Bollywood ରେ ସବୁଠାରୁ ବଡ ପ୍ଲେ ବଏ ହେଉଛନ୍ତି Akshay Kumar, ବିବାହ ପରେ ମଧ୍ୟ ଏହି ହିରୋଇନ ମାନଙ୍କ ସହ ଥିଲା ଅଫେୟାର

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାରଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଏହି ଅଭିନେତା ଜଣକ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ଅକ୍ଷୟଙ୍କ ଷ୍ଟାଇଲ ଓ ଆକ୍ସନକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ସେଥିପାଇଁ ବଲିଉଡରେ ଅକ୍ଷୟଙ୍କ ଲୋକପ୍ରିୟତା ବହୁତ ଅଧିକ ଅଛି । ଏହି କିଛି ଦିନ ହେବ ଅକ୍ଷୟଙ୍କ ନୂଆ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ଲଞ୍ଚ ହୋଇଥିଲା । ଦର୍ଶକ ମାନେ କିଆରା ଆଡଭାନୀ ଓ ଅକ୍ଷୟଙ୍କ ଯୋଡିକୁ ବହୁତ ଅଧିକ ପସନ୍ଦ କରିଛନ୍ତି ।

ଫିଲ୍ମ ‘ସୌଗନ୍ଧ’ରୁ ନିଜ ବଲିଉଡ କାରିୟରର ଆରମ୍ଭ କରିଥିବା ଏହି ଅଭିନେତା ଜଣକ ବଲିଉଡର ବହୁତ ଦିଗଜ ଅଭିନେତ୍ରୀଙ୍କ ସହ ରିଲେସନରେ ରହିଛନ୍ତି । ଅକ୍ଷୟଙ୍କର ଏହି ଅଫେୟାର ପାଇଁ ବହୁତ ବିବାଦ ମଧ୍ୟ ସୃଷ୍ଟି ହୋଇଛି । ଆଜି ଆମେ ଆପଣ ମାନଙ୍କୁ ଅକ୍ଷୟଙ୍କର ଲଭ ଅଫେୟାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରେଖା- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରେଖା । ରେଖା ଓ ଅକ୍ଷୟଙ୍କ ଅଫେୟାର ବଲିଉଡରେ ବହୁତ ଚର୍ଚାର ବିଷୟ ରହିଥିଲା । ଏହି ଦୁଇଜଣ ନିଜର ସମ୍ପର୍କ ବିଷୟରେ କେବେହେଲେ ଖୋଲିକି କହିନଥିଲେ ମଧ୍ୟ ସମସ୍ତେ ଏହି ଦୁଇଜଣକ ଲଭ ଅଫେୟାର ବିଷୟରେ ଜାଣିଥିଲେ । ସେହି ସମୟରେ ଅକ୍ଷୟଙ୍କ ଗାର୍ଲଫ୍ରେଣ୍ଡ ରବିନା ଅକ୍ଷୟଙ୍କୁ ରେଖାଙ୍କ ଠାରୁ ଦୂରେଇ ରଖିବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଥିଲେ ।

କଟ୍ରିନା କୈଫ- ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କଟ୍ରିନା କୈଫ । ବଲିଉଡରେ ଅକ୍ଷୟ ଓ କଟ୍ରିନା ବହୁତ ଫିଲ୍ମରେ କାମ କରିଛନ୍ତି । ସେତେବେଳେ ଏହି ଦୁଇଜଣଙ୍କର ନାମ ମଧ୍ୟ ପରସ୍ପର ସହ ଯୋଡା ଯାଇଥିଲା, କିନ୍ତୁ ପରେ ଏହି ଦୁଇଜଣ ମିଡିଆ ସାମ୍ନାରେ ନିଜ ସମ୍ପର୍କ ବିଷୟରେ କହି ଦେଇଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ କିଛି ଅଫେୟାର ନଥିଲେ ମଧ୍ୟ ବହୁତ ଭଲ ସମ୍ପର୍କ ଥିଲା ।


ପ୍ରିୟାଙ୍କା ଚୋପଡା- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ଅକ୍ଷୟ ଓ ଟ୍ଵିଙ୍କଲ ଖନାଙ୍କର ବିବାହ ପରେ ମଧ୍ୟ ଅକ୍ଷୟଙ୍କ ନାମ ପ୍ରିୟଙ୍କାଙ୍କ ସହ ଯୋଡା ଯାଇଥିଲା । ଏହି ଦୁଇଜଣଙ୍କ କେମେଷ୍ଟ୍ରି ଅନ ସ୍କ୍ରିନରେ ବହୁତ ଭଲ ଭାବରେ ଜଣା ପଡି ଯାଇଥିଲା । ହେଲେ ଅକ୍ଷୟ ଓ ପ୍ରିୟଙ୍କା ନିଜ ସମ୍ପର୍କ ବିଷୟରେ କେବେ ହେଲେ ଖୋଲିକି କହିନଥିଲେ, କିନ୍ତୁ ପରେ ଟ୍ଵିଙ୍କଲ ଅକ୍ଷୟଙ୍କୁ ପ୍ରିୟାଙ୍କାଙ୍କ ସହ ଫିଲ୍ମ ନକରିବା ପାଇଁ କହିଥିଲେ ।

ରବିନା ଟଣ୍ଡନ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ । ଅକ୍ଷୟ ଓ ରବିନା ୯୦ ଦଶକର ବହୁତ ଫେମସ କଳାକାର ଥିଲେ । ଫିଲ୍ମ ‘ମୋହରା’ରେ ଏକା ସହ ଅଭିନୟ କରିବା ପରେ ଏମାନେ ପରସ୍ପରକୁ ଡେଟ କରିଥିଲେ । ଏହି ଦୁଇଜଣଙ୍କ ସମ୍ପର୍କ ତିନି ବର୍ଷ ପର୍ଯ୍ୟନ୍ତ ରହିଥିଲା ଓ ପରେ ଏମାନଙ୍କର ବ୍ରେକଅପ୍ ହୋଇଯାଇଥିଲା । କାରଣ ଅକ୍ଷୟ ରବିନାଙ୍କ ରହିବା ସମୟରେ ମଧ୍ୟ ଅନ୍ୟ ଝିଅ ମାନଙ୍କ ସହ ଅଫେୟାର କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *