‘ଆଖିର ଲୁହ ଗୁଡାକ ବୋଲ ମାନୁନି, ମୁଁ ପରା ଜନ୍ମ ଦେଇଛି, କେମିତି ନିଜକୁ ସମ୍ଭାଳିବି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ ଲିଭର ଜନିତ ସମସ୍ଯାରେ ଅଭିନେତା ପି ନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ବହୁ ମାତ୍ରାରେ ଗୁରୁତର ହୋଇଯାଇଛି । ତେଣୂ ଏକ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପିନ୍ଟୁ ଚିକିତ୍ସିତ ହେଉଥିଲେ । ତେବେ ଗତ କାଲି ପିନ୍ଟୁଙ୍କୁ ଘରକୁ ଅଣା ଯାଇଛି । ତେବେ ଏବେ କିଛି ଦିନ ଘରେ ରହିବା ପରେ ଅର୍ଥ ଯୋଗାଡ କରି ଦିଲ୍ଲୀ ଯିବେ ଅଭିନେତା ପିନ୍ଟୁ ନନ୍ଦ । ଯେଉଁଠାରେ ପିନ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବ ।

ଏହା ସହିତ ପିନ୍ଟୁଙ୍କର ଲିଭର ଡାମେଜ ହୋଇଯାଇଥିବା କାରଣରୁ ସେଠାରେ ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯିବାର ମଧ୍ୟ ବ୍ୟବସ୍ଥା କରାଯିଛି । ତେବେ ପିନ୍ଟୁ ନନ୍ଦଙ୍କର ଏପରି ସ୍ଵାସ୍ଥ ଅବସ୍ଥା ଦେଖି ପିନ୍ଟୁଙ୍କର ମାଉସୀଙ୍କ ମନ ବହୁ ମାତ୍ରାରେ ଭାଙ୍ଗି ପଡିଛି । ତେବେ ପିନ୍ଟୁ ନନ୍ଦଙ୍କ ମାଉସୀଙ୍କ କହିବା ଅନୁଯାଇ ଯେତେ ଯାହା ହେଲେ ମୁଁ ପିନ୍ଟୁର ମାଉସୀ । ତେବେ ମା’ କିଏ ଆଉ ମାଉସୀ କିଏ । ତେବେ ଜଣେ ମା’ ହିସାବରେ ମୁ ଓଡିଶାବାସୀଙ୍କୁ ନିବେଦନ କରୁଛି ।

ମୋ ପିନ୍ଟୁଙ୍କୁ କିଛି ନିଜ ସକ୍ଷ ଅନୁସାରେ ଆର୍ଥିକ ସାହାଜ୍ଯ କରନ୍ତୁ । ନିଜ ଭାଇ ଭଳି ଭାବି ପିନ୍ଟୁଙ୍କୁ ସାହାଜ୍ଯ ଓ ସହଯୋଗର ହାତ ବଢାଇ ଦିଅନ୍ତୁ । ତେବେ ମାଉସୀ ନିଜ ପିନ୍ଟୁଙ୍କୁ ସାହାଜ୍ଯ କରନ୍ତୁ ବୋଲି କହିବା ବେଳକୁ ତାଙ୍କ ଆଖି କାନ୍ଦ କାନ୍ଦ ହୋଇଯାଉଥିଲା । ତେବେ ଯାହାଲେ ବି ପିନ୍ଟୁ ନନ୍ଦଙ୍କ ମା’ ଙ୍କ ବଡ ଭଉଣୀ । ଅର୍ଥାତ ପିନ୍ଟୁ ନନ୍ଦଙ୍କ ବଡ ମାଉସୀ ନିଜ ପୁତୁରା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ସମ୍ପର୍କିତ ଅବସ୍ଥା ସମ୍ପର୍କରେ ଏପରି କିଛି ଦୁଃଖଭରା ମନ୍ତବ୍ୟ ଦେଇଥିଲେ ।

ତେବେ ପିନ୍ଟୁ ନନ୍ଦଙ୍କୁ ପୂର୍ବରୁ ମଧ୍ୟ ଜଣ୍ଡିସ ହୋଯାଇଥିଲା ବୋଲି ସୂଚନା ମିଳିଛି । ତେବେ ଜଣ୍ଡିସ କାରଣରୁ ତାଙ୍କର ଲିଭରଟି ସଂକ୍ରମିତ ହୋଇ ଡାମେଜ ହୋଇଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଲିଭର ଡୋନରଙ୍କର ନିହାତି ଭାବରେ ଆବଶ୍ୟକତା ରହିଛି । ତେବେ ପିନତୁ ନନ୍ଦଙ୍କ ଭଉଣୀ ଲିଭର ଡୋନେଟ କରିବାକୁ ରାଜି ହୋଯାଇଥିଲେ ସତ କିନ୍ତୁ ତାଙ୍କ ଭଉଣୀଙ୍କ ବ୍ଲଡ଼ଗୃପ ପିନ୍ଟୁ ଙ୍କ ସହିତ ମିଶୁନାହିଁ ।

ତେବେ ପିନ୍ଟୁଙ୍କ ମାଉସୀଙ୍କ ତରଫରୁ ମଧ୍ୟ ଓଡିଶାବାସୀଙ୍କୁ ନିବେଦନ ଏହା କିଜେ ଅଭିନେତା ପିନ୍ଟୁ ନନ୍ଦଙ୍କୁ ନିହାତି ଭାବରେ କିଛି ଆର୍ଥିକ ସହାୟତା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ ବହୁ ମାତ୍ରାରେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *