କେତେବି ପୁରୁଣା ଚର୍ବି ହେଇଥାଉ ନା କାହିଁକି, କେବଳ ୩ ଥର ପିଅନ୍ତୁ ଏହି ପାଣି, ପେଟ ହେଉ ଜଙ୍ଗ ସବୁ ଚର୍ବି ଘିଅ ଭଳି ତରଳିଯିବ- Baba Ramdev Tips

ଆଜି ଆମେ ଜାଣିବା ଓଜନ କମେଇବା ଓୟେଟ ଲେସ ୱାଟର ଏକ ସହଜ ଉପାୟ । ଯଦି ଏହି ଉପାୟ ଘରେ ଆମେ କରିବା ତେବେ ମାସକ ଭିତରେ ପାଞ୍ଚରୁ ସାତ କିଲୋ ଓଜନ ହ୍ରାସ ହେବ । ଭଲକଥା ହେଲା ଏହି ପାଣିକୁ ଥାଇରଏଡ ରୋଗୀ , ଉଚ୍ଚ ରକ୍ତଚାପ ରୋଗୀ , ଡାଇବେଟିସ ରୋଗୀ ସମସ୍ତେ ସେବନ କରିପାରିବେ ଏବଂ ଆପଣଙ୍କର ମୋଟା ପଣ ସହଜରେ କମ କରିପାରିବେ । ଛୋଟ ପିଲାଙ୍କୁ ସ୍ତନ ପାନ କରାଉଥିବା ମହିଳା ମାନେ ମଧ୍ୟ ଏହି ପାଣିର ସେବନ କରିପାରିବେ । ଏହାର କୌଣସି ସାଇଡ ଇଫେକ୍ଟ ପଡିନଥାଏ ଆଉ ଆପଣ ଏହାକୁ ସହଜରେ ପାନ କରିପାରିବେ ।

ତେବେ ଆସନ୍ତୁ ଏବେ ଜାଣିବା ଏହି ଓୟେଟ ଲେସ ୱାଟର ଆପଣ କେମିତି ବନେଇବେ । ଆପଣଙ୍କୁ ଏହାକୁ ବନେଇବା ପାଇଁ ଗୋଟିଏ ପାତ୍ରରେ ଏକ ଲିଟର ପାଣି ନେବାକୁ ହେବ । ଏକ ଲିଟର ପାଣି ଏଥିପାଇଁ ନେବେ କାହିଁକି ନା ଆପଣ ଏହାକୁ ଦିନକୁ ତିନି ଥର ପିଇବେ। ପ୍ରଥମେ ସକାଳେ ଖାଲି ପେଟରେ , ଦ୍ଵିତୀୟରେ ଲଞ୍ଚ ର ଅଧଘଣ୍ଟା ପରେ ଓ ରାତିରେ ଡିନର ର ଅଧଘଣ୍ଟା ପରେ ।

ପ୍ରଥମେ ଆମକୁ ନେବାକୁ ହେବ ତେଜ ପତ୍ର , ତେଜ ପତ୍ର ଖାଲି ସ୍ଵାଦ ବଢେଇବା ପାଇଁ ବ୍ୟବହାର କରାଯାଏ ନାହିଁ ଏହା ଓଜନ କମେଇବାରେ , କେଶ ପାଇଁ , ତ୍ଵଚା ପାଇଁ ମଧ୍ୟ ଉପଯୋଗୀ । ତେଜ ପତ୍ରରେ ଅନେକ ପ୍ରକାର ଆଣ୍ଟି ଅକ୍ସିଡେନ୍ଟ ଥାଏ ଭିଟାମିନ ଏ , ଭିଟାମିନ ସି , ଭିଟାମିନ ବି କମପ୍ଲେକ୍ସ ତାହା ସହିତ ଏଥିରେ ରାଇବୋଫ୍ଲୋବିନ ବି ଥାଏ ।

ଏହା ସହିତ କପର , ମ୍ୟାଗ୍ନେସିୟମ , ପୋଟାସିଅମ ଓ ଜିଙ୍କ ର ମାତ୍ରା ଭରପୁର ମାତ୍ରାରେ ଥାଏ । ଆପଣଙ୍କ ମେଟାବୋଲିଜ୍ମ ରେଟକୁ ବଢାଇ ଥାଏ , ଆପଣଙ୍କ ଡାଇଜେସ୍ଟିବ ରେଟ କୁ ଠିକ ରଖିଥାଏ । ଆପଣଙ୍କ ପୁରା ଶରୀରକୁ କ୍ଲିଜିଙ୍ଗ କରିଥାଏ ଓ ଏହା ଦ୍ଵାରା ଆପଣଙ୍କୁ ବହୁସାରା ଫାଇଦା କରିଥାଏ । ଆପଣଙ୍କୁ ଏହି ପାଣିରେ ଦୁଇରୁ ତିନୋଟି ପତ୍ର ମିଶେଇବାକୁ ହେବ ।

ଦ୍ଵିତୀୟ ଜିନଷ ଆମେ ମିଶେଇବା ତାହା ହେଉଛି ଡାଲଚିନି । ଡାଲଚିନି ହାଇ ବ୍ଲଡ ପ୍ରେସର ଲେଭେଲକୁ ଷ୍ଟେବଲ କରିଥାଏ ତାହା ସହିତ ଏହା ଆପଣଙ୍କର ହଜମକୁ ବି ଠିକ କରିଥାଏ ଏବଂ ଡାଲଚିନି ଆପଣଙ୍କ ଶରୀରକୁ ଏନର୍ଜି ଦେଇଥାଏ । ଦୁଇରୁ ତିନୋଟି ଡାଲଚିନି ଖଣ୍ଡ ଆପଣ ଏଥିରେ ମିଶାନ୍ତୁ । ଡାଲଚିନି ପାଉଡର ଆପଣ ଏଥିରେ ବ୍ୟବହାର କରନ୍ତୁ ନାହିଁ । ତୃତୀୟ ଜିନିଷଟି ଆମେ ଏଥିରେ ମିଶେଇବା ଦୁଇଟି ଗୁଜୁରାତି । ଗୁଜୁରାତି ଆପଣଙ୍କର ସ୍ଟ୍ରେସକୁ ଦୂର କରିଥାଏ ଓ ମେଟାବୋଲିଜ୍ମ ରେଟକୁ ହାଇ କରିଥାଏ । ଗୁଜୁରାତିକୁ ଖୋଲି ତା ମଞ୍ଜିକୁ ଆପଣ ପକାନ୍ତୁ , କାରଣ ଏଥିରେ ଥିବା ମଞ୍ଜୀର ତତ୍ଵ ପାଣି ସହ ମିଶିଯିବ ।

ଚତୁର୍ଥରେ ବା ଶେଷରେ ଆମେ ଏଥିରେ ମିଶାଇବା ଏକ ଚାମଚ ଜୀରା ଯାହାକୁ ଆମେ ଖାଇବାରେ ବ୍ୟବହାର କରିଥାଉ । ଏକ ଚାମଚ ଜୀରା , ଜୀରା ବି ଆମର ଏସିଡିଟି , ଗ୍ଯାସ , କୌଣସି ଇନଫେକ୍ସନ ସମସ୍ୟାକୁ ଦୂର କରିଥାଏ । ଆପଣଙ୍କ ବ୍ଲଡ ଫ୍ଲୋ କୁ ବଢାଇଥାଏ , ବ୍ଲଡକୁ ସ୍ଵଛ ମଧ୍ୟ କରିଥାଏ । ଟକସିନ କୁ ବାହାରକୁ କାଢିଥାଏ ଓ ଶେଷରେ ଚର୍ବିକୁ ଶେଷ କରିବାର କାର୍ଯ୍ୟ ବି କରିଥାଏ ।

ତେବେ ଆପଣଙ୍କୁ ଏହି ଚାରିଟି ଜିନିଷ ପାଣିରେ ମିଶାଇବା ଦରକାର । ଗ୍ୟାସକୁ ମିଡିଅମ ଫ୍ଲେମ ରେ ରଖନ୍ତୁ । ଏବେ ଏହାକୁ ଢାଙ୍କି ଦିଅନ୍ତୁ ଓ ପନ୍ଦର ମିନିଟ ପର୍ଯନ୍ତ ଫୁଟିବାକୁ ଛାଡି ଦିଅନ୍ତୁ । ଏହି କାମକୁ ଆପଣଙ୍କୁ ସକାଳୁ କରିବାକୁ ହେବ , କାରଣ ଆପଣଙ୍କୁ ଏହାକୁ ଦିନରେ ତିନି ଥର ପିଇବାକୁ ହେବ । ପନ୍ଦର ମିନିଟ ଫୁଟିଲା ପରେ ଏହି ସବୁ ଜିନିଷର ପୋଷକ ତତ୍ଵ ପାଣିକୁ ଆସି ସାରିଥିବ । ଏବେ ବହୁତ ପାୱାରଫୁଲ ଓୟେଟ ଲେସ ୱାଟର ପ୍ରସ୍ତୁତ ହୋଇ ଯାଇଥିବ । ଏବେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ତାହା ପରେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ ।

ବଞ୍ଚି ଯାଇଥିବା ଜିନିଷ ନଷ୍ଟ ହେବନି , ଆପଣ ଏହି ତେଜପତ୍ରକୁ ଫେସ ପ୍ୟାକ କରି ବ୍ୟବହାର କରି ପାରିବେ । ଆପଣ ଏହି ତିନୋଟି ତେଜ ପତ୍ରକୁ ଦହି ସହିତ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହା ଆପଣଙ୍କର ବ୍ରଣ ସମସ୍ୟାକୁ ଦୂର କରିଥାଏ ଓ ଚେହେରାକୁ ଉଜ୍ଵଳ କରିଥାଏ । ବାକି ଜୀରା , ଡାଲଚିନି ଓ ଗୁଜୁରାତିକୁ ଫ୍ରୀଜରେ ରଖି ଦେଇ ତା ପରଦିନ ବ୍ୟବହାର କରିପାରିବେ । ଥରକର ମ୍ୟାଟେରିୟାଲ ଆପଣ ଦୁଇଥର ବ୍ୟବହାର କରିପାରିବେ ।

ଏବେ ଆମେ ଜାଣିବା ଏହାର ବ୍ୟବହାର କେମିତି କରିବା । ଆମକୁ ଏହାକୁ ଦିନରେ ତିନିଥର ବ୍ୟବହାର କରିବାକୁ ହେବ । ସକାଳୁ ଖାଲି ପେଟରେ ଖାଇବେ । ଆମେ ଏଥିରେ ଲେମ୍ବୁର ବ୍ୟବହାର କରି ନାହୁଁ କାରଣ ବହୁ ଲୋକଙ୍କୁ ଲେମ୍ବୁ ପସନ୍ଦ ନୁହେ । ଆମେ ଏଥିରେ ମହୁର ମଧ୍ୟ ବ୍ୟବହାର କରି ନାହୁଁ ଯେମିତି ଡାଇବେଟିସ ରୋଗୀ ଏହାକୁ ସେବନ କରିପାରିବେ । ଏହା ଏକ ପ୍ରାକୃତିକ ଓ ଇଫେକ୍ଟିବ ରିମେଡି ଅଟେ । ଯଦି ଆପଣଙ୍କୁ କୌଣସି ରୋଗ ଅଛି ଆପଣ ଏହାର ବ୍ୟବହାର କରି ପାରିବେ ।

 

ଏହା ଆପଣଙ୍କର ବ୍ରେନ ପାଇଁ ବହୁତ ଲାଭପ୍ରଦ ଅଟେ ଏହା ଆପଣଙ୍କର ସ୍ଟ୍ରେସକୁ କମ କରିଥାଏ । ଏହାର ସେବନ ଦ୍ଵାରା ମୁହଁର ଗ୍ଲୋ ମଧ୍ୟ ବଢିଥାଏ କାରଣ ଏହା ଆପଣଙ୍କର ଡାଇଜେସ୍ଟିଭ ସିସ୍ଟମକୁ ଠିକ ରଖିଥାଏ । ଏହାର ସେବନ ଦ୍ଵାରା ଆପଣଙ୍କର କେଶ ଝଡିବା କମ ହୋଇଥାଏ । ଏହି ପ୍ରକ୍ରିୟା ଆପଣଙ୍କର ଶରୀରର ସମସ୍ତ ଟକସିନକୁ ବାହାରୁକୁ କାଢିବ ।

ସକାଳେ ଖାଲି ପେଟରେ ଏହାର ସେବନ କଲେ , ଲଞ୍ଚର ଅଧ ଘଣ୍ଟା ପରେ ସେବନ କରନ୍ତୁ କିନ୍ତୁ ମନେରଖିବେ ସେବନ ପୂର୍ବରୁ ଏହାକୁ ହାଲ୍କା ଗରମ କରି ନିଅନ୍ତୁ । ତା ପରେ ଡିନର ର ଅଧଘଣ୍ଟା ପରେ ଏହି ପାଣିର ସେବନ କରନ୍ତୁ । ଏହି ପାଣିର ଏକ ମାସ ସେବନ ପରେ ଆପଣଙ୍କୁ ଏପରି ଭଲ ପରିଣାମ ମିଳିବ ଆପଣଙ୍କ ଦେହ , କେଶ , ତ୍ଵଚା ଏବୁଂ ସମସ୍ତ ପ୍ରକାର ସମସ୍ୟା ପାଇଁ ବହୁ ଲାଭ ଦାୟକ ଅଟେ । ନିହାତି ଏହାକ ଥରେ ପ୍ରୟୋଗ କରି ଦେଖନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *