ଆଫଗାନିସ୍ଥାନ କୁ ବଞ୍ଚେଇ ପାରିବେ ଏହି 4 ବଡ ଚେହେରା, ତାଲିବାନ ପାଇଁ ହେଇ ପାରନ୍ତି କାଳ

ବନ୍ଧୁଗଣ, ବର୍ତ୍ତମାନ ସମସ୍ତ ଦୁନିଆରେ “ଆଫଗାନିସ୍ଥାନ” ର ଚର୍ଚ୍ଚା ହେଉଅଛି । ଗୋଟିଏ ପରେ ଗୋଟିଏ ତାଲିବାନ “ଆଫଗାନିସ୍ଥାନ” ର ଅନେକ ବଡ ସଜରରେ କବଜା କରିବାକୁ ଲାଗିଅଛି । ଅପର ପାର୍ଶ୍ଵରେ ୧୫ ଅଗଷ୍ଟ ସକାଳେ “ଆଫଗାନିସ୍ଥାନ” ର ରାଜଧାନୀ “କାବୁଲ” କୁ ମଧ୍ୟ ତାଲିବାନ ନିଜ କବଜା ରେ ନେଇ ସାରିଛି । ଏହା ସହିତ ତାଲିବାନ ର ସାହସ ଦୃଢ ହୋଇଗଲାଣି । ମାତ୍ର ବର୍ତ୍ତମାନ ମଧ୍ୟ “ଆଫଗାନିସ୍ଥାନ” କୁ ମଧ୍ୟ ସ୍ଥିତି ଠିକ ହେବାର ଆଶା ରହିଅଛି ।

“ଆଫଗାନିସ୍ଥାନ” ପାଖରେ ୪ ଟି ଏଭଳି ଚେହେରା ରହିଅଛି ଯାହା କି ତାଲିବାନ କୁ ପଛରେ ପକାଇପାରିବେ । ଆସନ୍ତୁ ବର୍ତ୍ତମାନ ଏମାନଙ୍କ ସମ୍ବନ୍ଧରେ ଜାଣିବା । ବର୍ତ୍ତମାନ ତାଲିବାନ “ଆଫଗାନିସ୍ଥାନ” କୁ ସଂପୂର୍ଣ୍ଣ କବଜାରେ ନେବାକୁ ଯାଉଅଛି । ମାତ୍ର ପଞ୍ଜଶିର ଘାଟି ରେ ବାରତାମାନ ପର୍ଯ୍ୟନ୍ତ ତାଲିବାନ ପ୍ରବେଶ କରିପାରିନାହିଁ । ଏଠାରେ ୨୦ ବର୍ଷ ପୂର୍ବେ ମଧ୍ୟ ତାଲିବାନ ନିଜ ପାଦ ରଖି ପାରିନଥିଲା ।

୧- “ଅମୃଲ୍ଲା ସାଲେହ”- ଏହି କ୍ଷେତ୍ରରେ “ଆଫଗାନିସ୍ଥାନ” ର କାର୍ଯ୍ୟବାହକ ରାଷ୍ଟ୍ରପତି “ଅମୃଲ୍ଲା ସାଲେହ” ଆସନ୍ତି । ସୂଚନା ଯୋଗ୍ୟ ଯେ ସାଲେହ ତାଲିବାନ ବି-ରୁ-ଦ୍ଧ-ରେ ନାଦର୍ନ ଅଲାୟନ୍ସ ର ରେଜିଷ୍ଟ୍ରେସ ଫୋର୍ସ କୁ ନେଇ ତାଲିବାନ ବିରୁଦ୍ଧରେ ମୋର୍ଚ୍ଚା ସମ୍ଭାଳି ନେଇଛନ୍ତି । “ଆଫଗାନିସ୍ଥାନ” ର ରାଷ୍ଟ୍ରପତି “ଅସରଫ ଗନି” ଯେତେବେଳେ ଦେଶ ଛାଡି ଫେରାର ହୋଇଗଲେ, ସେ UAE ଶରଣ ନେଇସାରିଛନ୍ତି ।

ଏଭଳି ସ୍ଥିତି ରେ ସମସ୍ତଙ୍କ ନଜର “ଆଫଗାନିସ୍ଥାନ” ର କାର୍ଯ୍ୟବାହକ ରାଷ୍ଟ୍ରପତି “ଅମୃଲ୍ଲା ସାଲେହ” ଉପରେ ସ୍ତିର ରହିଅଛି । ସାଲେହ କହିଛନ୍ତି ଯେ ମୁଁ ଏହି ସ୍ପଷ୍ଟ ଭାବରେ କହହିବାକୁ ଯାଉଅଛି ଯେ ଏହି ପରିସ୍ଥିତି ନିମନ୍ତେ ଅନେକ କାରଣ ଦାୟୀ ଅଛି । ମାତ୍ର ମୁଁ ସେହି ଅପମାନ ର ହିସା ବନିବା ନିମନ୍ତେ ପ୍ରସ୍ତୁତ ନାହିଁ ଯାହା ବିଦେଶୀ ସୈନିକ ମାନେ ସହିଥିଲେ । ମୁଁ ନିଜ ଦେଶ ସହିତ ଏବଂ ଦେଶର ଲୋକଙ୍କ ସହିତ ଛିଡା ହୋଇଛି ଏବଂ ଯୁ-ଦ୍ଧ ବର୍ତ୍ତମାନ ସମାପ୍ତ ହୋଇନାହିଁ ।

୨- ଅହମଦ ମସୁଦ- ତାଲିବାନ ଦ୍ଵାରା କେବେ ମଧ୍ୟ ପଞ୍ଜଶିର ଘାଟି ଉପରେ କବଜା ନ କରିବାର ଏକ ବଡ କାରଣ “ଅହମଦ ଶାହ” ଙ୍କୁ ମଧ୍ୟ ମନା ଯାଇଅଛି । ଗୋଟିଏ ସମୟରେ ତାଙ୍କୁ ଶେର ଅଥବା ପଞ୍ଜଶିର ନାମରେ ମଧ୍ୟ ଜଣାଯାଉଥିଲା । ଅହମଦ ନାର୍ଦର୍ଣ ଏଲାୟନ୍ସ ର ନେତା ଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ଅହମଦ ମସୁଦ ଏହି ପ୍ରସଙ୍ଗ ସମ୍ଭାଳୁଛନ୍ତି । ୮୦ ଦଶକ ରେ ମଧ୍ୟ ଅହମଦ ମସୁଦ ଯୁ-ଦ୍ଧ ର ସାମ୍ନା କରିଥିଲେ ।

୩- ମାର୍ଶଲ ଅବଦୁଲ ରସିଦ- ଆଫଗାନିସ୍ଥାନ ର ସତ୍ତା କୁ ମାର୍ଶଲ ଅବଦୁଲ ରସିଦ ସମ୍ଭାଳି ସାରିଛନ୍ତି । ସେ ଆଫଗାନିସ୍ଥାନ ର ପୂର୍ବତ୍ତନ ରାଷ୍ଟ୍ରପତି ଅଟନ୍ତି । ସେ ତାଲିବାନ ନିମନ୍ତେ ଏକ ବଡ ଚେହେରା ଅଟନ୍ତି । ତାଲିବାନ କୁ ମାର୍ଶଲ ଅବଦୁଲ ରସିଦ ବହୁତ ଭାରି ପଡ଼ିପାରନ୍ତି ।

୪- ଅତା ମହମ୍ମଦ ନୁର- ସେ ଅନେକ ଦିନରୁ ତାଲିବାନ ସହିତ ଲ-ଢୁ-ଛ-ନ୍ତି । ୧୯୯୬ ମସିହାରେ ଯେତେବେଳେ ତାଲିବାନ ଆଫଗାନିସ୍ଥାନ ର ସତ୍ତା ନିଜ ଅଧିନରେ ନେଇଥିଲେ, ସେତେ ବେଳେ ଅତା, ଅହମଦ ଶାହ, ମସୁଦ ସହିତ ମିଶି ଏକ ସଂଯୁକ୍ତ ମୋର୍ଚ୍ଚା ପ୍ରସ୍ତୁତ କରିଥିଲେ । ସୂଚନା ଅନୁଯାୟୀ ବର୍ତ୍ତମାନ ସେମାନେ ତାଲିବାନ ବିରୁଦ୍ଧରେ କୌଣସି ଷଡଯନ୍ତ୍ର ରଚୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *