ମାନବିକତାର ଏମିତି ଭିନ୍ନ ରୂପ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ

ନମସ୍କାର ବନ୍ଧୁଗଣ ଆପଣ ମାନେ ଆଜିର ସ୍ୱାର୍ଥପର ଦୁନିଆ ରେ ବହୁତ ଲୋକ ଙ୍କୁ ଦେଖିଥିବେ ଯିଏ ନିଜ ଫାଇଦା ହି ଖୋଜିଥାନ୍ତି ଅନ୍ୟ କୁ ଫାଇଦା ଦେବା ଭାବନ୍ତି ନାହିଁ କାରଣ ଏଠାରେ କେହି କାହାର ନିଜର ନୁହେଁ । ସମସ୍ତେ ଦିନକୁ ଦିନ ପଶୁ ପାଲଟି ଯାଉଛନ୍ତି । ଅନ୍ୟ କୁ ସାହାଯ୍ୟ ନିଜର ମୁଣ୍ଡ ବ୍ୟଥା ବୋଲି ମଧ୍ୟ ଭାବୁଛନ୍ତି । ତେବେ କିନ୍ତୁ ସବୁ ମଣିଷ ଏଭଳି ନଥାନ୍ତି କିଛି ମଣିଷ ଏଭଳି ଅଛନ୍ତି ଯେଉଁ ମାନଙ୍କ ଭିତରେ ଆଜି ବି ମାନବିକତା ଭରି ରହିଛି ସେମାନେ ଅନ୍ୟର ସାହାର୍ଯ୍ୟ ମଧ୍ୟ କରୁଛନ୍ତି ।

ତେବ ଆସନ୍ତୁ ସେହି ଭଳି କିଛି ଭି-ଡି-ଓ ଦେଖି ନେବା ଯେଉଁ ଥିରେ ମନୁଷ୍ୟର ଅଲଗା ରୂପ ଦେଖୁବାକୁ ମିଳିବ ଆସନ୍ତୁ ଦେଖିନେବା । ୧- ପ୍ରଥମ ଭି-ଡି-ଓ ରେ ରେଳ ଷ୍ଟେସନ ରେ ଜଣେ ମହିଳା ଗାଡ଼ିରେ ଚଢ଼ିବା ବେଳେ ଗୋଡ଼ ଖସିଯିବାରୁ ରେଳ ର ତଳେ ପ-ଡି-ଗ-ଲେ କିନ୍ତୁ ଠିକ ସେତିକି ବେଳେ ସେଠାରେ ଉପସ୍ଥିତ ଥିବା ଆମ ଦେଶର ବୀର ଯବାନ ଅର୍ଥାତ ଜଣେ ଆର୍ମି ଅଫିସର ତୁରନ୍ତ ଦୌଡ଼ି ଆସି ସେହି ମହିଳା ଜଣଙ୍କୁ ଉ-ଦ୍ଧା-ର କରି ଦେଇଥିଲେ ।

୨- ଦ୍ୱିତୀୟ ଭି-ଡ଼ି-ଓ ରେ ଜଣେ କୁକୁର ର ଗୋଡ଼ ଭା-ଙ୍ଗି ଯାଇଥିଲା ଏବଂ ସେ ବହୁତ କଷ୍ଟ ରେ ଚାଲୁ ଥିଲା । ତେବେ କିଛି ଲୋକ ଏହି କୁକୁର ର ଏଭଳି ଅବସ୍ଥା କୁ ସହି ନ ପାରି ତାକୁ ଉଧାର କରି ତାର ଚିକିତ୍ସା କରିବାକୁ ଲାଗିଲେ ଏବଂ ସେ କୁକୁର ଟି କିଛି ମାସ ପରେ ଚାଲିବାକୁ ମଧ୍ୟ ଲାଗିଲା ।

୩- ତୃତୀୟ ଭି-ଡ଼ି-ଓ ରେ ଏକ କାର ରେ ଜଣେ ଛୋଟ ଛୁଆ ଭିତରେ ଲକ ହୋଇ ଯାଇଥିଲା । ତେବେ ଏହା ପୋଲିସ ଦେଖି ସେହି ଛୁଆ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲେ ତେବେ କିଛି ବାଟ କିନ୍ତୁ ମିଳୁ ନଥିଲା ସେତେବେଳେ ପୋଲିସ ସହିତ ଧରା ପଡିଥିବା ଚୋ-ର ମାନେ ନିଜର ତିଲଶ୍ମି ଢଂଗ ରେ ଗାଡି ର ଲକ କୁ ଖୋଲି ଦେଲେ ଏବଂ ସେହି ଛୁଆ କୁ ଉଦ୍ଧାର କରି ହେଲା ।

୪- ଚତୁର୍ଥ ରେ ରାସ୍ତା ରେ ଗୋଟିଏ ବତକ ନିଜ ଛୁଆ ମାନଂକୁ ନେଇ ଯାଉଥିଲା ଠିକ ସେହି ସମୟରେ ଡ୍ରେନ ରେ ତାର ଛୁଆ ମାନେ ପଡିଗଲେ ତେବେ ଠିକ ସେହି ସମୟରେ କିଛି ଲୋକ ଆସି ସେହି ଛୁଆ ମାନଂକୁ ଡ୍ରେନ ଭିତରୁ ଉଦ୍ଧାର କରି ଦେଇଥିଲେ ।

୫- ପଞ୍ଚମ ରେ ହେଉଛି ଏକ ସୁନସାନ ରାସ୍ତା ରେ ତିନିଜଣ ଯୁବତୀ ଯାଉଥିବା ବେଳେ ଏକ କାର ରେ କିଛି ଯୁବକ ତାଙ୍କୁ ହଇରାଣ କରୁଥିଲେ ତେବେ ସେହି ସମୟରେ ଜଣେ ଯୁବକ ନିଜ ବାଇକ ଆଣି ସେହି ଝିଅ ମାନଙ୍କ ସହ ଚାଲିକି ଯିବାକୁ ଲାଗିଲା ଏହା ଦ୍ୱାରା ସେମାନ ଙ୍କୁ କୌଣସି ଅସୁବିଧା ର ସାମନା କରିବାକୁ ନ ପଡୁ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *