ଓଡିଶାର ଲୋକପ୍ରିୟ Top 5 Tarang TV ବୋହୁ, ଏମାନଙ୍କ ମଧ୍ୟରୁ କିଏ ନମ୍ବର 1 ? ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁ ଶାଶୁ ବୋହୁ ସିରିଏଲ ନିଶ୍ଚୟ ଦେଖୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ତରଙ୍ଗ ଟିଭିର ଲୋକପ୍ରିୟ ବୋହୁ କିଏ ଆଉ କେଉଁ ବୋହୁକୁ ଅଧିକ ପସନ୍ଦ କରନ୍ତି ଦର୍ଶକ ମାନେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମଙ୍ଗଳା । ଆପଣ ମାନେ ସମସ୍ତେ ଅଭିନେତ୍ରୀ ମଙ୍ଗଳାଙ୍କୁ ‘ମଙ୍ଗଳା ଚରଣ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଆପଣ ମାନେ ସମସ୍ତେ ମଙ୍ଗଳାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ଲୋକପ୍ରିୟତା ଦୃଷ୍ଟିରୁ ମଙ୍ଗଳା ଅଛନ୍ତି ଆମ ପ୍ରଥମ ସ୍ଥାନରେ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପୂଜା । ଆପଣ ମାନେ ସମସ୍ତେ ତରଙ୍ଗ ଟିଭିର ଲୋକପ୍ରିୟ ସିରିଏଲ ‘ଝିଅ ଆମର ନୂଆବୋହୂ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ପୂଜା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବୁଲବୁଲ । ଆପଣ ମାନେ ସମସ୍ତେ ତରଙ୍ଗ ଟିଭିର ଲୋକପ୍ରିୟ ସିରିଏଲ ‘ପ୍ରେମର କୁହୁକ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ବୁଲବୁଲ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ଆଉ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସେ ସୁନାମ ଅର୍ଜନ କରିଛନ୍ତି ।

୪. ତାରିଣୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ତାରିଣୀ । ଆପଣ ମାନେ ସମସ୍ତେ ତାରିଣୀଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ସେ ତରଙ୍ଗ ଟିଭିର ଲୋକପ୍ରିୟ ଧାରାବାହିକ ‘ତାରିଣୀ ଆଖିର ତାରା’ ସିରିଏଲର ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଲୋକମାନେ ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ବେସ ଅଧିକ ପସନ୍ଦ କରୁଛନ୍ତି ।

୫. ଇତି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଇତି । ଆପଣ ମାନେ ସମସ୍ତେ ଇତିଙ୍କୁ ତରଙ୍ଗ ଟିଭିର ଲୋକପ୍ରିୟ ସିରିଏଲ ‘ସିନ୍ଦୁରର ଅଧିକାର’ରେ ନିଶ୍ଚୟ ଦେଖିଥିବେ । ଇତି ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ଛନ୍ତି । ଇତି ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

Leave a Reply

Your email address will not be published. Required fields are marked *