ଓଡିଆ ଜୋକ୍ସ: ଗୋଟିଏ ଝିଅ ବୟଫ୍ରେଣ୍ଡ ପାଇଁ ରୋମାଣ୍ଟିକ ହେଇ ଫେସବୁକରେ ଅପଡେଟ ଦେଲା ‘ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…’, ଆଉ ତା’ ପରେ…

ଆଜିକାଲିର ବ୍ୟସ୍ତତା ପୂର୍ଣ୍ଣ ଜୀବନରେ ସବୁ ମଣିଷ ଟେନସନ ରେ ରହୁଛନ୍ତି । ଟେନସନ ରେ ରହିବା ଦ୍ଵାରା ମଣିଷକୁ ବିଭିନ୍ନ ପ୍ରକାରର ରୋଗ ଘେରିନିଏ । ଡାକ୍ତରଙ୍କ ଅନୁସାରେ ବ୍ୟକ୍ତି ସେତେବେଳେ ସୁସ୍ଥ ରହିବ ଯେତେବେଳେ ସେ ଭିତରୁ ଖୁସିରେ ରହିବ ଓ ଆପଣ ତ ଏ କଥା ଶୁଣିଥିବେ କି ହସ ସବୁଠୁ ବେସ୍ଟ ମେଡିସିନ । ଏଥିପାଇଁ ଆଜିର ଏହି ପୋସ୍ଟ ରେ ଆମେ ଆପଣଙ୍କ ପାଇଁ ଏମିତି କିଛି ମାଜାଦାର ହସକଥା ଆଣି ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ଧମାଲ କରୁଛି । ତେବେ ଚାଲନ୍ତୁ ଏହି ସୁନ୍ଦର ହସକଥା ଗୁଡିକ ପଢିବା ।

ସାନ୍ତା ଓ ବାନ୍ତା ଙ୍କ ମଧ୍ୟରେ ଯୁକ୍ତି ହେଲା

ସାନ୍ତା- ମୋ ଜେଜେ ଏତେ ଧନୀ ଆଉ ଏତେ ଭୋଲା ଥିଲେ କି

ଲାଠି ସେଜ ଉପରେ ରଖୁଥିଲେ ଓ ନିଜେ ଗୋଟିଏ କୋଣରେ ଶୋଇ ପଡୁଥିଲେ ।

ବାନ୍ତା- ଆବେ ଏ ତ କିଛି ନୁହଁ,

ସାନ୍ତା- କେମିତି ?

ବାନ୍ତା- ମୋ ଜେଜେ ଏତେ ଭୋଲା ଥିଲେ କି ପାନ ଛେପ ଶେଯରେ ପକାଉଥିଲେ ଓ

ଝରକା ପଟେ ନିଜେ ଡେଇଁ ପଡୁଥିଲେ ।

୨. ଚପୁ – ମତେ ବାହାଘରରେ BMW ମିଳିଛି

ଗପୁ- କିନ୍ତୁ ତୋ ପାଖରେ ତ କୌଣସି BMW ନାହିଁ

ଚପୁ- ଆବେ ଗଧ, BMW ର ମାନେ ବହୁତ ମୋଟି ୱାଇଫ

୩. ଡାକ୍ତର- ତତେ ହାଲ୍କା ଖାଇବାକୁ କହିଥିଲି, ତୁ କଣ ଖାଇଛୁ ?

ଗୋଲୁ- ମୁଁ ପକୁଡି ଖାଇଛି

ଡାକ୍ତର- ତୁ କେମିତି ଜାଣିଲୁ କି ପକୁଡି ହାଲ୍କା ଖାଦ୍ଯ ଅଟେ ?

ଗୋଲୁ- ପକୁଡି କଡେଇ ରେ ଭାସୁଥିଲେ ଓ ତେଲ ତଳେ ଥିଲା

୪. ଅଧ୍ୟାପିକା- ଏତେ ଦିନ ହେଲାଣି କେଉଁଠି ଥିଲ ?

ଛାତ୍ର- ବାର୍ଡ ଫ୍ଲୁ ହେଇ ଯାଇଥିଲା

ଅଧ୍ୟାପିକା- କିନ୍ତୁ ଏହା ତ ବାର୍ଡ ଙ୍କୁ ହେଇଥାଏ ମଣିଷକୁ ନୁହେଁ

ଛାତ୍ର- ମଣିଷ କେତେବେଳେ ତୁମେ ମତେ ଭାବିଲ…ଡେଲି ତ ମତେ ମୁର୍ଗା ବନେଇ ଦଉଚ

୫. ପ୍ରେମୀ(ପ୍ରେମିକାକୁ)- ତୁ ବାହାଘର ପରେ ନିଜ ପାଇଁ ନୂଆ ଘର ତ ମାଗିବୁନି ?

ପ୍ରେମିକା -ନା, ମୁଁ ଏମିତି ଝିଅ ନୁହେଁ, ତୁ ତୋ ମା’କୁ ଅଲଗା ଘର ଦେଇ ଦେବୁ ।

୬. ପପୁ ଗୋଟେ ଝିଅକୁ ପ୍ରପୋଜ କଲା – ମତେ ଭଲ ପାଇବ ?

ଝିଅ- ଚେହେରା ନିଜର ଦେଖିଛୁ, ତତେ ଭଲ ପାଇବା ଠାରୁ ତ ଭଲ

ମୁଁ ସୁସାଇଡ କରିଦେବି

ପପୁ- କମବକ୍ତ ମରିଯିବ, କିନ୍ତୁ କୌଣସି ଗରିବର କାମରେ ଆସିବନି

୭. ଗୋଟିଏ ଝିଅ ବୟଫ୍ରେଣ୍ଡ ସହ ବହୁତ ଦିନରୁ

କଥା ହୋଇ ନଥିଲା

ଝିଅଟି ରୋମାଣ୍ଟିକ ହେଇ ଫେସବୁକ ରେ

ଅପଡେଟ ଦେଲା

ଝିଅ – ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…

କିଛି ସମୟ ପରେ ବୟଫ୍ରେଣ୍ଡ ର କମେଣ୍ଟ ଆସିଲା

ପୁଅ- କମିନୀ ଧୀରେ- ଧୀରେ ହିଁ ଆସୁଥିଲି

ତୋ ସାହି ଲୋକ ଚୋର ଭାବି ଖୁବ ପିଟିଲେ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *