ଭଲ ପାଉଥିଲେ ସତ, କିନ୍ତୁ ମେଲ୍ ଇଗୋ ପାଇଁ କହି ପାରୁନଥିଲେ, ହେଲେ ମୁଁ…” ଦେଖନ୍ତୁ ନିଜ ପ୍ରେମ ଜୀବନ ବିଷୟରେ ଖୋଲି କହିଲେ ଅଭିନେତ୍ରୀ Manisha Rath, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଫିଲ୍ମ ପରେ ଯଦି ଓଡ଼ିଆ ଲୋକ ମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ । ଓଡ଼ିଶାର ଅନେକ ଲୋକ ଓଡ଼ିଆ ଧାରାବାହିକ ଦେଖିବାକୁ ଖୁବ୍ ଭଲ ପାଆନ୍ତି । ତେବେ ଏହି ଧାରାବାହିକ ହେଉ କିମ୍ବା ସିନେମା ସମସ୍ତେ ଏଠାରେ ଅଭିନୟ କରୁଥିବା ଅଭିନେତ୍ରୀ ଏବଂ ଅଭିନେତା ମାନଙ୍କ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି ।


ତେବେ ସେମାନଙ୍କ ଜୀଵନ ଶୈଳୀ ହେଉ କିମ୍ବା ସେମାନଙ୍କ ପୋଷାକ ପିନ୍ଧା ସେମାନଙ୍କ ର ସବୁ ଖବର ଜାଣିବା ପାଇଁ ସାଧାରଣ ଲୋକ କିମ୍ବା ସେମାନଙ୍କ ପ୍ରଶଂସକ ବହୁତ ଅପେକ୍ଷା ରେ ରୁହନ୍ତି । ତେବେ ସେହିଭଳି ଆଜି ଆମେ ଲୋକପ୍ରିୟ ଅଭିନେତ୍ରୀ ମନୀଷା ରଥଙ୍କ ବିଷୟରେ ଆଲୋଚନା କରିବା ଏବଂ ତାଙ୍କ ବିଷୟରେ ଅଳ୍ପ ଅଧିକ କିଛି ଜାଣିନେବା । ତେବେ ଆସନ୍ତୁ ଜାଣିନେବା ।

ତେବେ ଆପଣ ଅଭିନେତ୍ରୀ ମନୀଷା ରଥ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ଜୁଲାଇ ୭ ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ବର୍ତ୍ତମାନ ଭୁବନେଶ୍ୱର ରେ ରୁହନ୍ତି । ତେବେ ତାଙ୍କ ସ୍ୱାମୀ ଙ୍କ ନାମ ହେଉଛି ବିଭୁ ପ୍ରସାଦ ମିଶ୍ର । ତେବେ ଦୁହେଁ ୨୦୧୪ ମସିହାରେ ବିବାହ କରିଥିଲେ । ତେବେ ମନୀଷା ଙ୍କ ସ୍ୱାମୀ ଅର୍ଥାତ ବିଭୁ ପ୍ରସାଦ ମିଶ୍ର ଜଣେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସିନିୟର କ୍ୟାମେରା ମ୍ୟାନ । ତେବେ ମନୀଷା ଙ୍କ ର ଗୋଟିଏ କୁନି ଝିଅ ମଧ୍ୟ ଅଛି । ଯାହା ସହ ସେ ଇଂଷ୍ଟାଗ୍ରାମ ରେ ସୁନ୍ଦର ସୁନ୍ଦର ଭିଡିଓ ମଧ୍ୟ ବନାଇ ଥାଆନ୍ତି ।

ତେବେ ମନୀଷା ନିଜ କ୍ୟାରିଅର ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ ତେବେ ସେ ଓଡ଼ିଆ ଧାରାବାହିକ,ଫିଲ୍ମ,ମଞ୍ଚ ନାଟକ ଏବଂ ଆଲବମ ଆଦିରେ ଅଭିନୟ କରିଛନ୍ତି । ତେବେ ତାଙ୍କର ପ୍ରଥମ ଧାରାବାହିକ ହେଉଛି ଆଇ ଲଭ ୟୁ । ତେବେ ବର୍ତ୍ତମାନ ସେ ସାର୍ଥକ ଟିଭିର ଧାରାବାହିକ ଝିଲି,ଓ ଦିବ୍ୟ ଦୃଷ୍ଟି ରେ ମଧ୍ୟ କାମ କରୁଛନ୍ତି । ତେବେ ସେ ଲକ୍ଷ୍ମୀ ପୁରାଣ ରେ ଶ୍ରୀୟା ଚଣ୍ଡାଳୁଣୀ ର ଅଭିନୟ ମଧ୍ୟ କରିଛନ୍ତି ।


ତେବେ ସେ ନିଜର ଏକ ଇନ୍ଟର୍ଭିୟୁ ରେ କହିଥିଲେ କି ତାଙ୍କର ପ୍ରେମ ବିବାହ ହୋଇଛି ଏବଂ ସେ ପ୍ରଥମେ ନିଜ ସ୍ୱାମୀ ଙ୍କୁ ପ୍ରପୋଜ କରିଥିଲେ ଏବଂ ପରେ ଦୁହେଁ ସମ୍ପର୍କ ରେ ଆସିଥିଲେ ଏବଂ ପରେ ଦୁହିଁଙ୍କ ର ବିବାହ ହୋଇ ଗଲା । ତେବେ ଦୁହିଙ୍କ ପ୍ରଥମ ଦେଖା ବୋହୁ ଧାରାବାହିକ ରେ ହୋଇଥିଲା ଏବଂ ସେହିଠାରୁ ହିଁ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା ।

ତେବେ ସେ ଏହା ମଧ୍ୟ କହୁଛନ୍ତି କି ସେ ଜଣେ ଅଭିନେତ୍ରୀ ଜଣେ କଳାକାର କିନ୍ତୁ ସେ ଜଣେ ରୋମାଣ୍ଟିକ କଳାକାର ନୁହେଁ କାରଣ ଯେତେବେଳେ ବି କିଛି ରୋମାଣ୍ଟିକ ସିନ ଆସେ ସେତେବେଳେ ତାଙ୍କର ଗୋଡ଼ ହାତ ଥରିବାକୁ ଲାଗେ ଏବଂ ସେ ସେହି ଥିରେ ନିଜକୁ ସହଜ ମଧ୍ୟ ଅନୁଭଵ କରି ପାରନ୍ତି ନାହିଁ । ତେବେ ସେ ଏହା ମଧ୍ୟ କହିଥିଲେ କି ଯଦି ସେ ଯାତ୍ରା କରିଥାନ୍ତେ ତେବେ ସେ ଧାରାବାହିକ ଦୁନିଆ କୁ ଆସି ନଥାନ୍ତେ ।

ତେବେ ମନୀଷା ଙ୍କ ଅଭିନୟ ଖୁବ ସୁନ୍ଦର ସେ ସବୁ ଅଭିନୟ କୁ ଅତି ସହଜ ଏବଂ ସୁନ୍ଦର ଭାବରେ ନିଭାଇ ପାରିଥାନ୍ତି ଏବଂ ସବୁ ଚରିତ୍ର ରେ ନିଜକୁ ରଙ୍ଗେଇ ମଧ୍ୟ ପାରିଥାନ୍ତି ତେବେ ସେଥିପାଇଁ ଲୋକମାନେ ମଧ୍ୟ ତାଙ୍କୁ ଅନେକ ଭଲ ପାଇବା ପ୍ରଦାନ କରିଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *