Vastu Shastra- ଭୁଲରେ ବି କାହାକୁ ଉଧାର ଦିଅନ୍ତୁ ନାହିଁ ଘରର ଏହି 4 ଟି ଜିନିଷ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ ବାସ୍ତୁ ଅନୁସାରେ କିଛି ଜିନିଷ ଏପରି ରହିଛି ଯାହାକୁ ଆପଣ ଭୁଲ ସେ ମଧ୍ୟ କାହାକୁ ଉଧାରରେ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଆପଣ ମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ଓ ଆପଣଙ୍କ ସମସ୍ତ କାର୍ଯ୍ୟ ଅସଫଳ ହୋଇ ରହିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଯଦି କୌଣସି ମଣିଷ ଆପଣ ମାନଙ୍କୁ ଉଧାରରେ ମାଗିବ ତା ହେଲେ ଆପଣ ଭୁଲ ସେ ମଧ୍ୟ ସେହି ଜିନିଷକୁ ଦେବେ ନାହିଁ ।

କାରଣ ଆପଣ ଏହି ସମସ୍ତ ଜିନିଷକୁ ଉଧାରରେ ଦେଲେ ଆପଣ ମାନଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ ଓ ଆପଣଙ୍କ ଆଗାମୀ ଜୀବନ ଦରିଦ୍ରତାରେ କଟିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ । ଯାହାକୁ ଭୁଲ ସେ ମଧ୍ୟ ଆପଣ କାହାକୁ ଉଧାରରେ ଦେବେ ନାହିଁ ।

୧. ବନ୍ଧୁଗଣ ସନ୍ଧ୍ୟା ହେବା ପରେ ଆପଣ କୌଣସି ମଣିଷକୁ ପିଆଜ ଓ ରସୁଣ ଦେବେ ନାହିଁ । ଏହାକୁ ଅଶୁଭ ମନା ଯାଇଥାଏ । ଏହିପରି କାମ କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଯାଇଥାଏ ଓ ଆପଣଙ୍କ ଜୀବନରେ ବହୁତ ସମସ୍ଯା ଆସିଥାଏ । ତେଣୁ ବନ୍ଧୁଗଣ ଯଦି ଆପଣଙ୍କୁ କୌଣସି ମଣିଷ ସନ୍ଧ୍ୟା ହେବା ପରେ ପିଆଜ ବା ରସୁଣ ମାଗିବ ତା ହେଲେ ଭୁଲ ସେ ମଧ୍ୟ ସେହି ମଣିଷକୁ ପିଆଜ ଓ ରସୁଣ ଦେବେ ନାହିଁ ।

୨. ବନ୍ଧୁଗଣ ସନ୍ଧ୍ୟା ହେବା ପରେ ଯଦି କୌଣସି ମଣିଷ ଆପଣଙ୍କୁ କ୍ଷୀର ବା ଦହି ମାଗିଥାଏ ତା ହେଲେ ଆପଣ ଭୁଲ ସେ ମଧ୍ୟ ସେହି ମଣିଷକୁ କ୍ଷୀର ବା ଦହି ଦେବେ ନାହିଁ । କାରଣ ବନ୍ଧୁଗଣ ଏହାକୁ ବହୁତ ଅଶୁଭ ମନା ଯାଇଥାଏ । ଯଦି ଆପଣ ଏହିପରି ଭୁଲ କରନ୍ତି ତା ହେଲେ ଆପଣଙ୍କୁ ଏହାର କୁପ୍ରଭାବ ସହିବାକୁ ପଡିବ ।

୩. ବନ୍ଧୁଗଣ କେବେହେଲେ କାହାକୁ ନିଜ ରୁମାଲ ଦିଅନ୍ତୁ ନାହିଁ ଓ କାହା ଠାରୁ ରୁମାଲ ଆଣନ୍ତୁ ନାହିଁ । ଏହାକୁ ମଧ୍ୟ ଅଶୁଭ ମନା ଯାଇଥାଏ । ରୁମାଲର ଆଦାନ ପ୍ରଦାନ ହେତୁ ସେହି ମଣିଷ ମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖରାପ ହୋଇଥାଏ । ଏହା ସହିତ ଆପଣ ମାନଙ୍କର ଖର୍ଚ ବହୁତ ଅଧିକ ବଢିପାରେ । ତେଣୁ ବନ୍ଧୁଗଣ ଏହିପରି ଭୁଲ କରିବେ ନାହିଁ ।


୪. ବନ୍ଧୁଗଣ ସୂର୍ଯ୍ୟ ଅସ୍ତ ହେବାପରେ ଯଦି କୌଣସି ମଣିଷ ଆପଣ ମାନଙ୍କୁ ଟଙ୍କା ବା ପଇସା ମାଗିବ, ତା ହେଲେ ଆପଣ ଭୁଲ ସେ ମଧ୍ୟ ସେହି ମଣିଷକୁ ଉଧାରରେ ଟଙ୍କା ପଇସା ଦେବେ ନାହିଁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଯାହା ଫଳରେ ଆପଣଙ୍କୁ ଆଜୀବନ ଦାରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଏହି ୪ଟି ଜିନିଷକୁ କେବେ ହେଲେ ସନ୍ଧ୍ୟା ହେବା ପରେ କୌଣସି ମଣିଷକୁ ଦେବେ ନାହିଁ । ବନ୍ଧୁଗଣ ଆପଣ ମାନେ ଏହି ସବୁ ଜିନିଷ ଉଧାର ପାଇଁ ସାବଧାନ ହୁଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ବିଶେଷ ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *