ଓଡିଆ ଯାତ୍ରା ହିରୋଇନ Rani Panda ଙ୍କ Family & Biography, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଅଧିକାଂଶ ଲୋକ ଫିଲ୍ମ ଦେଖି ନିଜର ମନୋରଞ୍ଜନ କରୁଛନ୍ତି, ହେଲେ କିଛି ବର୍ଷ ପୂର୍ବରୁ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ନଥିଲା ସେତେବେଳେ ଲୋକମାନେ ଯାତ୍ରା ଓ ନାଟକ ଆଦି ଦେଖି ମନୋରଞ୍ଜନ କରୁଥିଲେ । ହେଲେ ବର୍ତ୍ତମାନର ଦୁନିଆରେ ଏହି ଯାତ୍ରାର ଜଗତର ଲୋକପ୍ରିୟତା କମି କମି ଯାଉଛି ।

ବନ୍ଧୁଗଣ ଏହି ଯାତ୍ରା ଜଗତରେ କାମ କରୁଥିବା ସମସ୍ତ କଳାକାର ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ମଧ୍ୟ ଆମ ଓଡିଶାରେ ବହୁତ ସ୍ଥାନରେ ଯାତ୍ରା ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯାତ୍ରା ଜଗତର ଫେମସ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ନିଶ୍ଚୟ ଦେଖିଥିବେ । ଦର୍ଶକ ମାନେ ରାନୀଙ୍କ ସୁନ୍ଦର ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବେସ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ରାନୀ ପଣ୍ଡାଙ୍କ ଜୀବନୀ ଓ ପରିବାର ବିଷୟରେ ଜଣାଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛି, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ରାନୀ ନିଜର ଅଭିନୟ ଓ ଡ୍ୟାନ୍ସ ପାଇଁ ବହୁତ କମ ଦିନ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଅଭିନେତ୍ରୀ ରାନୀ ପଣ୍ଡା ଭୁବନେଶ୍ବରରେ ଏକ ଭଡା ଘର ନେଇ ରହୁଛନ୍ତି । ନିଜର ସୁନ୍ଦର ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ରାନୀ ପଣ୍ଡା ସାଧାରଣ ଲୋକ ମାନଙ୍କ ପରି ଜୀବନ ଅତିବାହିତ କରିବା ପାଇଁ ବହୁତ ପସନ୍ଦ କରନ୍ତି । ରାନୀ ଭୁବନେଶ୍ବରରେ ଏକ ସାଧାରଣ ଜୀବନ ଅତିବାହିତ କରନ୍ତି ।

ରାନୀ ପ୍ରତିଦିନ ଅରୁଆ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ପାନ୍ତି । ରାନୀ ପଣ୍ଡା ପୁରାତନ କାଳର ପ୍ରଥା ଅନୁଯାଇ ପିତଳ ଓ କଂସା ଆଦି ପାତ୍ରରେ ଖାଦ୍ୟ ସେବନ କରିବା ପାଇଁ ଭଲ ପାନ୍ତି । ଏହି କିଛି ମାସ ପୂର୍ବରୁ ହୋଇଥିବା କୋଭିଡ ସମୟରେ ରାନୀ ଗରିବ ଓ ଲାଚାର ଲୋକ ମାନଙ୍କୁ ବହୁତ ସହାୟତା କରିଛନ୍ତି । ସେମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଆଦି ଦାନ କରୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ବନ୍ଧୁଗଣ ରାନୀ ପଣ୍ଡା ବହୁତ ଭଲ ଅଭିନୟ କରିବା ସହ ବହୁତ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି, ସେ ବିପଦ ସମୟରେ ଲୋକ ମାନଙ୍କର ସହାୟତା କରିବାର ମଧ୍ୟ ନଜର ଆସିଛନ୍ତି । ଯାତ୍ରା ଜଗତରେ ରାନୀ ବହୁତ ଗଣନାଟ୍ୟରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ରାନୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ସେ ନିଜ କାରିୟର ଉପରେ ଧ୍ୟାନ ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *