ନମସ୍କାର ବନ୍ଧୁଗଣ ତେବେ ଆପଣ ବର୍ତ୍ତମାନ ର ବ୍ରେକିଂ ନିୟୁଜ ଓଡ଼ିଆ ଅଭିନେତା ବବି ମିଶ୍ର ଙ୍କ ନାମରେ ଥୁବା ଅ-ଭି-ଯୋ-ଗ ବିଷୟରେ ତ ନିଶ୍ଚିତ ଜାଣିଥିବେ । ତେବେ ସେ ନିଜର କ୍ୟାରିଆର ଆଲବମ ରୁ ଆରମ୍ଭ କରିଥିଲେ ତାଙ୍କ ର ଚୁଲବୁଲ ଅନ୍ଦାଜ ଲୋକ ମାନଙ୍କୁ ବହୁତ ପସନ୍ଦ ଆସେ ତେବେ ସେ ଆଲବମ ଛାଡି ସିନେମା ଜଗତରେ ପାଦ ରଖିଥିଲେ ଏବଂ ସେଠାରେ ସେ ଖ-ଳ-ନା-ୟକ ଭୂମିକା ରେ ଦେଖା ଦେଲେ ତେବେ ଲୋକମାନେ ତାଙ୍କୁ ସେହି ରୂପ ରେ ମଧ୍ୟ ବହୁତ ପସନ୍ଦ କରିଥିଲେ ।
ତେବେ ସେ ଅନେକ ସିନେମା ରେ କାମ କରିଛନ୍ତି । ତେବେ କିଛିଦିନ ପୂର୍ବରୁ ତାଙ୍କର ସ୍ତ୍ରୀ ଙ୍କ ସହିତ କିଛି ମତାନ୍ତର ହୋଇ ଥିବା ଯୋଗୁଁ କଥା ଛାଡପତ୍ର ପର୍ଯ୍ୟନ୍ତ ଆସି ଯାଇଥିଲା ତେବେ ଏହି ଖବର ବହୁତ ଚର୍ଚ୍ଚା ରେ ମଧ୍ୟ ଥିଲା । ତେବେ ଫୁଣି ଥରେ ବବି ମିଶ୍ର ଏକ ନୂଆ ଘଟଣା କୁ ନେଇ ଚର୍ଚ୍ଚା ରେ ଆସି ଯାଇଛନ୍ତି । ତେବେ ଆସନ୍ତୁ ବିସ୍ତାର ପୁର୍ବକ ଆଲୋଚନା କରି ନେବା ।
ତେବେ ଘଟଣା ଏହା କି ବବି ମିଶ୍ର ଙ୍କ ସାନ ଭାଇ ଯେଉଁଠାରେ ନିଜ ଗାଡି ପାର୍କ କରନ୍ତି ସେଠାରେ ତାଙ୍କ ପଡୋଶୀ ତପି ମିଶ୍ର ଗାଡି ପାର୍କ କରେଇ ଥିଲେ ତେବେ ଏହା ପରେ ତାଙ୍କ ଭାଇ ତପି ମିଶ୍ରଙ୍କ ଗ୍ୟାରେଜ ରେ ଯାଇ ଗାଡି ରଖିଦେଇ ଥିଲେ । ତେବେ ଏହି କଥା କୁ ନେଇ ଦୁଇ ଜଣଙ୍କ ଭିତରେ ଯୁ-କ୍ତି ତ-ର୍କ ଚାଲିବା ପରେ ଏବଂ କିଛି ଧ-ମ-କ ଚ-ମ-କ ପରେ ତପି ମିଶ୍ର ବବି ମିଶ୍ର ଙ୍କ ନାମ ରେ ଥା-ନା- ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଇଛନ୍ତି ।
ତେବେ ତପି ମିଶ୍ର ଙ୍କ କହିବା ଅନୁସାରେ ବବି ମିଶ୍ର ଏବଂ ତାଙ୍କ ଭାଇ ଜ-ବ-ର-ଦ-ସ୍ତ ତାଙ୍କ ଗ୍ୟାରେଜ ରେ ଗାଡି ରଖିଛନ୍ତି ଏବଂ ଏହି କଥା ପାଇଁ ଯେତେବେଳେ ଯୁ-କ୍ତି-ତ-ର୍କ ଚାଲିଲା ସେତେବେଳେ ଜୀଵନ ରୁ ମା-ରି ଦେବା ଏବଂ ସିଏ ନଥିବା ବେକେ ଘର କବାଟ କୁ ଆସି ବାଡେଇ ତୋ ସ୍ୱାମୀ କୁ ମା-ରି ତୋତେ ଆଜି ବାହା ହେବା ଭଳି ଅ-ସା-ଦା-ଚ-ର-ଣ ବ୍ୟବହାର କରିଥିଲେ ତେଣୁ ସେଥିପାଇଁ ସେ ଥା-ନା- ରେ ବବି ମିଶ୍ରଙ୍କ ନାମ ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଇଥିଲେ ।
ତେବେ ଏହା ପରେ ବବି ମିଶ୍ର ଏବଂ ତାଙ୍କ ଭାଇ କୁ ଥା-ନା- କୁ ଡ଼କାଯାଇଥିଲା ଏବଂ ପଚରାଉଚରା କରାଯାଇ ଥିଲା ତେବେ ସେଠାରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।
ତେବେ ଥାନା ରେ ଏକ ବୁଲା କୁକୁର ଶୋଇ ରହିଥିଲା ଏବଂ ସେଠାରେ ଯେତେବେଳେ ବବି ମିଶ୍ର ଏବଂ ତାଙ୍କ ଭାଇ ପହଁଚି ଥିଲେ ସେତେବେଳେ ସେ ଏହି କୁକୁର କୁ ଦେଖି ଖୁସି ହୋଇ ଥିଲେ ଏବଂ ତା ସହ ପ୍ରେମ ରେ କଥା ହେବାକୁ ଲାଗିଲେ ତେବେ କୁକୁର ମଧ୍ୟ ବହୁତ ଖୁସି ହୋଇ ଯାଇଥିଲା ଏବଂ ଲାଂଗୁଡ଼ ମଧ୍ୟ ହଲାଉଥିଲା । ତେବେ ସେହି ଏଭଳି ଦୃଶ୍ୟ ଦେଖି ସବୁ ଖୁସି ଏବଂ ଆଶ୍ଚର୍ଯ୍ୟ ହୋଇଛନ୍ତି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।