ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ACF ସୌମ୍ୟଙ୍କ ମୃତ୍ୟୁ ମାମଲା ପରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ । ସ୍ଵାମୀ-ସ୍ତ୍ରୀ ରହୁଥିବା କପ୍ତାପଦା ଗାଁ ଙ୍କୁ ଦୁଇ ଥର ଯାଇକି ଫେରିଆସିଲା ପୋଲିସ । ବିଦ୍ୟାଭାରତୀ କାର୍ଯ୍ୟ କରୁଥିବା ବେତନଟୀ ଅଫିସକୁ ବି ଯାଇଥିଲେ ମାତ୍ର ସେଠାରେ ମଧ୍ୟ ନ ପାଇଁ ଫେରିଲେ । ତେବେ ପ୍ରଶ୍ନ ଉଠୁଛି ସେ କୁଆଡ଼େ ଯାଇଛନ୍ତି ।

ସ୍ଵାମୀ ସୌମ୍ୟଙ୍କ ମୃତ୍ୟୁ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହା ପଛରେ ଥିବା ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲେ । ଏହି ପ୍ରକ୍ରିୟା ସ୍ତ୍ରୀ ବିଦ୍ୟାଭାରତୀଙ୍କ ଉପରେ NBW ଜାରି କରଯାଇଥିଲା । ପୋଲିସ ତାଙ୍କୁ ଘଟଣା ଚାଲିଥିବା ଯାଏ ଉପସ୍ଥିତି ରହିବାକୁ ଯଦି କୋଣସି ପ୍ରମାଣ ମିଳେ ତେବେ ତାଙ୍କୁ ପଚରାଉଚରା କରିବାକୁ ।
ମାତ୍ର NBW ଜାରି ହେବାପରେ ତାଙ୍କୁ କୋର୍ଟରେ ଉପସ୍ଥିତି କରାଇବା ପାଇଁ ପୋଲିସ ବିଦ୍ୟାଭାରତୀଙ୍କ ଗାଁ କପ୍ତାପଦାକୁ ଯାଇଥିଲେ ବିଦ୍ୟାଭାରତୀଙ୍କ ବ୍ୟତୀତ DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଠ କୁମ୍ଭ ନାଁରେ ହୋଇଥିଲା । ତେବେ ଗତତିନି ଦିନ ପୂର୍ବରୁ NBW ଜାରି ହୋଇଥିଲା ଏବଂ ସୂଚନା ଅନୁସାରେ ବିଦ୍ୟାଭାରତୀ ଗିରଫ ହେବାର ସମ୍ଭାବନା ରହିଥିଲା ।

ତେଣୁ ପୋଲିସ ଅଧିକାରୀ ବିଦ୍ୟାଭାରତୀକୁ କୋର୍ଟରେ ହାଜିର କରିବା ପାଇଁ ଯାଇଥିଲେ ମାତ୍ର ସବୁ ସ୍ଥାନରେ ଖୋଜିଲା ପରେ ମଧ୍ୟ ଏଯାଏ ତାଙ୍କ ଠିକଣା ମିଳିନି । ତେବେ ପ୍ରଶ୍ନ ଉଠୁଛି ଯେ ବିଦ୍ୟାଭାରତୀ କୁଆଡ଼େ ଗଲେ । ଯେବେ ପୋଲିସ ବିଦ୍ୟାଭାରତୀଙ୍କ କାର୍ଯ୍ୟରତ ଅଫିସ ଯାଇଥିଲା ତେବେ ବିଦ୍ୟାଭାରତୀ 2 ତାରିଖ ଯାଏ ଛୁଟି ନେଇଥିବା ପ୍ରକାଶ ପାଇଛି ।
ମାତ୍ର ଗତକାଲି 3 ତାରିଖ କିନ୍ତୁ ସେ ଅଫିସ ମଧ୍ୟ ଯାଇନାହାଁନ୍ତି ବୋଧ ହୁଏ ସେ ଛୁଟିକୁ ବଢାଇଥିବେ । ମାତ୍ର ବର୍ତ୍ତମାନ ପୋଲିସ ବିଦ୍ୟାଭାରତୀଙ୍କ କୋଣସି ସୂଚନା ପାଇନି ଏବଂ ତାଙ୍କୁ ଖୋଜିବାରେ ଲାଗିଥିବା ଖବର ଶୁଣିବାକୁ ମିଳିଛି । ବିଦ୍ୟାଭାରତୀଙ୍କ ଘରକୁ ମଧ୍ୟ ପୋଲିସ ଯାଇଥିଲେ ମାତ୍ର ସାହି ପୋଡଶୀ କହୁଛନ୍ତି ତାଙ୍କ ଘରଲୋକେ କୁଆଡ଼େ ଯାଇଛନ୍ତି ଆମେ ଜାଣିନୁ । ତେବେ ଏଯାଏ ଖବର ସମ୍ପର୍କରେ କୋଣସି ସୂଚନା ମିଳିନୀ ତେଣୁ କରି 9 ତାରିଖ ଯାଏ ଅପେକ୍ଷା କରିବାକୁ କୁହାଯାଇଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

