ଏହି ଅଭିନେତ୍ରୀଙ୍କୁ ଆଜି ବି ଭଲ ପାଆନ୍ତି ଅଜୟ ଦେବଗନ, ନାମ ଶୁଣିବା ମାତ୍ରେ ରାଗରେ ପଞ୍ଚମ ହେଇ ଯାଆନ୍ତି କାଜୋଲ

ବନ୍ଧୁଗଣ ବଲିଉଡରେ ହିରୋ ହିରୋଇନ ମାନେ ପରସ୍ପର ସହ କାମ କରିବା ଦ୍ଵାରା ପରସ୍ପରକୁ ପ୍ରେମ କରିଥାନ୍ତି । ଏଥି ମଧ୍ୟରୁ କେତେଜଣ ପରସ୍ପର ସହ ବିବାହ କରିଥାନ୍ତି ତ ଅନ୍ୟ କେତେଜଣ ବିବାହ କରି ପାରନ୍ତି ନାହିଁ । ଏହି ପରି ବଲିଉଡର ଏକ ସଫଳ ଯୋଡି ହେଉଛନ୍ତି ଅଜୟ ଦେବଗନ ଏବଂ କାଜୋଲ । ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଛନ୍ତି ଓ ଏତେ ବର୍ଷ ହେବା ସତ୍ବେ ଏହି ଦୁଇଜଣକ ମଧ୍ୟରେ କୌଣସି ବାଦବିବାଦ ହୋଇ ନାହିଁ ।

ଏହି ଦୁଇ ଜଣ ପରସ୍ପରକୁ ବହୁତ ପ୍ରେମ କରିଥାନ୍ତି ଓ ସୋସିଆଲ ମିଡିଆରେ ମଧ୍ୟ ଏମାନେ ବହୁତ ଚର୍ଚାରେ ରୁହନ୍ତି । ଅଜୟ ଦେବଗନଙ୍କ ନାମ ସହ ବଲିଉଡର ଅନ୍ୟ କେତେକ ଅଭିନେତ୍ରୀ ମାନଙ୍କ ନାମ ଯୋଡା ଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଜୟ ଏକ ଅଭିନେତ୍ରୀକୁ ଭୁଲି ପାରି ନାହାନ୍ତି ।

ଏହି ଅଭିନେତ୍ରୀଙ୍କ ସହ ଅଜୟ ବହୁତ ଫିଲ୍ମ କରିଛନ୍ତି । ଏହି ଦୁଇଜଣକ ଯୋଡି ବହୁତ ହିଟ ଥିଲା । ସେହି ସମୟରେ ଏହି ଦୁଇଜଣ ବହୁତ ଚର୍ଚାରେ ମଧ୍ୟ ଥିଲେ । ଅଜୟ ଆଜି ମଧ୍ୟ ନିଜ ମନ ମଧ୍ୟରେ ଏହି ଅଭିନେତ୍ରୀକୁ ପ୍ରେମ କରୁଛନ୍ତି ଓ ଏହି କଥା ବିଷୟରେ କାଜୋଲ ମଧ୍ୟ ଜାଣିଛନ୍ତି । ହେଲେ ଏହି କଥାକୁ ନେଇ କାଜୋଲ କେବେ ବି ଅଜୟଙ୍କ ସହ ଝଗଡା କରି ନାହାନ୍ତି, ସବୁବେଳେ ଅଜୟଙ୍କୁ ସପୋର୍ଟ ଦେଇଛନ୍ତି କାଜୋଲ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ, ଯାହାକୁ ଆଜି ପର୍ଯ୍ୟନ୍ତ ଅଜୟ ଦେବଗନ ଭୁଲି ପାରି ନାହାନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରବିନା ଟଣ୍ଡନ । ଅଜୟ କାଜୋଲଙ୍କ ପୂର୍ବରୁ ରବିନାଙ୍କୁ ପ୍ରେମ କରୁଥିଲେ । ଏହି ଦୁଇଜଣଙ୍କ ପ୍ରେମ ସେହି ସମୟରେ ବହୁତ ଚର୍ଚାରେ ଥିଲା । ରବିନାଙ୍କ ସୁନ୍ଦରତାକୁ ଦେଖି ଅଜୟ ସଂପୂର୍ଣ୍ଣ ରୂପେ ଆକର୍ଷିତ ହୋଇଯାଇଥିଲେ ।

ଏମାନେ କିଛି ଫିଲ୍ମ ମିଶି କି କରିଥିଲେ, ଯାହାଫଳରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରିଥିଲେ । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା । ଆଜି ପର୍ଯ୍ୟନ୍ତ ଅଜୟ ରବିନାଙ୍କୁ ଭୁଲି ପାରି ନାହାନ୍ତି । ରବିନା ଓ ଅଜୟ ଏକା ସହ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ଗୋଟେ ସମୟରେ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *