କରୋନା ସମୟରେ ସବ୍ୟସାଚୀ-ଅର୍ଚ୍ଚିତା ଙ୍କ ଘରକୁ ଆସିଲା ବଡ ଦୁଃଖ ଖବର, ନିଜେ ଜଣାଇଲେ ସବ୍ୟସାଚୀ…ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଦେଶର ପରିସ୍ଥିତି ବହୁତ ଜଟିଳ ହୋଇ ପଡିଛି । ବର୍ତ୍ତମାନ ପୁରା ଦେଶ କରୋନା ଭାଇରସ ସହିତ ଲଢେଇ କରୁଛି । ସବୁଦିନ କିଛି ନା କିଛି ଖରାପ ଖବର ଶୁଣିବାକୁ ମିଳିଯାଉଛି ।

ସାଧାରଣ ଜନତା ହସ୍ପିଟଲ ବେଡ ଅଭାବରୁ ଅକ୍ସିଜେନ ଅଭାବରୁ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକ ନିଜର ଜୀବନ ମଧ୍ୟ ହରାଉଛନ୍ତି । ବର୍ତ୍ତମାନ ଆଉ ଏକ ଦୁଃଖ ଖବର ଆସିଛି । ବର୍ତ୍ତମାନ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଘରକୁ ଆଉ ଏକ ଦୁଃଖ ଖବର ଆସି ପହଞ୍ଚିଛି । ତେବେ ତାହା କଣ ଆସନ୍ତୁ ଜାଣିବା ।

ଆପଣଙ୍କୁ କହି ଦେଉଛୁ କି ଅର୍ଚ୍ଚିତାଙ୍କ ଜେଜେ ଯିଏ କିଛି ଦିନ ହେଲା କରୋନା ସହିତ ଲ-ଢେ-ଇ କରୁଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେ ହସ୍ପିଟଲ ରେ ଆଡମିଟ ହୋଇଥିଲେ । ବର୍ତ୍ତମାନ ଖବର ଆସି ପହଞ୍ଚିଛି କି ସେ ଏହି ଯୁ-ଦ୍ଧ-ରେ ହାରି ଯାଇଛନ୍ତି । ଡାକ୍ତର ମାନେ ବହୁତ ଚେଷ୍ଟା କରି ମଧ୍ୟ ତାଙ୍କୁ ବଞ୍ଚାଇ ପାରି ନଥିଲେ । ତାଙ୍କର ଆସନ୍ତା କାଲି ପର ଲୋକ ହୋଇ ଯାଇଛି । ଅଭିନେତା ସବ୍ୟସାଚୀ ନିଜେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅତ୍ୟନ୍ତ ଦୁଃଖର ସହ ଏହି କଥା ସେୟାର କରିଛନ୍ତି ।

ଏହା ସହିତ ସେ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ କରୋନା ଲ-ଢେ-ଇରେ ସମସ୍ତଙ୍କୁ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେ ସମସ୍ତଙ୍କୁ ଏହି ସମୟରେ ସଚେତନ ହେବାକୁ କହିଛନ୍ତି ଓ ବେଳ ଥାଉ ଥାଉ ଟ୍ରୀଟମେନ୍ଟ ଆରମ୍ଭ କରିବାକୁ ମଧ୍ୟ କହିଛନ୍ତି । କରୋନା ହେଲା ପରେ ଅବହେଳା ନକରି ତୁରନ୍ତ ଟ୍ରୀଟମେନ୍ଟ କରିବା ଆବଶ୍ୟକ ଯାହା ଦ୍ଵାରା ଏହା କ୍ରୀଟିକାଲ କଣ୍ଡିସନ କୁ ନଯିବ ।

ବହୁତ ଲୋକ ଜର ହେଲେ ସାଧାରଣ ମଣି ଟେଷ୍ଟ କରିବାକୁ ଡରୁଛନ୍ତି ଓ ତାହାକୁ ଲୁଚାଉଛନ୍ତି ମଧ୍ୟ। ଯେତେବେଳେ ଏହା ବଢି ବଢି ଯାଉଛି ଲାଷ୍ଟ ମୁମେଣ୍ଟ ରେ ଟ୍ରୀଟମେନ୍ଟ କରିବାରୁ ବହୁତ ଲୋକ ମୃ-ତ୍ୟୁ ମୁଖରେ ପଡ଼ୁଛନ୍ତି । ସେ କହିଛନ୍ତି କି ଯେତକ ସିରିୟସ କେସ ଆସୁଛି ସେ ସମସ୍ତଙ୍କ ପଛରେ କେବଳ ଗୋଟିଏ କାରଣ ଅଛି କି ସେମାନେ ଟ୍ରୀଟମେନ୍ଟ ଲେଟ ରେ କରିଥାନ୍ତି ।

ଲେଟ କରିବା ପଛରେ କାରଣ ହେଲା କାଳେ ଆମର ସାହି ଲୋକ ଜାଣିଦେବେ, ପଡିଶା ଘର ଲୋକ ଜାଣିଦେବେ ସେଥିପାଇଁ ସେମାନେ ଲୁଚାନ୍ତି । ଯାହା ଦ୍ଵାରା ସେମାନେ ମୃ-ତ୍ୟୁ ମୁଖରେ ପଡ଼ୁଛନ୍ତି । ତେଣୁ ଆପଣ ମାନେ ଏମିତି ଭୁଲ କରନ୍ତୁ ନାହିଁ । ବେଳ ଥାଉ ଥାଉ ଟେଷ୍ଟ କରାନ୍ତୁ ଓ ଟ୍ରୀଟମେନ୍ଟ ଆରମ୍ଭ କରନ୍ତୁ । ଏହା ସହିତ ଏହି ରୋଗରୁ ବଞ୍ଚିବା ପାଇଁ ସବୁବେଳେ ସଚେତନ ରୁହନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *