ନମସ୍କାର ବନ୍ଧୁଗଣ । ଭାରତର ସବୁଠୁ ଧନୀ ବ୍ୟକ୍ତି କିଏ ଜାଣିବା ପାଇଁ ସମସ୍ତେ ଚାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ମାନଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ । ତେବେ ଭାରତର ଶ୍ରେଷ୍ଠ ଦଶଜଣ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କଲା ଫୋର୍ବସ ପତ୍ରିକା । ତେବେ ଆସନ୍ତୁ ଜାଣିନେବା ସେହି ତାଲିକା ବିଷୟରେ ଓ ଜାଣିବା ଏଥିରେ କେଉଁ କେଉଁ ନାମ ଅଛି ସାମିଲ । ତେବେ ଡେରି ନକରି ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

୧- ପ୍ରଥମରେ ହେଉଛନ୍ତି ସୁନିଲ ମିତ୍ତଲ ହେଉଛନ୍ତି ଏୟାରଟେଲ ର ଫାଉଣ୍ଡର ଏବଂ ଚେୟାରମ୍ୟାନ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୮୨,୨୩୦ କୋଟି ।
୨- ଦ୍ଵିତୀୟ ରେ ହେଉଛନ୍ତି ଦିଲୀପ ସାଂଘଭୀ । ତେବେ ସେ ହେଉଛନ୍ତି ସନ ଫର୍ମା ର ଫାଉଣ୍ଡର ଏବଂ ଏମ ଡ଼ି । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୮୯,୭୦୬ କୋଟି ଟଙ୍କା ।
୩- ତୃତୀୟ ରେ ହେଉଛନ୍ତି ସାଇରସ୍ ପୁନାୱାଲା । ତେବେ ସେ କୋଭିସିଲଡ଼ ର ଫାଉଣ୍ଡର । ତେବେ ତାଙ୍କ ମୋଟ ସମ୍ପତ୍ତି ହେଉଛି ୯୭,୯୨୯ କୋଟି ଟଙ୍କା ।
୪- ଚତୁର୍ଥରେ ହେଉଛନ୍ତି କୁମାର ବିର୍ଲା । ତେବେ ସେ ଅଲ୍ଟ୍ରା ସିମେଣ୍ଟ,ଭିଆଇ,ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୦୨,୪୧୪ କୋଟି ଟଙ୍କା ।
୫- ପଞ୍ଚମ ରେ ହେଉଛନ୍ତି ଉଦୟ କୋଟାକ । ତେବେ ସେ କୋଟାକ ବ୍ୟାଙ୍କର ଫାଉଣ୍ଡର । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୧୦,୬୩୭ କୋଟି ଟଙ୍କା ।

୬- ଷଷ୍ଠ ରେ ହେଉଛନ୍ତି ରାଧାକ୍ରିଷ୍ଣ ଦାମାନି । ତେବେ ସେ ଡ଼ିମାର୍ଟ ର ଫାଉଣ୍ଡର । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୩୧,୫୬୮ କୋଟି ଟଙ୍କା ।
୭- ସପ୍ତମ ରେ ହେଉଛନ୍ତି ଲକ୍ଷ୍ମୀ ମିତ୍ତଲ । ସେ ହେଉଛନ୍ତି ଆର୍ସିଲର ମିତ୍ତଲ କାର୍ଯ୍ୟକାରୀ ଅଧ୍ୟକ୍ଷ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୩୫,୩୦୬ କୋଟି ଟଙ୍କା ।
୮- ଅଷ୍ଟମ ରେ ହେଉଛନ୍ତି ଶିବ ନାଦର । ତେବେ ସେ ହେଉଛନ୍ତି ଏଚସିଏଲ ଟେକ୍ନୋଲଜିର ଅଧ୍ୟକ୍ଷ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୮୯,୧୩୦ କୋଟି ଟଙ୍କା ।

୯- ନବମ ରେ ହେଉଛନ୍ତି ଗୌତମ ଆଦାନୀ । ସେ ହେଉଛନ୍ତି ଆଡାନୀ ଗ୍ରୁପର ଚେୟାରମ୍ୟାନ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୪,୭୦,୯୫୬ କୋଟି ଟଙ୍କା ।
୧୦- ଦଶମ ରେ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଭାରତର ସବୁଠୁ ବଡ଼ ଧନୀ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୬,୦୨,୫୨୫ କୋଟି ଟଙ୍କା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

