ଶୁକ୍ରବାରର ରାଶିଫଳ 5 ଜୁନ 2020, ମା ଦୂର୍ଗାଙ୍କ ଆଶୀର୍ବାଦରୁ ଏହି 4ଟି ରାଶିକୁ ମିଳିବ ଖୁସି ଖବର, ନିଜ ପରିବାର ଲୋକଙ୍କ ସହିତ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 5 ଜୁନ 2020 ଶୁକ୍ରବାରର ରାଶିଫଳ ।

ମେଷ

ଏହି ରାଶିର ବିଦ୍ୟାର୍ଥୀ ମାନଙ୍କୁ ନିଜ ପାଠ ପଢା ଉପରେ ଧ୍ୟାନ ଦେବାକୁ କଷ୍ଟ ହୋଇ ପାରେ । ପ୍ରେମ ପାଇଁ ଦିନଟି ଅନୁକୂଳ ଅଛି । ବାହନ ପ୍ରତି ସଚେତନ ରୁହନ୍ତୁ । ଆପଣଙ୍କ ଅସାବଧନତା ଆପଣଙ୍କ ପାଇଁ କ୍ଷତିକାର ପ୍ରମାଣିତ ହୋଇ ପାରେ । ଆପଣ ଆଜି ଅଯୋଥା ଖର୍ଚ କରନ୍ତୁ ନାହିଁ । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ଏବଂ ଖୁସି ରହିବ । ବ୍ୟବସାୟରେ କିଛି ପରିବର୍ତ୍ତନ କରିବା ପାଇଁ ଇଚ୍ଛା କରି ପାରନ୍ତି ।

ବୃଷ

ଆଜି ଆଇନ କାର୍ଯ୍ୟରେ ସଫଳତାର ଆଶା ରହିବ । ବନ୍ଧୁଙ୍କ ସହଯୋଗରେ ଅଟକି ଥିବା ଧନ ପାଇ ପାରିବେ । ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବା ଫଳରେ ଆପଣଙ୍କୁ ଆରାମ ମିଳିବ । ବେପାରରେ ପରିବର୍ତ୍ତନ ଆସିବ । ସନ୍ତାନ ଆପଣଙ୍କ ଅଧୀନରେ ରହିବେ । ଯେତବେଳେ କିଛି ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମନା କରିବେ ସେତବେଳେ ଆପଣ ନିରାଶ ହୋଇ ପାରନ୍ତି । ଆପଣଙ୍କ ପାରିବାରିକ ଜୀବନରେ ଏକ ଶାନ୍ତିପୂର୍ଣ ଦିନର କଳ୍ପନା କରାଯାଉଛି କାରଣ ପରିବାର ସଦସ୍ୟ ମାନଙ୍କ ଭିତରେ ଆନନ୍ଦ ଏବଂ ପ୍ରେମ ଭରି ରହିବ ।

ମିଥୁନ

ଏହି ରାଶିର ଲୋକ ଆଜି ନିଜ ଘରର ସାଜସଜାରେ ଧ୍ୟାନ ଦେବେ । ଏହି କାମ ପାଇଁ ଆପଣ ନିଜର ସାଥିଙ୍କର ସାହାଯ୍ୟ ମଧ୍ୟ ନେଇ ପାରନ୍ତି । ସ୍ଵାର୍ଥୀ ଏବଂ ଧୋକାବାଜ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କର ବନ୍ଧୁ ହେବାର ନାଟକ କରୁଛନ୍ତି । ନୂଆ ନୂଆ ଯୋଜନା କରିବେ । ସାମାସିକ ଅଶାନ୍ତିର ସାମନା କରିବାକୁ ପଡିପାରେ । ସୁସ୍ଥ ଭୋଜନ ଏବଂ ବାୟାମ ଆପଣଙ୍କୁ ସୁସ୍ଥ ରଖିବ ।

କର୍କଟ

ଯଦି ଆପଣ ନିଜର ରଚନାତ୍ମକ କୁ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଜିର ଦିନ ବହୁତ ଭଲ ଅଟେ । ଆପଣଙ୍କ ବେପାର ଯାତ୍ରା ଲାଭଦାୟକ ରହିବ । ପ୍ରତିଷ୍ଠା ବଢିବ । ଚାକିରି ଏବଂ ନିବେଶରେ ଲାଭ ହେବ । ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ପରିଶ୍ରମ ଏବଂ ଚେଷ୍ଟା କରିବା ପରେ ମଧ୍ୟ ଆପଣଙ୍କ ଇଚ୍ଛା ଅଧାରେ ରହିବ । କିଛି ଉଚ୍ଚ ଅଧିକାରୀ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଅମନା କରିଦେଇ ପାରନ୍ତି । ବିପରୀତ ଲିଙ୍ଗ ଦ୍ଵାରା ଆକର୍ଷଣ ବଢିବ ।

ସିଂହ

ଲମ୍ବା ସମୟର ଆୟୋଜନ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ହଠାତ ନୂଆ ସ୍ରୋତରୁ ଧନ ଲାଭ ହେବ ଯାହା ଆପଣଙ୍କ ଦିନକୁ ଖୁସିରେ ଭରି ଦେବ । ପଇସା ମାମଲାରେ ନିଜ ଉପରେ ଭରସା ରଖନ୍ତୁ । ଆର୍ଥିକ ଲାଭ ହେବାର ସମ୍ପୂର୍ଣ ଯୋଗ ଅଛି । କାହା ଠାରୁ କିଛି ଧାର ନିଅନ୍ତୁ ନାହିଁ । ଆପଣ ଦିନ ସାରା ବହୁତ ଶକ୍ତିଶାଳୀ ଏବଂ ସକ୍ରିୟ ଅନୁଭବ କରିବେ । ସମାଜରେ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା କିମ୍ବା ଦାନ କରିବା ଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

କନ୍ୟା

ଆପଣଙ୍କ ପରିଶ୍ରମର ଫଳ ଆଜି ଆପଣଙ୍କୁ ମିଳିବ । ଆଜି ଆପଣଙ୍କ ଶରୀରରେ ଏକ ନୂଆ ଫୁର୍ତ୍ତି ଦେଖିବାକୁ ମିଳିବ । ଆଜି ଯେକୌଣସି କଠିନ ପରିସ୍ଥିତିର ସାମନା କରିବାକୁ ଡରନ୍ତୁ ନାହିଁ । ସଚୋଟ ପଣିଆ ଭଲ ଫଳ ଦେବ । ନିଜର ରୋଜଗାର ପଇସାକୁ ସାବଧାନର ସହିତ ଖର୍ଚ କରନ୍ତୁ କୌଣସି ଅସୁବିଧା ହେବ ନାହିଁ । ଆଜି ଆପଣଙ୍କୁ କିଛି ନିଷ୍ପତ୍ତି ବହୁତ ଭାବି ବିଚାରୀ ନେବାକୁ ପଡିବ । ସଫଳତା ହାସଲ କରିବା ପାଇଁ ଆପଣଙ୍କୁ ଟିକେ ପରିଶ୍ରମ କରିବାକୁ ପଡିବ ।

ତୁଳା

ଏହି ରାଶିର ଲୋକଙ୍କୁ ଆଜି ଅସୁବିଧାର ସାମନା କରିବାକୁ ପଡିପାରେ ବିଶେଷ କରି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ । ଆପଣଙ୍କ ଉଚ୍ଚ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ ନାହିଁ । ଘରେ ହସ ଖୁସିର ବାତାବରଣ ରହିବ । ପରିବାର ଠାରୁ ସମ୍ପୂର୍ଣ ସହଯୋଗ ମିଳିବ । ସମ୍ପର୍କୀୟ ମାନେ ଆପଣଙ୍କ ଦୁଖଃରେ ଭାଗୀଦାର ହେବେ । ଆଧ୍ୟାତ୍ମିକ ପ୍ରତି ଆଗ୍ରହ ବଢିବ । କୌଣସି ଗୁରୁତ୍ଵପୂର୍ଣ ଖବର ମିଳିପାରେ ।

ବିଛା

ଲୋକ ମାନେ ଆପଣଙ୍କ ଦ୍ଵାରା ପ୍ରଭାବିତ ହୋଇ ପାରନ୍ତି । ନୂଆ ଲୋକ ସହିତ ବନ୍ଧୁତା ହୋଇ ପାରେ । ଘର ପରିବାରରେ ନିଜ ଲୋକଙ୍କ ପାଇଁ କିଛି ଭଲ ଭାବିବେ ତାହେଲେ କିଛି ଭଲ କରିବା ପାଇଁ ପ୍ରେରଣା ମିଳିବ । ପଠା ପଢାରେ ମଧ୍ୟ ମନ ଲାଗିବ । ନିଜର କଥା ଏବଂ ବ୍ୟବହାରକୁ ନିୟତ୍ରଣରେ ରଖିବା ଆପଣଙ୍କ ପାଇଁ ଭଲ ହେବ । ମଧ୍ୟାହ୍ନ ପରେ ନୂଆ କାମ ଆରମ୍ଭ କରି ପାରନ୍ତି । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ନକରାତ୍ମକ ଠାରୁ ଦୂରେଇ ରହିବା ଫଳରେ ଆପଣଙ୍କୁ ଶାରୀରିକ ଏବଂ ମାନସିକ ରୂପରେ ଆପଣ ଭଲ ରହିବେ ।

ଧନୁ

ଆପଣଙ୍କୁ ନିଜର ପ୍ରେମୀ ସହିତ କିଛି ଭଲ ସମୟ ବିତାଇବା ପାଇଁ ମିଳିପାରେ ଏବଂ ଏହାଦ୍ୱାରା ପରସ୍ପରର ବୁଝାମଣା ବୃଦ୍ଧି କରିବାରେ ସାହାଯ୍ୟ କରିବ । ଯଦି ପ୍ରତ୍ୟକ ଜିନିଷ ଜୀବନରେ ତିକ୍ତତା ଆଣିବ ତାହେଲେ ଏହା ବହୁତ କଷ୍ଟସାଧ୍ୟ ହେବ ଏଥିପାଇଁ ଆପଣଙ୍କ ପ୍ରୟାସ ଏହି ପ୍ରକାରେ ତିଆରି କରିବାକୁ ପଡିବ କି ଆପଣ ଲୋକଙ୍କୁ ଆହୁରି ଅଧିକ ବୁଝି ପାରିବେ । କୋର୍ଟ କଚେରୀ ମାମଲାରେ ସାବଧାନ ରୁହନ୍ତୁ । ଆପଣଙ୍କ ଭାଗୀଦାର ମାନେ ଆପଣଙ୍କ ନୂଆ ଯୋଜନା ଏବଂ ବିଚାରର ସମର୍ଥନ କରିବେ ।

ମକର

ଆପଣ ନିଜର ନିରନ୍ତର ପ୍ରୟାସ ସହିତ ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଖକୁ ଆସିବ । ଆପଣଙ୍କ ପାରିବାରିକ ଜୀବନରେ କିଛି ସମସ୍ୟା ହୋଇ ପାରେ । ମା ଲକ୍ଷ୍ମୀଙ୍କ କୃପାରୁ ଆଜିର ଦିନ ଆପଣଙ୍କ ପାଇଁ ପୂର୍ଣ ରୂପରେ ଶୁଭ ରହିବ । କିନ୍ତୁ ଯଦି ଆପଣ ଶୀଘ୍ର କିଛି ନିଷ୍ପତ୍ତି ନିଅନ୍ତି ତାହେଲେ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିପାରେ । ଆପଣଙ୍କ ଭରପୁର ଶକ୍ତି ଏବଂ ଜବରଦସ୍ତ ଉତ୍ସାହ ସକାରାତ୍ମକ ଫଳାଫଳ ଆଣିବ ।

କୁମ୍ଭ

ଆଜିର ଦିନ ଆପଣଙ୍କର ସୃଜନଶୀଳତାକୁ ବଢାଇବା ପାଇଁ ବହୁତ ଭଲ ଅଟେ । ଆପଣଙ୍କ ପାରିବାରିକ ଜୀବନ ସୁଖ ଶାନ୍ତିରେ ପରିପୂର୍ଣ ରହିବ ଏବଂ ଆପଣ ଏହାର ସମ୍ପୂର୍ଣ ମଜା ଉଠାଇ ପାରନ୍ତି । ଆଜି ଲେଖା ଏବଂ ଅଭ୍ୟାସ ପ୍ରତି ଆପଣଙ୍କର ଆଗ୍ରହ ବଢିବ ଯାହା ସଫଳତାରେ ପରିଣତ ହେବ । ଆପଣ କିଛି ଭାବି ଥିବା କାମକୁ ଆଜି ପୁରା କରିବେ । ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ବନ୍ଧୁ ହୋଇ ପାରନ୍ତି । ନୂଆ ଲୋକଙ୍କ ସହିତ ଭେଟ ହୋଇ ପାରେ ।

ମୀନ

ଆଜି ନୂଆ କାମ କରିବା ପାଇଁ ସୁଯୋଗ ମିଳିପାରେ । କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ତାହାର ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆପଣଙ୍କୁ ଏବଂ ଆପଣଙ୍କ ଜୀବନସାଥୀଙ୍କୁ କିଛି ଭୁଲବୁଝାବଣା ପରସ୍ପର ଠାରୁ ଅଲଗା କରି ପାରେ । ଆଧାତ୍ମ ପ୍ରତି ଆପଣଙ୍କ ଆଗ୍ରହ ବଢିପାରେ । କିଛି ଅଜଣା ସମସ୍ୟା ହଠାତ ଆପଣଙ୍କୁ ପାଖକୁ ଆସିପାରେ । କୌଣସି ଆଧ୍ୟାତ୍ମିକ ଗୁରୁ କିମ୍ବା ବଡ ଲୋକ ଆପଣଙ୍କର ସାହାଯ୍ୟ କରି ପାରନ୍ତି । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *