଶରେ ରୋଷେଇ ଘର ଠାରୁ ଅଧିକ ଏହାର ବ୍ୟବହାର ଶରୀର ସହ ଜଡିତ ବିଭିନ୍ନ ପ୍ରକାରର ସମସ୍ୟା ପାଇଁ କରିଥାନ୍ତି ଯେମିତି କି ଇଂସୋମିନିୟା । ଆଜି ଆମେ ଏହି ଆର୍ଟକୀଲ ଜରିଆରେ ଆପଣଙ୍କୁ ଆଲୁମିନିୟମ ଫଏଲର ଲାଭ ବିଷୟରେ କହିବୁ ।

ଆଲୁମିନିୟମ ଫଏଲର ଲାଭ –

କ୍ଳାନ୍ତକୁ ଦୂର କରିବା ପାଇଁ

ଯେତେବେଳେ ବି ଆପଣ କ୍ଳାନ୍ତ ହୋଇ ଘରକୁ ଆସନ୍ତି ତେବେ କ୍ଳାନ୍ତ କାରଣରୁ ଆପଣଙ୍କ ଗୋଡରେ ବହୁତ ଯନ୍ତ୍ରଣା ହେବାକୁ ଲାଗିଥାଏ । ଏମିତିରେ ସର୍ବ ପ୍ରଥମେ ନିଜ ଗୋଡକୁ ଭଲ ଭାବରେ ଆଲୁମିନିୟମ ଫଏଲ ଦ୍ଵାରା ରୈପ କରି ନିଅନ୍ତୁ । ପୁଣି ୧ ଘଣ୍ଟା ପରେ ତାକୁ ବାହାର କରି ଦିଅନ୍ତୁ । ଆପଣ ଦେଖିବେ କି ସେହି ଜାଗାରେ ଯନ୍ତ୍ରଣା ଦୂର ହୋଇଯିବ ଓ ଏହା ସହିତ ନିଦ ବି ଆସିବ ।

ଗଣ୍ଠି ବିନ୍ଧା ପାଇଁ

ଆପଣ ଗଣ୍ଠି ବିନ୍ଧା ଦୂର କରିବା ପାଇଁ ଆଲୁମିନିୟମ ଫଏଲର ବ୍ୟବହାର କରି ପାରିବେ । ଗୋଡ କିମ୍ବା ଗଣ୍ଠି ବିନ୍ଧା ହେବା ଦ୍ଵାରା ଆପଣ ଆଲୁମିନିୟମ ଫଏଲ ଦ୍ଵାରା ସେହି ସ୍ଥାନକୁ ରୈପ କରି ପାରିବେ । ଏହା ପରେ କିଛି ହିଁ ଦିନରେ ଆପଣ ଫରକ ଅନୁଭବ ହେବ । ଏହା ସହିତ ଆପଣଙ୍କୁ କହିଦେଉଛୁ କି arthritis, gout, sciatica ରୁ ହେଉଥିବା କୌଣସି ବି ପ୍ରକାରର କଷ୍ଟକୁ ବି ଆପଣ ଏହା ଦ୍ଵାରା ଠିକ କରି ପାରିବେ ।

କୌଣସି ଅଙ୍ଗ ପୋଡିଗଲେ ଆଲୁମିନିୟମ ଫଏଲ

ଯଦି ଶରୀରର କୌଣସି ଅଂଶ ପୋଡି ଯାଇଛି ତେବେ ଆପଣ ସେହି ଅଂଶରେ ଆଲୁମିନିୟମ ଫଏଲ ରୈପ କରି ଦିଅନ୍ତୁ । ଏହା ପରେ କିଛି ଘଣ୍ଟା ପରେ ଆପଣ ଏହି ଆଲୁମିନିୟମ ଫଏଲକୁ ବାହାର କରି ସେହି ସ୍ଥାନକୁ ଥଣ୍ଡା ପାଣିରେ ଧୋଇ କୌଣସି କ୍ରିମ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ଏହା ସହିତ ଆପଣଙ୍କର ଜଳିଥିବା ଅଂଶ ବି ଜଲ୍ଦି ଠିକ ହୋଇଯିବ ।

ଥଣ୍ଡାରେ ଆଲୁମିନିୟମ ଫଏଲର ବ୍ୟବହାର

କୌଣସି ପ୍ରକାରର ଥଣ୍ଡା ହେଲେ ବି ଆପଣ ଆଲୁମିନିୟମ ଫଏଲର ବ୍ୟବହାର କରି ପାରିବେ । ଯେମିତି କି ଯଦି ଆପଣଙ୍କ ଗୋଡକୁ ଅଧିକ ଥଣ୍ଡା ଲାଗୁଛି କିମ୍ବା ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ଗୋଡକୁ ଆଲୁମିନିୟମ ଫଏଲ ଦ୍ଵାରା ୩ ରୁ ୫ ଲେୟାର ରେ ରୈପ କରି ଦିଅନ୍ତୁ । ଏମିତି ଆପଣ ୭ ଦିନ ପର୍ଯ୍ୟନ୍ତ କରନ୍ତୁ ଓ ପୁଣି ଦେଖିବେ ଆପଣ ଠିକ ହୋଇଯିବେ ।

Leave a Reply

Your email address will not be published. Required fields are marked *