ଏମାନେ ହେଲେ Tarang Tv ହିରୋଇନ ମାନଙ୍କ ସୁନ୍ଦରୀ ଭଉଣୀ, 5 ନଂ ଭଉଣୀ ଯୋଡି ଲାଗନ୍ତି ଅବିକଳ ଏକାପରି !

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ଟିଭି ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆଉ ସେଥିରେ ଅଭିନୟ କରୁଥିବା ହିରୋଇନ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହେଲେ ଆପଣ ମାନେ କଣ ସେହି ହିରୋଇନ ମାନଙ୍କ ରିଅଲ ଲାଇଫ ଭଉଣୀଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ମାନଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । 


ମିତାଲି ସାର୍ଘାରିଆ- ଆପଣ ମାନେ ସମସ୍ତେ ମିତାଲିଙ୍କୁ ‘ନୂଆ ବୋହୁ’ ସିରିଏଲରେ ରାଧିକା ଭୂମିକାରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ମିତାଲିଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ଅମିଶା ସାର୍ଘାରିଆ । 


ପ୍ରିୟାଙ୍କା ରଥ- ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରିୟାଙ୍କାଙ୍କୁ ‘କୁଆଁରୀ ବୋହୁ’ ସିରିଏଲରେ ଶ୍ରଦ୍ଧା ଭୂମିକାରେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ପ୍ରିୟାଙ୍କାଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ଆଲିଆ କୁମାରୀ ରଥ । 


ସୁମନ ପଟ୍ଟନାୟକ- ବନ୍ଧୁଗଣ ଆପଣ ମାନେ ସମସ୍ତେ ସୁମନଙ୍କୁ ‘ତାରେଣୀ ଆଖିରେ ତାରା’ ସିରିଏଲରେ ତାରେଣୀ ଭୂମିକାରେ ନିଶ୍ଚୟ ଦେଖିଥିବେ । ଏ ହେଉଛନ୍ତି ତାରେଣୀଙ୍କର ସାନ ଭଉଣୀ ଯାହାଙ୍କର ନାମ ହେଉଛି ଶେଜଲ । 


ନିଲାଖି ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିଲାଖି ପାତ୍ର । ଆପଣ ମାନେ ସମସ୍ତେ ନିଲାଖିଙ୍କୁ ‘ସିନ୍ଦୁରର ଅଧିକାର’ ସିରିଏଲରେ ଇତି ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ । ତେବେ ଏ ହେଉଛନ୍ତି ନିଲାଖିଙ୍କ ବଡ ଭଉଣୀ ଯାହାଙ୍କ ନାମ ହେଉଛି ସିପ୍ରା । 


ସୁଚରିତା ସ୍ଵାଇଁ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ସୁଚରିତା ସ୍ଵାଇଁ । ସୁଚରିତା ‘ସିନ୍ଦୁରର ଅଧିକାର’ ସିରିଏଲରେ ସେକେଣ୍ଡ ଲିଡ ଅଭିନେତ୍ରୀ ରୂପେ ଅଭିନୟ କରୁଛନ୍ତି । ତେବେ ବନ୍ଧୁଗଣ ସୁଚରିତାଙ୍କର ଜଣେ ବଡ ଭଉଣୀ ଅଛନ୍ତି ଯାହାଙ୍କୁ ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ । 


ଶୀତଲ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶୀତଲ ପଟ୍ଟନାୟକ । ଶୀତଲ ‘ଝିଅ ଆମର ନୂଆବୋହୂ’ ସିରିଏଲରେ ଐଶ୍ଵର୍ଯ୍ୟ ଭୂମିକାରେ ନଜର ଆସୁଛନ୍ତି । ତେବେ ଏ ହେଉଛନ୍ତି ଐଶ୍ଵର୍ଯ୍ୟଙ୍କ ଭଉଣୀ ଯାହାଙ୍କର ନାମ ହେଉଛି ସିମ୍ରନ ପଟ୍ଟନାୟକ । 


ଜାଗୃତି ରଥ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜାଗୃତି ରଥ । ଜାଗୃତି ‘ଶ୍ରୀମନ୍ଦିର’ ସିରିଏଲରେ ପଦ୍ମାବତୀ ଭୂମିକାରେ ନଜର ଆସୁଛନ୍ତି । ତେବେ ଜାଗୃତିଙ୍କର ଜଣେ ବଡ ଭଉଣୀ ଅଛନ୍ତି ଯାହାଙ୍କୁ ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ । 


ସୁଶ୍ରୀ ସୁଭାସିନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୁଶ୍ରୀ ସୁଭାସିନୀ । ସୁଶ୍ରୀ ମଙ୍ଗଳା ଭୂମିକାରେ ‘ମଙ୍ଗଳା ଚରଣ’ ସିରିଏଲରେ ଅଭିନୟ କରୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ସୁଶ୍ରୀଙ୍କର ଭଉଣୀ ଯାହାଙ୍କୁ ଆପଣ ମାନେ ଏହି ଫଟୋରେ ଦେଖୁଥିବେ । 

Leave a Reply

Your email address will not be published. Required fields are marked *