ଓଡିଶାର ଫେମସ ମ୍ୟୁଜିକ ଡ଼ିରେକ୍ଟର Abhijit Majumdar ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ଦେଖିନଥିବେ

ଆପଣମାନେ ଅଭିଜିତ ମଜୁମଦାର ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ଅଭିଜିତ ମଜୁମଦାର ଙ୍କ ଜୀବନୀ ଓ ପରିବାର ବିଷୟରେ କିଛି ଜାଣିଛନ୍ତି କି ? ଯଦି ଜାଣି ନାହାଁନ୍ତି ତେବେ ଏହି ଲେଖାଟିକୁ ଆପଣ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ । ତେବେ ଫ୍ରେଣ୍ଡ ଆପଣ ମାନେ ଅଭିଜିତ ମଜୁମଦାର ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଆଉ ତାଙ୍କର ଗୀତ ଗୁଡିକ ମଧ୍ୟ ନିଶ୍ଚିତ ଭାବରେ ଶୁଣିଥିବେ । ତାଙ୍କର ଜବରଦସ୍ତ ଗୀତ ପାଇଁ ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଛନ୍ତି ।

ତାଙ୍କ ଗୀତର ଜାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଅଭିଜିତ ମଜୁମଦାର ଖୁବ କମ ଦିନ ମଧ୍ୟରେ ତାଙ୍କ ଗୀତ ମାଧ୍ୟମରେ ଓଡିଶାର ପୁର ପଲ୍ଲୀରେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଲୋକମାନେ ବି ତାଙ୍କ ଗୀତକୁ ବହୁତ ପସନ୍ଦ କରନ୍ତି । ଅଭିଜିତ ମଜୁମଦାର ପ୍ରାୟ ୪୦୦ ରୁ ଅଧିକ ଓଡିଆ ଫିଲ୍ମ ରେ ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ତାଙ୍କ ଗୀତ ଗୁଡିକ ମଧ୍ୟ ସୁପର ହିଟ ହୋଇଛି । ଅଭିଜିତ ମଜୁମଦାର ଜଣେ ସିଙ୍ଗର ମଧ୍ୟ ଅଟନ୍ତି । ଅଭିଜିତ ମଜୁମଦାର ଙ୍କ ଘର ହେଉଛି ସମ୍ବଲପୁର । କିନ୍ତୁ ସେ ବର୍ତ୍ତମାନ ତାଙ୍କ ପରିବାର ସହ କଟକ ରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ବାପା, ମା,ଭାଇ  ତାଙ୍କ ସ୍ତ୍ରୀ ଆଉ ତାଙ୍କର ଏକ ମାତ୍ର ପୁଅ ଅଛନ୍ତି । ଅଭିଜିତ ମଜୁମଦାର ପିଲା ଦିନରୁ ଗୀତ ଗାଇବାକୁ ବହୁତ ପସନ୍ଦ କରୁଥିଲେ ।

ବର୍ତ୍ତମାନ ସେ ନମ୍ବର ୧ ସିଙ୍ଗର ଓ ମ୍ୟୁଜିକ ଡ଼ିରେକ୍ଟର ଭାବେ ପରିଗଣିତ ହୋଇ ପାରିଛନ୍ତି । ତାଙ୍କ ଗୀତ ଗୁଡିକ ମଧ୍ୟ ଲୋକମାନଙ୍କୁ ଖୁବ ପସନ୍ଦ ଆସିଛି । ପିଲା ଦିନରୁ ଅଭିଜିତ ମଜୁମଦାର ସବୁ ଫଙ୍କସନ ରେ ଗୀତ ଗାଇବାରେ ଭାଗ ନେଉଥିଲେ ଓ ସେଥିରେ ମଧ୍ୟ ସେ ୱିନର ହେଉଥିଲେ ।

ତାଙ୍କ ଗୀତ ଗୁଡିକ ମଧ୍ୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସୁଥିଲା । ବର୍ତ୍ତମାନ ସେ ଓଡିଶାରେ ନମ୍ବର ୧ ସିଙ୍ଗର ଓ ମ୍ୟୁଜିକ ଡ଼ିରେକ୍ଟର ଅଟନ୍ତି । ସେ ଅନେକ ସୁପର ହିଟ ଗୀତ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସେ ତାଙ୍କ କ୍ଯାରିୟର ରେ ଅନେକ ସୁପର ହିଟ ଗୀତ ଲୋକମାନଙ୍କୁ ଭେଟି ଦେଇଛନ୍ତି ।

ସେ ଅନେକ ଓଡିଆ ଫିଲ୍ମ ସହିତ ଓଡିଆ ଆଲବମ ଗୀତ ମଧ୍ୟ କମ୍ପୋଜ କରିଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଅଭିଜିତ ମଜୁମଦାର ଙ୍କ ଗୀତ ଗୁଡିକ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *