ଯାତ୍ରାର ହଟ୍ ଆଇଟମ ଗାର୍ଲ Rani Panda କହିଲେ Sunny Leone ଙ୍କୁ ଦେବେ ମାତ୍, ଦେଖନ୍ତୁ Rani Panda ଙ୍କ ସହ ଏହି Special Interview…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଯାତ୍ରା ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାନୀ ପଣ୍ଡା । ବନ୍ଧୁଗଣ ରାନୀ ଅନେକ ସମୟରେ କୌଣସି ନା କୌଣସି ବିବାଦ ହେତୁ ଚର୍ଚ୍ଚାରେ ରୁହନ୍ତି । ରାନୀଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରାନୀଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ସାକ୍ଷାତ୍କାର ଭିଡିଓରେ ରାନୀ ନିଜ ମନର କଥା କହୁଛନ୍ତି । ରାନୀ କହିଛନ୍ତି-‘୧୯ ବର୍ଷ ମୁଁ ଏହି ଲାଇନରେ ବହୁତ କଷ୍ଟ କରିଛି ହେଲେ ସେତେବେଳେ ମୋତେ ଯେଉଁ ପବ୍ଲିସିଟି ମିଳି ନଥିଲା ତାହା ଏବେ ମିଳୁଛି । ଯେଉଁ ବିବାଦ ପାଇଁ ମୁଁ ଅଧିକ ଚର୍ଚ୍ଚାରେ ରହୁଛି ତାହା ବିଷୟରେ କହୁଛି ଆପଣ କାହିଁକି ପ୍ରଥମେ ମୋତେ ଧରୁ ଛନ୍ତି । ଯେହେତୁ ମୁଁ ଗୋଟେ ଆଇଟମ ଡ୍ୟାନ୍ସର ମୁଁ ଆଇଟମ କରୁଛି ତେଣୁ ମୋର ଡ୍ରେସ ଆଉ ଡ୍ୟାନ୍ସ ମୋର ନିଜସ୍ଵର ଇଛା ।

ଆଗକୁ ସେ କହିଛନ୍ତି-‘ହେଲେ ରାକ୍ଷୀ ସାବନ୍ତ, ବିଦ୍ୟା ବାଲନ ବଲିଉଡରେ ଆଇଟମ କରୁଛନ୍ତି । ମୁଁ ଖାଲି ଓଡିଶାରେ ଆଇଟମ କରୁଛି ଆଉ କେହି କରୁ ନାହାନ୍ତି । ମୁଁ କ୍ୟାମେରା ସାମ୍ନାରେ ଟିକେ ଖୁଲମ ଖୁଲା ଆଉ ସବୁ ଭିତରେ । ସେମାନେ ଭାଦ୍ର ଧରା ପଡୁନାହାନ୍ତି ହେଲେ ମୁଁ ଧରା ପଡୁଛି । ଦର୍ଶକ ମାନେ ମୋର ଡ୍ରେସ ଆଉ ମୋର ଡ୍ୟାନ୍ସକୁ ପସନ୍ଦ କରୁଛନ୍ତି । ଯଦି କେହି ଭଦ୍ର ବ୍ୟକ୍ତି ଦେଖୁଛନ୍ତି ତା ହେଲେ ସେମାନେ ବିରୋଧ କାହିଁକି କରୁ ନାହାନ୍ତି’ ।

ଅଗାକୁ ସେ କହିଛନ୍ତି-‘ଏଥିରେ ଅସୁବିଧା କଣ ଅଛି । ଆଗକୁ ମୁଁ ବଲିଉଡରେ ଏଣ୍ଟ୍ରି କରିବି ରାକ୍ଷୀ ସାବନ୍ତକୁ ଟକ୍କର ଦେବି ସନି ଲିଓନିକୁ ଟକ୍କର ଦେବି କଣ କରୁଛି ତମେ ସବୁ ଦେଖ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାନୀ ନିଜ ମନର କଥା କହିଛନ୍ତି । ତେବେ ଆପଣ ମାନଙ୍କୁ ରାନୀଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *