ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କ-ରୋ-ନା ମ-ହା-ମା-ରୀ ପାଇଁ ଜନସାଧାରଣ ମାନଙ୍କୁ ଘରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀ ଓ ପୋ-ଲି-ସ କର୍ମୀ ମାନେ ଜନସାଧାରଣ ମାନଙ୍କ ପାଇଁ ଦିନ ରାତି କ-ଷ୍ଟ କରୁଛନ୍ତି ।
ବର୍ତ୍ତମାନ ରାଜ୍ୟରେ ଲକଡାଉନ ଜାରି ହୋଇଛି ତେଣୁ କୌଣସି ଲୋକକୁ କିଛି ଜରୁରୀ କା-ଳୀ-ନ ପରିସ୍ଥିତି ନହେଲେ ଘରୁ ବାହାରିବା ପାଇଁ ମନା ହୋଇଛି । ଏହି କ-ରୋ-ନା ମ-ହା-ମା-ରୀ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ମା-ମ-ଲା ସାମ୍ନାକୁ ଆସିଛି । ବନ୍ଧୁଗଣ ଗତକାଲି ଭୁବନେଶ୍ଵରରେ ଏକ ଯୁବକ ମ- ଦ ପି-କ-ରି ପୋ-ଲି-ସ କର୍ମଚାରୀ ମାନଙ୍କୁ ଅ-ପ-ବ୍ଯ-ବ-ହା-ର କରିଥିବାର ଅ-ଭି-ଯୋ-ଗ ମିଳିଛି ।
ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ସେହି ଯୁବକ ଜଣଙ୍କ ଭି-ଡି-ଓ ବ-ହୁ-ତ ମାତ୍ରାରେ ଭା-ଇ-ରା-ଲ ହେଉଅଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।
ଗତକାଲି ରାତିରେ ଭୁବନେଶ୍ୱରରେ କ-ଡା-କ-ଡି ଚେ-କି-ଙ୍ଗ ଚାଲିଥିଲା । ସେହି ସମୟରେ ଏକ ଯୁବକ ମ-ଦ ପି-କ-ରି ଗାଡି ଚଲାଉଥିଲେ । ଏହା ସହିତ ସେ ହେଲମେଟ ମଧ୍ୟ ପିନ୍ଧି ନଥିଲେ । ପୋ-ଲି-ସ କର୍ମଚାରୀ ମାନଙ୍କ ମତରେ, ଯୁବକ ଜଣକ ଅନ୍ୟ ଏକ ଗାଡିକୁ ପି-ଟି-ବା ପାଇଁ ଯାଉଥିଲେ ସେହି ସମୟରେ ପୋ-ଲି-ସ ସେହି ଯୁବକଙ୍କୁ ଅଟକାଇ ଥିଲା ।
ପୋ-ଲି-ସ ଅଟକାଇବା ପରେ ଯୁବକ ଜଣକ ବହୁତ କିଛି କଥା ପୋ-ଲି-ସ କର୍ମଚାରୀ ମାନଙ୍କୁ କହିଦେଇଥିଲେ । ଯୁବକ ଜଣକଙ୍କ ମତରେ- ‘ମୁ ହେଉଛି ମନ୍ତ୍ରୀଙ୍କ ପୁଅ, ତୁମେ ମାନେ ମୋର କଣ କରିପାରିବ’ । ଏହା ପରେ ପୋ-ଲି-ସ ସେହି ଯୁବକଙ୍କୁ ତାଙ୍କ ଭୁଲ ବିଷୟରେ କହିଥିଲେ ହେଲେ ଯୁବକ ଜଣକ ରା-ଗି ପୋ-ଲି-ସ-ଙ୍କୁ ଗା-ଳି-ଗୁ-ଳ-ଜ ଆଦି କରିଥିଲେ । ଯୁବକ ଜଣକଙ୍କ ମତରେ-‘ଏଇଟା ମୋ ଏରିଆ ମୁ ବୁଲୁଛି ଆଉ ମୁ ମ-ମ-ଦ ପି-ଇ ନାହିଁ’ ।
ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଯୁବକ ଜଣକ ବାରମ୍ବାର କହୁଥିଲେ, ତମେ ମୋ ଗାଡି ଚାବି କାହିଁକି ରଖିଲ ହେଲେ ଗାଡିରେ ହିଁ ଚାବି ଲାଗିଥିଲା । ଯୁବକ ଜଣକ ଏ-ତେ ପି-ଇ ଥିଲେ ଯେ, ସେ ଠିକ ଭାବରେ ଛିଡା ହୋଇପାରୁ ନଥିଲେ । ପୋ-ଲି-ସ କର୍ମଚାରୀ ମାନେ ଯୁବକଙ୍କୁ ଭଲ କଥା କହି ବୁଝେଇବା ପାଇଁ ଚେ-ଷ୍ଟା କରୁଥିଲେ ହେଲେ ସେହି ସମୟରେ ଯୁବକ ଜଣକ ନିଜ ଭୁ-ଲ ମାନି ନଥିଲେ ଓ ବାରମ୍ବାର ନିଜ ସମ୍ପର୍କୀୟ ମାନଙ୍କୁ ଫୋନ କରି କଥା ହେଉଥିଲେ ।
ବନ୍ଧୁଗଣ ଶେ-ଷ-ରେ ଯୁବକ ଜଣକ ପୋ-ଲି-ସ ମାନଙ୍କୁ ଧ-ମ-କ ମଧ୍ୟ ଦେଇଥିଲେ । ଯୁବକ ଜଣଙ୍କ ମତରେ- ମୁ ହେଉଛି ନିର୍ମଳ ଶତପଥିଙ୍କ ପୁତୁରା ଆଉ ମୁ ଚା-ହିଁ-ଲେ ତୁମ ମାନଙ୍କ ବ-ର୍ଦ୍ଦି ଉ-ତା-ରି ଦେବି’ । ଏହି ସବୁ କଥା କହି ଯୁବକ ଜଣକ ସମସ୍ତ ପୋ-ଲି-ସ ମାନଙ୍କ ନା-ମ-ର ଫ-ଟୋ ଉଠାଇଥିଲେ ।
କିଛି ସମୟ ପରେ ପୋ-ଲି-ସ ଭ୍ୟା-ନ ଆସି ଯୁବକ ଜଣଙ୍କୁ ବହୁତ କ-ଷ୍ଟ-ରେ ନେଇଥିଲା । ପୋ-ଲି-ସ-ଙ୍କ ମତରେ ସେହି ଯୁବକ ଜଣକଙ୍କ ଉପରେ ଦୃ-ଢ କା-ର୍ଯ୍ୟା-ନୁ-ଷ୍ଠା-ନ ଗ୍ରହଣ କରାଯିବା ଉଚିତ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମନ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।