ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଯାତ୍ରା ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାନୀ ପଣ୍ଡା । ବନ୍ଧୁଗଣ ରାନୀ ଅନେକ ସମୟରେ କୌଣସି ନା କୌଣସି ବିବାଦ ହେତୁ ଚର୍ଚ୍ଚାରେ ରୁହନ୍ତି । ରାନୀଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରାନୀଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ସାକ୍ଷାତ୍କାର ଭିଡିଓରେ ରାନୀ ନିଜ ମନର କଥା କହୁଛନ୍ତି । ରାନୀ କହିଛନ୍ତି-‘୧୯ ବର୍ଷ ମୁଁ ଏହି ଲାଇନରେ ବହୁତ କଷ୍ଟ କରିଛି ହେଲେ ସେତେବେଳେ ମୋତେ ଯେଉଁ ପବ୍ଲିସିଟି ମିଳି ନଥିଲା ତାହା ଏବେ ମିଳୁଛି । ଯେଉଁ ବିବାଦ ପାଇଁ ମୁଁ ଅଧିକ ଚର୍ଚ୍ଚାରେ ରହୁଛି ତାହା ବିଷୟରେ କହୁଛି ଆପଣ କାହିଁକି ପ୍ରଥମେ ମୋତେ ଧରୁ ଛନ୍ତି । ଯେହେତୁ ମୁଁ ଗୋଟେ ଆଇଟମ ଡ୍ୟାନ୍ସର ମୁଁ ଆଇଟମ କରୁଛି ତେଣୁ ମୋର ଡ୍ରେସ ଆଉ ଡ୍ୟାନ୍ସ ମୋର ନିଜସ୍ଵର ଇଛା ।
ଆଗକୁ ସେ କହିଛନ୍ତି-‘ହେଲେ ରାକ୍ଷୀ ସାବନ୍ତ, ବିଦ୍ୟା ବାଲନ ବଲିଉଡରେ ଆଇଟମ କରୁଛନ୍ତି । ମୁଁ ଖାଲି ଓଡିଶାରେ ଆଇଟମ କରୁଛି ଆଉ କେହି କରୁ ନାହାନ୍ତି । ମୁଁ କ୍ୟାମେରା ସାମ୍ନାରେ ଟିକେ ଖୁଲମ ଖୁଲା ଆଉ ସବୁ ଭିତରେ । ସେମାନେ ଭାଦ୍ର ଧରା ପଡୁନାହାନ୍ତି ହେଲେ ମୁଁ ଧରା ପଡୁଛି । ଦର୍ଶକ ମାନେ ମୋର ଡ୍ରେସ ଆଉ ମୋର ଡ୍ୟାନ୍ସକୁ ପସନ୍ଦ କରୁଛନ୍ତି । ଯଦି କେହି ଭଦ୍ର ବ୍ୟକ୍ତି ଦେଖୁଛନ୍ତି ତା ହେଲେ ସେମାନେ ବିରୋଧ କାହିଁକି କରୁ ନାହାନ୍ତି’ ।
ଅଗାକୁ ସେ କହିଛନ୍ତି-‘ଏଥିରେ ଅସୁବିଧା କଣ ଅଛି । ଆଗକୁ ମୁଁ ବଲିଉଡରେ ଏଣ୍ଟ୍ରି କରିବି ରାକ୍ଷୀ ସାବନ୍ତକୁ ଟକ୍କର ଦେବି ସନି ଲିଓନିକୁ ଟକ୍କର ଦେବି କଣ କରୁଛି ତମେ ସବୁ ଦେଖ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାନୀ ନିଜ ମନର କଥା କହିଛନ୍ତି । ତେବେ ଆପଣ ମାନଙ୍କୁ ରାନୀଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।