ଅଧା ରହିଗଲା ଜଗା ଦର୍ଶନ, ବାଟରେ ଘଟିଲା ବଡ ଦୁର୍ଘଟଣା, 25 ଜଣ ଯାତ୍ରୀ ହେଲେ ଆହତ ! ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଅଧା ରହିଗଲା ଜଗା ଦର୍ଶନ ଏବଂ ବାଟରେ ଘଟିଲା ବଡ ଦୁର୍ଘଟଣା , 25 ଜଣ ଯାତ୍ରୀ ଆହତ । ହଁ ଦର୍ଶକବନ୍ଧୁ କଲିକତାରୁ ପୁରୀକୁ ଯାଉଥିବା ବେଳେ ଘଟିଲା ଏକ ଅଭାବନୀୟ ଘଟଣା । ଏହି ଦୁର୍ଘଟଣାରେ 25 ଜଣଲୋକେ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାକୁ  ନେଇ ସ୍ଥାନୀୟ ଲୋକେ କହୁଛନ୍ତି କି  ବସ୍ ଭିତରେ ମାଂସ ନେଇ ପୁରୀ ଯାଉଥିବାରୁ ଏଭଳି ଘଟଣା ଘଟିଛି ।

କାରଣ ପବିତ୍ର ସ୍ଥାନକୁ ଯିବା ସମୟରେ ଆମିଷ କୁ ନେଇକି ଯିବା ଅଶୁଭ ହୋଇଥାଏ । ତେଣୁ କରି ଜଗା ଦର୍ଶନ କରିବା  ପୂର୍ବରୁ ଏଭଳି ହୋଇଛି ବୋଲି ଲୋକେ କହୁଛନ୍ତି । ସୂଚନା ଅନୁଯାୟୀ  ଆଜି ସକାଳେ ଜଗାଙ୍କୁ ଦର୍ଶନ କରିବା ପାଇ ଲୋକେ ବସ  ଭିତରକୁ ଚଢିଥିଲେ ଏବଂ ବସଟି ନିୟମିତ ଗତିରେ ଯାଉଥିଲା । ମାତ୍ର ଯିବା ରାସ୍ତାରେ ଗାଡିଟି ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଲା ।

ବସଟି ଖେଳନା  ପଡି ଗଡି ଚାଲିଯାଉଥିଲା ଯାହା ଫଳରେ ସେଠାର ସ୍ଥାନୀୟ ଲୋକେ ତୁରନ୍ତ ଘଟଣା ସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବସ୍ ରେ ଯାତ୍ରା କରୁଥିବା 25 ଜଣ ଲୋକଙ୍କର ଗୁରୁତର ଆହତ ହୋଇଛନ୍ତି ଆଉ କେତେକ ଲୋକେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଆହତ ଲୋକମାନଙ୍କର ଆବଶ୍ୟକ ଜିନିଷ ପ୍ରଦାନ କରିବା ଓ ଚିକିତ୍ସା ଆଦିକୁ ପହଞ୍ଚାଇଥିଲେ ।

ଏହି ଘଟଣାଟି ଭଣ୍ଡାରପୋଖରୀ ପେଟ୍ରୋଲ ପ୍ଜୋମ୍ପ ନିକଟରେ ଘଟିଥିବା ସୂଚନା ମିଳିଛି । ଲୋକମାନଙ୍କର କହିବା ଅନୁସାରେ ସେମାନେ ବସ୍ ରେ  ଆଲୁ , ବିଲାତି ଓ ମାଉଁସ ନେଇକି ଜଗାକୁ ଦର୍ଶନ କରିବାକୁ ବାହାରି ପଡିଥିଲେ । ମାତ୍ର ସେମାନଙ୍କ ଦର୍ଶନ ଅଧାରେ ରହିଗଲା ତେବେ କଣ ମାଉଁସ ଥିବା ହେତୁ ଏଭଳି ଘଟିଛି । ଏହି ଖବର ସମ୍ପର୍କରେ ଶୁଣିବା ପରେ ପୋଲସି ତୁରନ୍ତ ଘଟଣା ସ୍ଥଳ କୁ ଆସି ତଦାରଖ କାର୍ଯ୍ୟ ଆରମ୍ଭ କରିଥିଲା  ।

ଏହି ଦୁର୍ଘଟଣାରେ କାହାରି ପ୍ରାଣହାନି ହୋଇନଥିବା ବେଳେ ସାମାନ୍ଯ ଆଘାତରେ ସୁରକ୍ଷିତ ହୋଇଛନ୍ତି ଏବଂ ଭଗବାନ ଜଗନ୍ନାଥଙ୍କୁ ଧନ୍ଯବାଦ ଜଣାଉଛନ୍ତି  । ଏହି ଖବରକୁ ନେଇ ଆପଣଙ୍କ ମତ କଣ ମାଂସ ପାଇଁ ଦୁର୍ଘଟଣାଟି ଘଟିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *