ସରକାରଙ୍କ ବଡ ନିଷ୍ପତ୍ତି, ଏବେ ମଦୁଆଙ୍କୁ ଆଉ ମିଳିବ ନାହିଁ PDS Ration, ପଢନ୍ତୁ ପୁରା ଖବର !

ବନ୍ଧୁଗଣ ଆମ ଦେଶରେ ଅନେକ ଲୋକ ମ-ଦ୍ୟ-ପା-ନ କରନ୍ତି । କେତେଜଣ ନିଜ ସଉକ ପାଇଁ ତ କେତେ ଜଣ ନିଶା ପାଇଁ । ଅନ୍ୟ ପକ୍ଷରେ ଆଉ କେତେ ଜଣ ଅଛନ୍ତି ଯେଉଁ ମାନଙ୍କୁ ମ-ଦୁ-ଆ କୁହାଯାଏ । ଏମାନେ ରାତିଦିନ କିଛି ଦେଖନ୍ତି ନାହିଁ ଯେତେବେଳ ଇଛା ହେବ ମ-ଦ୍ୟ-ପା-ନ କରନ୍ତି । ହେଲେ ମ-ଦୁ-ଆ ମାନଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ମ-ଦୁ-ଆ ମାନଙ୍କୁ ମିଳିବ ନାହିଁ ରାସନ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଯେଉଁ ମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ ଯେଉଁ ମାନେ ଚାଉଳ, ଗହମ ଓ କିରୋସିନ ଆଦି କମ ଦରରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ ଖବର ।

କାରଣ ଆଉ ମ-ଦ୍ୟ-ପା-ନ କରୁଥିବା ଲୋକ ମାନଙ୍କୁ ଦିଆଯିବ ନାହିଁ ସରକାରୀ ରାସନ । ଏହି ଖବର ବିଷୟରେ ଜାଣିବା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ହେଲେ ଏହା ସତ । ବନ୍ଧୁଗଣ ଦିନକୁ ଦିନ ମ-ଦୁ-ଆ ମାନଙ୍କ ସଂଖ୍ୟା ବଢିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମ-ଦ ପିଇଲେ ରାସନ ନାହିଁ, ଏମିତି ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶ ହାମିତପୁର ଜିଲ୍ଲାର ଲମ୍ବୂଲ ଗ୍ରାମ ପଞ୍ଚାୟତର ସରପଞ୍ଚ ।

ପଞ୍ଚାୟତରେ ଯେଉଁ ମାନେ ରାସନ ନେଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଜଣ ମ-ଦ୍ୟ-ପା-ନ କରୁଥିବାର ସୂଚନା ପାଇବା ପରେ ଲମ୍ବୂଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଏହି ବଡ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି, ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢୁଛି ଓ ପଞ୍ଚାୟତରେ ଅ-ଭା-ବ-ନୀ-ୟ ଘଟଣା ମଧ୍ୟ ଘ-ଟୁ-ଛି । ତେଣୁ ସବୁ ଦିଗକୁ ଚିନ୍ତା କରି ସରପଞ୍ଚ ଏହି ପରି ନିଷ୍ପତ୍ତି ନେଇଛନ୍ତି । ମ-ଦ ପିଇବ ତ ରାସନ ପାଇବ ନାହିଁ । ଆଇନ ଦ୍ଵାରା ସୁଧୁରିବେ ମ-ଦୁ-ଆ । ଏହି ପ୍ରସଙ୍ଗରେ ଗାଁ ଲୋକେ ବସି ଏକ ବୈଠକ ମଧ୍ୟ କରିଥିଲେ ।

ସରପଞ୍ଚଙ୍କ ଏହି ନିଷ୍ପତ୍ତିରେ ଅନେକ ଲୋକ ଖୁସି ହୋଇଛନ୍ତି ଏହା ସହ ପଞ୍ଚାୟତ ମ-ଦୁ-ଆ ମାନଙ୍କୁ ସୁଧୁରିବା ପାଇଁ ୧୦ ଦିନର ସମୟ ମଧ୍ୟ ଦେଇଛି । ମ-ଦ ଛାଡିବା ସହ ସେମାନେ ମ-ଦ ନପିଇବା ପାଇଁ ଶପଥ ପାଠ ମଧ୍ୟ କରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *